ମୃତ୍ୟୁ ଏମିତି ବି ଆସେ…ଛିଡ଼ା ହୋଇଥିବାବେଳେ ମାଡ଼ିଗଲା ସ୍କର୍ପିଓ, ଯୁବକ ମୃତ
କୋରାପୁଟ, (ସତ୍ୟପାଠବ୍ୟୁରୋ): ମୃତ୍ୟୁ ଏମିତି ବି ଆସେ। ରାସ୍ତା କଡ଼ରେ ବାଇକ ରଖି ଗପସପ କରୁଥିବାବେଳ…
କୋରାପୁଟ, (ସତ୍ୟପାଠବ୍ୟୁରୋ): ମୃତ୍ୟୁ ଏମିତି ବି ଆସେ। ରାସ୍ତା କଡ଼ରେ ବାଇକ ରଖି ଗପସପ କରୁଥିବାବେଳ…
ନବରଙ୍ଗପୁର ଜିଲ୍ଲା ତହରା ଗ୍ରାମ ପଞ୍ଚାୟତର କେନ୍ଦୁଘାଟ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଥିବା ଦେଖିବାକୁ ମିଳିଛି। ଏଥିରେ ୨୫ ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ଦୁଇ ପଇସା ରୋଜଗାର ପାଇଁ ଗୋଆ ଯାଇଥିଲେ। ହେଲେ ଘରକୁ ପଇସା ଆସିବା ବଦଳରେ, ଆସିଲା ମୃତଦେହ। ଦାଦନ ଖଟିବାକୁ ଯାଇଥିଲେ, ହେଲେ ଶବ ହୋଇ ଫେରିଲେ ଯୁବକ।
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ପୋଲିସକୁ ବଡ଼ ସଫଳତା ମିଳିଛି । ଗାଡ଼ି ଯାଞ୍ଚ ବେଳେ ଜଣେ ବ୍ୟକ୍ତିଙ୍କ ନିକଟରୁ ହାତୀ ଦାନ୍ତ ଜବତ କରିଛି ପୋଲିସ୍ । ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ ରଖି ତଦନ୍ତ କରାଯାଉଛି ।
ପଞ୍ଜାବର ଅମୃତସର ଜିଲ୍ଲାରେ କର୍ତ୍ତବ୍ୟରତ ସବ୍-ଇନ୍ସପେକ୍ଟର (ଏଏସଆଇ) ହରଜିତ୍ ସିଂହଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି।
ୟୁରୋପରେ ନିଜର ସାମରିକ ଉପସ୍ଥିତିକୁ ବ୍ୟାପକ ଭାବେ ହ୍ରାସ କରିବା ପାଇଁ ଆମେରିକା ପ୍ରତିରକ୍ଷା ବିଭାଗ ''ପେଣ୍ଟାଗନ୍'' ଏକ ଗୁରୁତ୍ୱପୂର୍ଣ୍ଣ ବିଚାର କରୁଛି।
ଲୋକସେବା ଭବନ ପରିସରକୁ ‘ତମାଖୁମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି।
ଆମେରିକା –ଇରାନ ଯୁଦ୍ଧ ଯୋଗୁଁ ସାରା ବିଶ୍ବରେ ଆର୍ଥିକ ସଙ୍କଟ ଉପୁଜିଛି। ଆମେରିକା ବିଶ୍ବକୁ ଯୁଦ୍ଧ ମଧ୍ୟକୁ ଠେଲି ଦେଇଛି। ଏଥିପାଇଁ ଦୁନିଆ ଅନିଶ୍ଚିତତା ଓ ସଙ୍କଟ ଦେଇ ଗତି କରୁଛି।
ଦେଶର ପ୍ରମୁଖ ଏୟାରଲାଇନ ଇଣ୍ଡିଗୋ ଅତିରିକ୍ତ ସେବା ମୂଲ୍ୟକୁ ମହଙ୍ଗା କରିଦେଇଛି। ଅତିରିକ୍ତ ବ୍ୟାଗ, ଶିଶୁଙ୍କ ଯାତ୍ରା, ଏକାକୀ ଯାତ୍ରା କରୁଥିବା ଶିଶୁ, ଅଗ୍ରାଧିକାର ଭିତ୍ତିରେ ଚେକ୍-ଇନ୍ ସୁବିଧାଗୁଡ଼ିକର ଶୁଳ୍କ ବଢ଼ାଇ ଦିଆଯାଇଛି।
ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି । ଆସନ୍ତା ୨୨ତାରିଖରେ ସୁପ୍ରିମକୋର୍ଟରେ ହେବ ପରବର୍ତ୍ତୀ ଶୁଣାଣି । ଆଜିର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଏବଂ ଡିଜି ଚୟନ ସମ୍ପୂର୍ଣ୍ଣ ଆଇନ ସମ୍ପନ୍ନ ।
ଦାରାଙ୍କ ଆଗୁଆ ମୁକ୍ତି ଆବେଦନ ମାମଲାର ଶୁଣାଣି ପୁଣି ସୁପ୍ରିମକୋର୍ଟରେ ଘୁଞ୍ଚିଲା। ୩ ସପ୍ତାହ ପର୍ଯ୍ୟନ୍ତ ଶୁଣାଣି ଘୁଞ୍ଚାଇଲେ ସର୍ବୋଚ୍ଚ ନ୍ୟାୟାଳୟ। ସମୟ ମାଗିଲେ ଦାରା ସିଂଙ୍କ ଓକିଲ ଏ.ପି ସିଂହ।
ଓରାଙ୍ଗଉଟାନଙ୍କ ଚାଲିଛି ସ୍ବାସ୍ଥ୍ୟ ପରୀକ୍ଷା। ରକ୍ତହୀନତା ରୋଗରେ ପୀଡ଼ିତ ୩ ଓରାଙ୍ଗଉଟାନ ଛୁଆ। ଜଣକୁ ସିଭିୟର ଓ ଅନ୍ୟ ୨ ଜଣ ସାମାନ୍ୟ ରକ୍ତହୀନତା ଚିହ୍ନଟ ହୋଇଛି।
ବନ୍ଧୁକ କାରବାର କରିବା ଅଭିଯୋଗରେ େପାଲିସ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ବୟ ହେଲେ ବିର୍ସା ବ୍ଲକ୍ ରୋଡର ସାହିଲ ଖାଁ ଓରଫ ସାନୁ (୨୬) ଓ ମକସଦ ଖାଁ ।
ଝାଡ଼ଖଣ୍ଡରେ ମାଓବାଦୀ ବିରୋଧୀ ଅଭିଯାନ ଜୋରଦାର ହେବା ପରେ ମାଓବାଦୀ ସଂଗଠନକୁ ଆଉ ଏକ ବଡ଼ ଝଟକା ଲାଗିଛି। ଝାଡ଼ଖଣ୍ଡର ଏକ କୋଟି ଟଙ୍କାର ପୁରସ୍କାର ଘୋଷିତ ମାଓବାଦୀ ଅସୀମ ମଣ୍ଡଳ ଓରଫ ଆକାଶ, ତିମିର, ମନୋଜ, ଦୀପକ ଓ ରାକେଶ ଆଜି ସକାଳେ କୋଲକାତା
ଦେବଗଡ଼ ଜିଲ୍ଲା ରିଆମାଳ ଥାନା ରିଆମାଳ ସଦରମହକୁମାରେ େପ୍ରମିକା ଘର ବାରଣ୍ଡାରେ ପ୍ରେମିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।
ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିକ୍ରିୟା। ବାତ୍ୟା ନେଇ କିଛି ଘରୋଇ ସଂସ୍ଥା ନିଜ ନିଜ ପୂର୍ବାନୁମାନ ଓ ଆକଳନ କରୁଛନ୍ତି ।
UPI ପେମେଣ୍ଟକୁ ନେଇ ରାଜ୍ୟସଭା ସାଂସଦ ସୁଜିତ୍ କୁମାରଙ୍କ ବଡ଼ ସ୍ପଷ୍ଟୀକରଣ । ୨ ହଜାର ଟଙ୍କାରୁ ଅଧିକ କମର୍ସିଆଲ୍ କାରବାରରେ ଚାର୍ଜ ଲାଗିବା ନେଇ ଆଲୋଚନା ଭିତରେ ସେ କହିଛନ୍ତି, ଏହି ଦେୟ ସାଧାରଣ ଗ୍ରାହକଙ୍କୁ ଦେବାକୁ ପଡ଼ିବ ନାହିଁ ।
ପୁରୀ ସହରରେ ବିଭିନ୍ନ ଖଜା ଗୋଦାମ ଉପରେ ପୋଲିସ ଚଢ଼ାଉ କରିଛି। ସିଟି ଡିଏସପିଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ରେଡ୍। ଟାଉନ ପୋଲିସ, ଖାଦ୍ୟ ସୁରକ୍ଷା ବିଭାଗ ଏବଂ ଓଜନ ଓ ମାପ ବିଭାଗର ମିଳିତ ଟିମ୍ ଏହି ଚଢ଼ାଉ କରିଛନ୍ତି। ଶ୍ରଦ୍ଧାଳୁମାନଙ୍କୁ ନିମ୍ନମାନର ଏବଂ ନକଲି ଖଜା ଅଧିକ ଦାମରେ ବିକ୍ରି କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଥିଲା । ଏହାପରେ ପୋଲିସ ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି ।