Nov 9 ‘କଥାରେ ନୁହେଁ, ବରଂ କାମ କରି ଦେଖାଇବି’; ଶପଥ ଗ୍ରହଣ ପରେ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ପ୍ରତିକ୍ରିୟା November 9, 2022 | 5:32 PM00
Nov 9 ଟି-୨୦ ବିଶ୍ୱକପ; ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କଲା ପାକିସ୍ତାନ November 9, 2022 | 5:10 PM00
Nov 9 ଜେଲରୁ ମୁକୁଳି ଘରକୁ ଫେରିଲେ ପୂର୍ବତନ ବିଧାୟକ ଅନୁପ ସାଏ, ଓଡ଼ିଶା ସୀମାରେ ସ୍ଵାଗତ କଲେ ସମର୍ଥକ November 9, 2022 | 4:35 PM00
Nov 9 ଭାରତ ଯୋଡୋ ଯାତ୍ରା; ମହାରାଷ୍ଟ୍ରରେ ରାହୁଲଙ୍କ ସହ ଯୋଗ ଦେବେନାହିଁ ଉଦ୍ଧବ ଠାକରେ, ଶରଦ ପାୱାର November 9, 2022 | 4:19 PM00
Nov 9 ଦିଲ୍ଲୀକୁ କେଜ୍ରିୱାଲଙ୍କ ଭଳି ପାର୍ଟ ଟାଇମ ମୁଖ୍ୟମନ୍ତ୍ରୀଙ୍କ ଆବଶ୍ୟକତା ନାହିଁ: କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି November 9, 2022 | 3:59 PM00
Nov 9 ବବିଙ୍କ ଆଧିପତ୍ୟ କମାଇବାକୁ କିଛି ବିଜେଡି ନେତା ଧାମନଗରରେ କଂଗ୍ରେସ ଓ ସ୍ୱାଧୀନକୁ ଫଣ୍ଡିଂ କରିଛନ୍ତି: ତାରା ବାହିନୀପତି November 9, 2022 | 3:21 PM00
Nov 9 ପଦ୍ମପୁର ଉପନିର୍ବାଚନ ଜିତି ବିଧାନସଭାରେ ଆମ ସଂଖ୍ୟାକୁ ପୁଣି ୨୩ରେ ପହଞ୍ଚାଇବୁ: ଜୟନାରାୟଣ ମିଶ୍ର November 9, 2022 | 2:59 PM00
Nov 9 ଚନ୍ଦ୍ର ଗ୍ରହଣରେ ଖାଦ୍ୟ ଭକ୍ଷଣକୁ ବିରୋଧ କରି ହେତୁବାଦୀଙ୍କୁ ଆକ୍ରମଣ ଘଟଣା; ୮ ଜଣଙ୍କୁ ଗିରଫ କଲା ପୁଲିସ November 9, 2022 | 1:57 PM00
Nov 9 ପାତ୍ରା ଚୌଲ ଜମି ଦୁର୍ନୀତି ମାମଲା; ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମିଳିଲା ଜାମିନ November 9, 2022 | 1:46 PM00
Nov 9 ରମାଦେବୀ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ, ପ୍ରତିବାଦରେ ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରୀ November 9, 2022 | 1:37 PM00
Nov 9 ଆମେରିକାରେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଇତିହାସ ରଚିଲେ ଅରୁଣା ମିଲର, ହାତେଇଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦ November 9, 2022 | 12:55 PM00
Nov 9 ବିଜେପି ଟିକେଟରେ ଗୁଜୁରାଟ ନିର୍ବାଚନ ଲଢିବେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ !, ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ନାଁ ଥିବା ଚର୍ଚ୍ଚା November 9, 2022 | 12:18 PM00
Nov 9 ବୁର୍ଲାରେ ଚାଞ୍ଚଲ୍ୟ; ବିଚ୍ ରାସ୍ତାରେ ଯୁବକଙ୍କ ମୃତଦେହ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ November 9, 2022 | 11:55 AM00
Nov 9 ରାଜ୍ୟପାଳ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରୁଛନ୍ତି, ତାଙ୍କୁ ତୁରନ୍ତ ବହିଷ୍କାର କରାଯାଉ; ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲା ଡିଏମକେ November 9, 2022 | 11:41 AM00
Nov 9 ଭୂକମ୍ପ ଝଟକାରେ ଥରିଲା ନେପାଳ; ରେକ୍ଟର ସ୍କେଲରେ ତୀବ୍ରତା ୬.୩, ୬ ଜଣଙ୍କ ମୃତ୍ୟୁ November 9, 2022 | 11:16 AM00