Jan 17 “କାହାକୁ ଜୋର ଜବରଦସ୍ତି ଟୀକା ଦିଆ ଯାଇପାରିବ ନାହିଁ, ଭ୍ୟାକସିନ ସାର୍ଟିଫିକେଟ ବାଧ୍ୟତାମୂଳକ ନୁହଁ”-କେନ୍ଦ୍ର ସରକାର January 17, 2022 | 6:29 PM50
Jan 17 ଆବୁଧାବି ଏୟାରପୋର୍ଟ ଉପରେ ଡ୍ରୋନ ଆକ୍ରମଣ; ଦୁଇ ଭାରତୀୟଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ଘଟିଛି January 17, 2022 | 6:03 PM20
Jan 17 ୟୁପି ଇଲେକ୍ସନ; ଉପଯୁକ୍ତ ସୁଯୋଗ ଆସିଛି, ବିଜେପି ଠାରୁ ମୁକ୍ତି ପାଇବା ପାଇଁ: ମେହବୁବା ମୁଫତି January 17, 2022 | 5:56 PM50
Jan 17 ଆସନ୍ତା କାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ: କେଜ୍ରିୱାଲ January 17, 2022 | 5:54 PM40
Jan 17 ଏନସିପିି ମୁଖ୍ୟ ଶରଦ ପାୱାର ତାଙ୍କ ସମର୍ଥକଙ୍କ ସହ ମେଟ୍ରୋରେ ଯାତ୍ରା କଲେ; ସେପଟେ କେନ୍ଦ୍ର ପ୍ରକଳ୍ପର ଶ୍ରେୟ ନେବାକୁ ଚାହୁଁଛନ୍ତି ଏନସିପି ନେତା ବୋଲି କହିଲା ବିଜେପି January 17, 2022 | 4:53 PM00
Jan 17 ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ମାମଲାର ତଦନ୍ତ କରୁଥିବା ଇନ୍ଦୁ ମଲହୋତ୍ରାଙ୍କୁ ମିଳିଲା ଧମକ January 17, 2022 | 4:33 PM20
Jan 17 ଉତ୍ତରାଖଣ୍ଡ ଇଲେକ୍ସନ; ହରିଶ ରାୱତଙ୍କ ବଡ଼ ବୟାନ; ଯଦି ହରକ ସିଂହ କଂଗ୍ରେସ ଛାଡ଼ିବାର ଭୁଲକୁ ସ୍ୱୀକାର କରନ୍ତି ତାହାଲେ ତାଙ୍କୁ ପାର୍ଟିରେ ସ୍ୱାଗତ କରାଯିବ January 17, 2022 | 4:30 PM10
Jan 17 ୟୁପି ଇଲେକ୍ସନ; ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ଅଖିଳେଶ; ମାଗଣା ବିଜୁଳି ସହ କୃଷକମାନେ ପାଇପାରିବେ ସୁଧ ମୁକ୍ତ ବୀମା ଏବଂ ପେନସନ ସୁବିଧା January 17, 2022 | 4:28 PM30
Jan 17 ଗୋଆ ଇଲେକ୍ସନ; କେଜ୍ରିୱାଲ-ଚିଦାମ୍ବରମ ଟ୍ୱିଟରରେ ମୁହାଁମୁହିଁ, ଭୋଟ ପାଇଁ କାନ୍ଦିବା ବନ୍ଦ କରନ୍ତୁ କହିଲେ କେଜ୍ରିୱାଲ January 17, 2022 | 2:59 PM10
Jan 17 ଗଣତନ୍ତ୍ର ଦିବସରେ ନେତାଜୀଙ୍କ ପ୍ରଜ୍ଞାପନ ମେଢ଼ ବାଦ ପଡ଼ିବା ଆଶ୍ଚର୍ଯ୍ୟଜନକ; ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମମତା January 17, 2022 | 2:57 PM00
Jan 17 ବିଜେପିକୁ ପରାସ୍ତ କରିବା ହିଁ ମୋର ଲକ୍ଷ୍ୟ; କଂଗ୍ରେସରେ ମିଶିପାରନ୍ତି ହରକ ସିଂହ ରାୱତ January 17, 2022 | 2:09 PM30
Jan 17 ନୂଆ ଭ୍ୟାରିଆଣ୍ଟ ପାଇଁ ନୂଆ ଭ୍ୟାକ୍ସିନ ଆବଶ୍ୟକ: କୋଭିଡ ଟାସ୍କ ଫୋର୍ସ ମୁଖ୍ୟ January 17, 2022 | 2:06 PM10
Jan 17 ଟିକେଟ ଆଶାୟୀ ବୋହୂକୁ ଶ୍ୱଶୁର ଶିବପାଲ ଯାଦବଙ୍କ ପରାମର୍ଶ, ପ୍ରଥମେ ସମାଜବାଦୀ ପାର୍ଟି ପାଇଁ କାମ କର ତା’ ପରେ ଟିକେଟ ମାଗ January 17, 2022 | 12:51 PM40
Jan 17 ମୁଁ ବି ଝିଅ, ମୁଁ ବି ଲଢ଼ିପାରିବି; ଉନ୍ନାଓ ପୀଡ଼ିତାଙ୍କ ମାଆଙ୍କୁ ଟିକେଟ ମିଳିବା ପରେ କୁଲଦୀପ ସିଂହ ସେଙ୍ଗରଙ୍କ ଝିଅ ଭିଡଓ ଜାରି କରି ପ୍ରିୟଙ୍କାଙ୍କୁ ଏପରି କହିଲେ January 17, 2022 | 12:18 PM30
Jan 17 ଟିକିଏ ଅଧିକା କହିଦେଲି; ଏସପି ଓ ଆରଏଲଡିର ମିଳିତ ସହଯୋଗକୁ ସମର୍ଥନ ଜଣାଇବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ନରେଶ ଟିକାୟତ ନେଲେ ୟୁ-ଟର୍ଣ୍ଣ January 17, 2022 | 11:50 AM30
Jan 15 ପ୍ରତିବନ୍ଧକ ଉପରେ ପ୍ରତିକ୍ରିୟା; ନିର୍ବାଚନ ଆୟୋଗ ଏକ ନିର୍ଦ୍ଦିଷ୍ଟ ସାମ୍ମୁଖ୍ୟଙ୍କ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି: ଆପ January 15, 2022 | 6:31 PM20