ଇରାନ ଯାତ୍ରା ଉପରେ ସତର୍କତା ନେଇ ଭାରତର ଆଡଭାଇଜରୀ
ଭାରତୀୟଙ୍କ ଇରାନ ଯାତ୍ରା ସମ୍ପର୍କରେ ଏକ ନୂତନ ଆଡଭାଇଜରୀ ଜାରି ହୋଇଛି। ଇରାନସ୍ଥିତ ଭାରତୀୟ ଦୂତାବାସ କହିଛି ଯେ, ଯଦିଓ ଇରାନରେ ସୁରକ୍ଷା ପରିସ୍ଥିତିରେ ଉନ୍ନତି ଆସିଛି, ତଥାପି ଭାରତୀୟ ନାଗରିକମାନେ ଅଣ-ଅତ୍ୟାବଶ୍ୟକୀୟ ଯାତ୍ରା ଏଡାଇବା ଉଚିତ।
ଭାରତୀୟଙ୍କ ଇରାନ ଯାତ୍ରା ସମ୍ପର୍କରେ ଏକ ନୂତନ ଆଡଭାଇଜରୀ ଜାରି ହୋଇଛି। ଇରାନସ୍ଥିତ ଭାରତୀୟ ଦୂତାବାସ କହିଛି ଯେ, ଯଦିଓ ଇରାନରେ ସୁରକ୍ଷା ପରିସ୍ଥିତିରେ ଉନ୍ନତି ଆସିଛି, ତଥାପି ଭାରତୀୟ ନାଗରିକମାନେ ଅଣ-ଅତ୍ୟାବଶ୍ୟକୀୟ ଯାତ୍ରା ଏଡାଇବା ଉଚିତ।
ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠାକୁ ନେଇ ଇରାନ କହିଛି ଯେ ହରମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ କେବେ ପୂର୍ବ ଅବସ୍ଥାକୁ ଫେରିବ ନାହିଁ ଏବଂ ତେହେରାନ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ନିଜ ସର୍ତ୍ତରେ ପରିଚାଳନା
ଦିନକୁ ଦିନ ଅଶାନ୍ତ ଆଡ଼କୁ ଗତି କରୁଛି ଇରାନ-ଆମେରିକା ଶାନ୍ତି ଆଲୋଚନା। ମଧ୍ୟପ୍ରାଚ୍ୟରେ ଶାନ୍ତି ଆଲୋଚନା ନେଇ ଘଡ଼ିକେ ଘୋଡା ଛୁଟୁଛି। ଏନେଇ ସ୍ୱିଜରଲ୍ୟାଣ୍ଡରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ପରେ, ପରମାଣୁ ଯାଞ୍ଚକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା
ମଙ୍ଗୋଲିଆ ଗସ୍ତ କରିଛନ୍ତି ବୈଦେଶିକ ମନ୍ତ୍ରୀ ଜୟଶଙ୍କର। ଅଧିକ ସୁଦୃଢ଼ ହେବାକୁ ଯାଉଛି ଭାରତ-ମଙ୍ଗୋଲିଆ ସମ୍ପର୍କ ଓ ସହଭାଗିତା। ଭାରତ-ମଙ୍ଗୋଲିଆ ମଧ୍ୟରେ ପାରସ୍ପରିକ ସହଯୋଗ ବୃଦ୍ଧି କରିବା ପାଇଁ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏହାସହିତ ଲୋକ-କୈନ୍ଦ୍ରିକ ବିକାଶ ସହଭାଗୀତାକୁ ଗଭୀର କରିବା ପାଇଁ ସମର୍ଥନକୁ ପୁନର୍ବାର ଦୋହରାଇଛନ୍ତି।
ଭୁବନେଶ୍ୱର, (ସତ୍ୟପାଠ ବ୍ୟୁରୋ) ୨୩/୦୬/୨୦୨୬: ଗତ ୨ ବର୍ଷ ହେଲା ଆଶାୟୀ ଏସ୍ଏସ୍ ବି ଅଧ୍ୟାପକ, ଅଧ୍ୟ…
ତାମିଲନାଡୁର ତିରୁଭଲ୍ଲୁରଠାରେ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ କେନ୍ଦୁଝର ଜିଲ୍ଲା ସଦର ଥାନା କୋଡ଼ିପଶା ଗ୍ରାମର ସଜନୀ ଜୁଆଙ୍ଗ।
ଓଡ଼ିଶାରେ ଏବେ ଚାଲିଛି ଡବଲ ଇଞ୍ଜିନ ସରକାର। ସେହିଭଳି ରାଜ୍ୟରେ ଡବଲ ବିକାଶ ପାଇଁ ଚାରି ଆଡ଼ୁ ପ୍ରୟାସ କରାଯାଉଛି। ଏବେ କେନ୍ଦ୍ରର ନଜର ଓଡ଼ିଶାର ବିକାଶ ଉପରେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜୁଲାଇ ୪ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ ରାଜ୍ୟରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।
ଭୁବନେଶ୍ଵର : ରାଜ୍ୟରେ ସରକାରୀ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଇଞ୍ଜିନିୟରଙ୍କ ପାଇଁ ସରକାରଙ୍କ ପ…
ଭୁବନେଶ୍ୱର, ୨୨/୦୬/୨୦୨୬: ଗତ ଶନିବାର ଦିନ ଗୋଳନ୍ଥରାରେ ଏକ ଘରୋଇ କଲେଜରେ ଜଣେ ନିରୀହ ଛାତ୍ରୀଙ୍କ ସ…
ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଘଟଣାରେ କଂଗ୍ରେସ ଓ ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି ୮ ବିଧାୟକଙ୍କ ବିରୋଧରେ କ୍ରସ୍ ଭୋଟିଂ ଅଭିଯୋଗ ଆଣିଥିଲା। ସେହିପରି କଂଗ୍ରେସ ମଧ୍ୟ ୩ ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିଲା।
ମଧ୍ୟପ୍ରାଚ୍ୟରେ ଶାନ୍ତି ପୁନଃସ୍ଥାପନ ପାଇଁ ସହମତି ହୋଇପାରୁନି। ଏନେଇ ସ୍ୱିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନର ଆଲୋଚନାକାରୀ ଅଧିକାରୀମାନେ ସୋମବାର ସକାଳ ପର୍ଯ୍ୟନ୍ତ ଆଲୋଚନା ଜାରି ରଖିଥିଲେ। କିନ୍ତୁ କୌଣସି ସମାଧାନର ବାଟ ବାହାରି ପାରିନାହିଁ। ମଧ୍ୟପ୍ରାଚ୍ୟକୁ ଅସ୍ଥିର କରୁଥିବା ଏବଂ ବିଶ୍ୱ ଶକ୍ତି ବଜାର ସଙ୍କଟ ସୃଷ୍ଟି କରିଥିବା
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ହୋଇଥିଲା ଜୋ…
ବିଧାନସଭା ଷ୍ଟାଣ୍ଡିଂ କମିଟି ଗଠନ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ବିଜେଡିର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଣେଶ୍ୱର ବେହେରା ଓ କଂଗ୍ରେସର ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ଏ ନେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି।
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବ୍ରହ୍ମପୁର ସହର ଉପକଣ୍ଠ ଏକ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ଛ…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ଠାରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବ…
ମହାରାଷ୍ଟ୍ର ରାଜନୀତିରେ ଗତ କିଛି ଦିନରୁ ହଟଚମଟ ଦେଖାଦେଇଛି। ଅପରେସନ ଟାଇଗର ବନାମ ଅପରେସନ ୱଲ୍ଫ ମଧ୍ୟରେ ମହାରାଷ୍ଟ୍ରରେ ଶିବସେନା (ୟୁବିଟି) ଦଳର ବିଭାଜନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଉଭୟ ଶିବସେନାର ୬୦ତମ ପ୍ରତିଷ୍ଠା ଦିବସ ପାଳନ କରିଥିଲେ।
ବିଜେପି ସରକାରର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ଦେଇ କହଛନ୍ତି ଯେ, ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂରଣ କରିଛି। ୨ ବର୍ଷରେ ମହାପୁରୁଷଙ୍କ ସ୍ବପ୍ନ ପୂରଣ ପାଇଁ ସରକାର ଅନେକ ପ୍ରଶଂସନୀୟ ଉଦ୍ୟମ କରିଛନ୍ତି।
ବିଜେପି ସରକାରର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବାଗତ ଅଭିଭାଷଣ ରଖିଛନ୍ତି। ଗୋଟିଏ ମଞ୍ଚରେ ଉଭୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିବା ବେଳେ ଜନ୍ମଦିନ ଅବସରରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୧୪ ପରଠୁ ପ୍ରଧାନମନ୍ତ୍ରୀ ଯେଉଁ ଯୋଜନା ଆଣିଛନ୍ତି, ସଫଳତା ମିଳିଚାଲିଛି।