ନିଟ୍ ବିବାଦ: ୫ ଜଣିଆ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ, ପୋଲିସ ନିର୍ଯାତନା ଅଭିଯୋଗର ହେବ ତଦନ୍ତ
ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରତିବାଦରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ପୋଲିସ ନିର୍ଯାତନା ଅଭିଯୋଗର ତଦନ୍ତ ହେବ ବୋଲି ସୁପ୍ରିମକେର୍ଟ କହିଛନ୍ତି।
