ରଥଯାତ୍ରା ଆୟୋଜନରେ ଫେଲ୍, ଲୋକ ଦେଖାଣିଆ ମୁଖ୍ୟମନ୍ତ୍ରୀଙ୍କ ୟୁନେସ୍କୋ ହେରିଟେଜରେ ସାମିଲ କରିବାକୁ ଚିଠି: ବିଜେଡି
ଭୁବନେଶ୍ୱର, ୦୩/୦୮/୨୦୨୬: ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ୟୁନେସ୍କୋ ହେରିଟେଜ ତା…
ଭୁବନେଶ୍ୱର, ୦୩/୦୮/୨୦୨୬: ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ୟୁନେସ୍କୋ ହେରିଟେଜ ତା…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ। ବିଜେପିର ପ୍ରାୟ ୩୦ ବର୍ଷର ଦ…
ଦିନକୁ ଦିନ ବିଗି଼ଡ଼ିବାରେ ଲାଗିଛି ଆମେରିକା-ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି। ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନା ଏବେ ଏକ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି । ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ସମ୍ଭାବ୍ୟ ଆକ୍ରମଣର ଘୋଷଣା ମଧ୍ୟରେ, ଇରାନ ପ୍ରତିଶୋଧ ପାଇଁ ଯୋଜନା କରିଥିବା ଜଣାପଡ଼ିଛି ।
ଭୁବନେଶ୍ୱର, ୩୧/୦୭/୨୦୨୬: ନୀଳାଦ୍ରି ବିଜେରେ ଚାହାଣୀ ମଣ୍ଡପକୁ ବିଜେପି ନେତାଙ୍କ ପ୍ରବେଶକୁ ନେଇ ଥା…
ଭୁବନେଶ୍ୱର: ଭାରତୀୟ ହକି ଦଳର ଆଇକନିକ୍ 'ନୀଳ' (Blue) ଜର୍ସିକୁ ହଟାଇ ଗେରୁଆ (Saffron) ରଙ୍ଗର ଜର…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତୀୟ ହକି ଦଳର ଜର୍ସି ରଙ୍ଗ ବଦଳିବାକୁ ନେଇ ଏବେ ରାଜନୀତିରେ ଝଡ଼…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତା ଅଗଷ୍ଟ ୧୫ ତାରିଖରୁ ନେଦରଲ୍ୟାଣ୍ଡସ ଓ ବେଲଜିୟମରେ ଆରମ୍ଭ …
ଭୁବନେଶ୍ୱର, ୨୯/୦୭/୨୦୨୬: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ…
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ । ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି କହିଛନ୍ତି, ରାଜ୍ୟରେ ପିଲାଙ୍କ ପାଠ୍ୟ ପୁସ୍ତକରେ ଅନେକ ତ୍ରୁଟି ରହିଛି ।
ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ବର୍ତ୍ତମାନର ସର୍ବନିମ୍ନ ବୟସସୀମା ୨୫ ପରିବର୍ତ୍ତେ ୨୧ ବର୍ଷ କରିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ ପ୍ରସ୍ତାବ ଦେଇଛନ୍ତି। ହାଇଦ୍ରାବାଦରେ ଜେନ୍-ଜି ଯୁବକମାନଙ୍କ ସମର୍ଥନରେ ଆୟୋଜିତ ଏକ କ୍ୟାଣ୍ଡେଲ୍ ମାର୍ଚ୍ଚରେ ଯୋଗଦେଇ ସେ କହିଛନ୍ତି ଯେ, ଅଗଷ୍ଟ ପ୍ରଥମ ସପ୍ତାହରେ ରାଜ୍ୟ ବିଧାନସଭା ଓ ବିଧାନ ପରିଷଦର ସ୍ବତନ୍ତ୍ର ଅଧିବେଶନ ଡକାଯିବ।
କର୍ଣ୍ଣାଟକ ରାଜନୀତିରେ ଏବେ ରାଜନୈତିକ ହଟଚମକ ଦେଖିବାକୁ ମିଳିଛି। ୨୦୨୮ବିଧାନସଭା ନିର୍ବାଚନ ଆଉ ଲଢ଼ିବେ ନାହିଁ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପ୍ରମୁଖ କଂଗ୍ରେସ ନେତା ସିଦ୍ଧରମୈୟା। ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ମୁଁ ଏବେ ୭୯ ବର୍ଷ ବୟସର। ଆମ ସରକାରର କାର୍ଯ୍ୟକାଳ ଆହୁରି ଦେଢ଼ ବର୍ଷ ବାକି ଅଛି।
ଶେଷରେ ଛାତ୍ରଛାତ୍ରୀଙ୍କ ବିଜୟ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପଠାଇ ଦେଇଛନ୍ତି। ନିଟ-ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ଦେଶବ୍ୟାପୀ ଜାରି ରହିଥିବା ବିବାଦ ଏବଂ ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ସେ ଏହି ନିଷ୍ପତ୍ତି ନେଇଛନ୍ତି ।
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଛାତ୍ର ଆନ୍ଦୋଳନ ଚାପରେ ଚେପା ସରକାର । NEET ପେପର ଲିକ୍ କୁ ମାସାଧ…
ହୋ ହଲ୍ଲା ଭିତରେ ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ 'ଜାତୀୟ ସମ୍ମାନର ଅପମାନ ନିବାରଣ ବିଧେୟକ-୨୦୨୬' ରାଜ୍ୟସଭାରେ ଉପସ୍ଥାପିତ ହୋଇଛି। ବିରୋଧୀ ଦଳର ହଙ୍ଗାମା ମଧ୍ୟରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ୍ ଆଗତ କରିଥିଲେ । ତେବେ ହଙ୍ଗାମା ଯୋଗୁଁ ବିଲ୍ ଉପରେ ଆଲୋଚନା ଆରମ୍ଭ ହୋଇପାରିନଥିଲା ।
ନୂଆଦିଲ୍ଲୀ: ଦେଶବ୍ୟାପୀ ପେପର ଲିକ୍ ବିବାଦ ଏବଂ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ମଧ୍ୟରେ ପ୍ରଧାନମନ୍ତ୍ରୀ…
ଭାରତ ଏବଂ ଆମେରିକା ମଧ୍ୟରେ ଆଗାମୀ ୩ ରୁ ୪ ମାସ ମଧ୍ୟରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ ରାଜିନାମା ସ୍ୱାକ୍ଷରିତ ହେବାର ସମ୍ଭାବନା ଅଛି। ଏହା ଦ୍ୱାରା ଉଭୟ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି ପାଇବ ଏବଂ କୃଷି, ପ୍ରଯୁକ୍ତିବିଦ୍ୟା, ଶକ୍ତି (ତେଲ ଓ ଗ୍ୟାସ୍) ତଥା ପ୍ରତିରକ୍ଷା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ।
ସଂସଦ ଅଧିବେଶନ ଅବସରରେ ନୂଆଦିଲ୍ଲୀରେ ଓଡ଼ିଶାର ବିଜେପି ସାଂସଦମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଜ୍ୟସଭା ସାଂସଦ ତଥା ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ।
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଏବଂ ଅନ୍ୟମାନଙ୍କ ହତ୍ୟା ଘଟଣାରେ …