Nov 9 ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ November 9, 2022 | 11:03 AM00
Nov 9 ଟି-୨୦ ବିଶ୍ଵକପ; ଆଜି ପ୍ରଥମ ସେମିଫାଇନାଲ, ମୁହାମୁହିଁ ହେବେ ପାକିସ୍ତାନ-ନ୍ୟୁଜିଲାଣ୍ଡ November 9, 2022 | 10:40 AM00
Nov 9 ସୁପ୍ରିମକୋର୍ଟର ୫୦ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଡି.ଓ୍ବାଇ.ଚନ୍ଦ୍ରଚୂଡ଼ November 9, 2022 | 10:20 AM00
Nov 9 ଅଚଳ ହେବନି କଂଗ୍ରେସର ଟ୍ୱିଟର ଆକାଉଣ୍ଟ, ତଳ କୋର୍ଟଙ୍କ ରାୟ ଉପରେ ରୋକ ଲଗାଇଲେ କର୍ଣ୍ଣାଟକ ହାଇକୋର୍ଟ November 9, 2022 | 8:01 AM00
Nov 9 ଖୋର୍ଦ୍ଧା ବେଆଇନ ପଥର ଖନନ ମାମଲାରେ ଶ୍ରୀମନ୍ଦିର ପ୍ରଶାସନକୁ ଏନ୍ଜିଟି ଛାଟ, ୧୨ କୋଟି ଜରିମାନା ନିର୍ଦ୍ଦେଶ November 9, 2022 | 7:38 AM00
Nov 8 ସରିଲା ଚଳିତବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ମହାକାଶରେ ଏକ ଘଣ୍ଟା ୧୫ ମିନିଟ୍ ଧରି ଚାଲିଲା ଛାଇ-ଆଲୁଅର ଖେଳ November 8, 2022 | 7:06 PM00
Nov 8 ବେନାମୀ ଚିଠି ଖୋଲିଲା ନିଖୋଜ ଛାତ୍ରୀଙ୍କ ମୃତ୍ୟୁର ରହସ୍ୟ, ୧୦ ମାସ ପରେ ମାଟି ତଳୁ ମିଳିଲା କଙ୍କାଳ November 8, 2022 | 6:52 PM00
Nov 8 ପ୍ରଧାନମନ୍ତ୍ରୀ କେବଳ ନିଜର ୨-୩ ଜଣ କୋଟିପତି ବନ୍ଧୁଙ୍କ ଲାଭ ପାଇଁ ନୋଟବନ୍ଦୀ କରିଥିଲେ: ରାହୁଲ ଗାନ୍ଧୀ November 8, 2022 | 6:41 PM00
Nov 8 ଝାଡଖଣ୍ଡରେ ଆୟକର ଚଢାଉ; ୨ କୋଟି ନଗଦ ଓ ୧୦୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି ଠାବ, ଫସିଲେ ୨ କଂଗ୍ରେସ ବିଧାୟକ November 8, 2022 | 6:07 PM00
Nov 8 ‘ଯଦି ମୁଁ ଜଣେ ଆତଙ୍କବାଦୀ କିମ୍ବା ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ତେବେ ମୋତେ ଗିରଫ କର’; ବିଜେପିକୁ ଚ୍ୟାଲେଞ୍ଜ ଦେଲେ କେଜ୍ରିୱାଲ November 8, 2022 | 5:43 PM00
Nov 8 ଲାଭ ଉପାର୍ଜନ ପାଇଁ ଶିକ୍ଷା ଏକ ବ୍ୟବସାୟ ନୁହେଁ, ଟ୍ୟୁସନ ଫି ସବୁବେଳେ ଶସ୍ତା ହେବା ଉଚିତ୍ : ସୁପ୍ରିମକୋର୍ଟ November 8, 2022 | 5:19 PM00
Nov 8 ଜ୍ଞାନବ୍ୟାପୀ ମସଜିଦରେ ଶିବଲିଙ୍ଗ ପୂଜା ନେଇ ଅନୁମତି ମାମଲା, ନଭେମ୍ବର ୧୪କୁ ଘୁଞ୍ଚିଲା ପରବର୍ତ୍ତୀ ଶୁଣାଣି November 8, 2022 | 5:09 PM00
Nov 8 ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସର ବରିଷ୍ଠ ନେତା କୃଷ୍ଣ କୁମାର ପାଣ୍ଡେଙ୍କ ପରଲୋକ November 8, 2022 | 4:47 PM00
Nov 8 ‘ଭୁଲ ପ୍ରମାଣିତ କର, ବିଧାୟକ ପଦରୁ ଇସ୍ତଫା ଦେବି’: ହିନ୍ଦୁ ଶବ୍ଦକୁ ନେଇ ଦେଇଥିବା ବିବୃତ୍ତିକୁ ପୁଣି ଦୋହରାଇଲେ କଂଗ୍ରେସ ବିଧାୟକ November 8, 2022 | 4:35 PM00
Nov 8 ଅସଦୁଦ୍ଦିନ ଓୱେସି ଟ୍ରେନରେ ଯିବା ସମୟରେ କୌଣସି ଆକ୍ରମଣ ହୋଇନାହିଁ: ରେଳ ବିଭାଗ November 8, 2022 | 4:06 PM00
Nov 8 ସରିଲା କାର୍ତ୍ତିକ ବ୍ରତ; ବୃନ୍ଦାବତୀ ନିବାସରେ ହବିଷ୍ୟାଳିମାନଙ୍କୁ ବିଦାୟ ଦେଲେ ପୁରୀ ଜିଲ୍ଲାପାଳ November 8, 2022 | 3:55 PM00