୨୪ ଯାଏଁ ପ୍ରବଳ ବର୍ଷା ନେଇ ଆଇଏମଡିର ଆଲର୍ଟ
ଭୁବନେଶ୍ବର(ସତ୍ୟପାଠବ୍ୟୁରୋ) : ଦେଶର ବିଭିନ୍ନ ପ୍ରାନ୍ତରେ ମୌସୁମୀ ବାୟୁ ଅଧିକ ସକ୍ରିୟ ରହିଛି । ଏହ…
ଭୁବନେଶ୍ବର(ସତ୍ୟପାଠବ୍ୟୁରୋ) : ଦେଶର ବିଭିନ୍ନ ପ୍ରାନ୍ତରେ ମୌସୁମୀ ବାୟୁ ଅଧିକ ସକ୍ରିୟ ରହିଛି । ଏହ…
ବିଜେପିର ନୂଆ ଜାତୀୟ ଟିମ୍ ଘୋଷଣା ପରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଆଜି ପଦାଧିକାରୀଙ୍କ ସହ ବୈଠକ କରିଛନ୍ତି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ଜେନ୍-ଜିଙ୍କ ସହ ଯୋଡ଼ିହେବା, ସୋସିଆଲ ମିଡିଆରେ ଆହୁରି ସକ୍ରିୟ ହେବା ଓ ୨୦୨୭ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ପଦାଧିକାରୀମାନେ ବିସ୍ତୃତ ଆଲୋଚନା କରିଛନ୍ତି।
ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ୍ ଜରଙ୍ଗଲୋଇଠାରେ ଥିବା ଦେଓକରଣପୁର ହାଇସ୍କୁଲର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନବମ ଶ୍ରେଣୀର ୪ ଜଣ ଛାତ୍ର ନିସ୍ତୁକ ମାଡ଼ ମାରି ଆହତ କରିଥିବା ଅଭିଯୋଗ ହୋଇଛି। ଆହତ ଛାତ୍ରଙ୍କ ପରିବାର ଲୋକଙ୍କୁ ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ସୂଚନା ନଦେବା ଏବଂ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇ ନଥିବା
ଲଘୁଚାପ ଜନିତ ବର୍ଷାରେ ବେହାଲ ସାରା ରାଜ୍ୟ। ଲଗାଣ ବର୍ଷା ନେଇ ଅନେକ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଘର ଭୁଶୁଡ଼ି ପଡ଼ିଥିବାବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ବର୍ଷା ଛାଡ଼ିଛି, ହେଲେ ଦୁର୍ଦ୍ଦଶା ବଢ଼ିଛି। କାହାର କାନ୍ଥ ଭୁଶୁଡ଼ି ପଡ଼ିଛି ତ କିଏ ଦରଭଙ୍ଗା ଘରେ ଜୀବନ ବିତାଉଛନ୍ତି।
କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକରେ ଅବସ୍ଥିତ କୋଟିଆ ଗାଁକୁ ନେଇ ବିବାଦ ଥମିବାର ନା ନେଉନାହିଁ। କୋଟିଆକୁ ଆନ୍ଧ୍ର ନିଜର ଜାବି କରି କେତେବେଳେ ଏହା ଉପରେ ଅକ୍ତିଆର କରୁଛି ତ ଆଉ କେତେବେଳେ ଏଠାରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରୁଛି। ଏଠାକାର ନୀରିହ ଆଦିବାସୀ ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଆନ୍ଧ୍ର ଅକ୍ତିଆର କରି ନେଉଛି।
ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲା ହସ୍ପିଟାଲରେ ଅଗ୍ନିକାଣ୍ଡ । ନବଜାତ ଶିଶୁ ଗହନ ଚିକିତ୍ସା ଏକକ (NICU) ରେ ଏକ ଅଭାବନୀୟ ଘଟଣା ଘଟିଛି । ଗତ ଶନିବାର ମଧ୍ୟରାତ୍ରି ପ୍ରାୟ ୨ଟା ସମୟରେ, ଏକ ୱାର୍ମର ମେସିନରେ ହଠାତ୍ ସ୍ପାର୍କିଂ ହୋଇ ନିଆଁ ଲାଗିଯାଇଥିଲା । ଏହି ସମୟରେ ଉକ୍ତ ୱାର୍ମରରେ ତିନୋଟି ନବଜାତ ଶିଶୁଙ୍କୁ ରଖାଯାଇଥିଲା ।
ବିପଦସଂକୁଳ ଶ୍ରେଣୀଗୃହକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବର୍ଷ ବର୍ଷ ଧରି ଭଙ୍ଗାରୁଜା କୋଠରୀରେ ପିଲା ପାଠ ପଢ଼ୁଥିବା ଦେଖାଯାଇଛି। କେଉଁଠି କାନ୍ଥ ଫାଟି ଆଁ କରିଛି ତ କେଉଁଠି ଛାତରୁ ପାଣି ଗଳୁଛି। ଏଭଳି ଅବସ୍ଥାରେ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅମଙ୍ଗ ହେଉଛନ୍ତି ବାପାମାଆ। ଯାହାକୁ ନେଇ ପିଲାମାନେ ଓ ଅଭିଭାବକମାନେ ଉତ୍ତ୍ୟକ୍ତ ହୋଇ ସ୍କୁଲରେ ତାଲା ପକାଇଥିବା ଦେଖିବାକୁ ମିଳିଛି।
ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ପୁଣି ଗଣତି ମଣତି ହେବ। ୨ ଦିନ ଧରି ଚାଲିବ ଏହି ଗଣନା କାର୍ଯ୍ୟକ୍ରମ। ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ହେବ ରତ୍ନଭଣ୍ଡାରରେ ଥିବା ରତ୍ନ ଓ ଅଳଙ୍କାରର ଗଣତିମଣତି । ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏବଂ କମାଣ୍ଡରଙ୍କ ପରାମର୍ଶ ଅନୁଯାୟୀ ଏହି ଗଣତି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।
ଭୁବନେଶ୍ବର(ସତ୍ୟପାଠବ୍ୟୁରୋ)- ମହାନଦୀ ଜଳ ବିବାଦ ମାମଲାରେ ଆସିଛି ନୂଆ ଅପଡେଟ୍। ମହାନଦୀ ଜଳ ବଣ୍ଟନକ…
ଭୁବନେଶ୍ବର, (ସତ୍ୟପାଠବ୍ୟୁରୋ): କଟକରୁ ଭୁବନେଶ୍ବର ସବୁଠି ନକଲି ପନିର। ଖାଦ୍ୟ ସୁରକ୍ଷା ଦଳର ଚଢାଉ …
ବିଜେପିର ନବନିଯୁକ୍ତ ଜାତୀୟ ସାଧାରଣ ସମ୍ପାଦକ ସ୍ମୃତି ଇରାନୀ ଶୁକ୍ରବାର ବନ୍ଦେ ମାତରମ ବିବାଦକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି।
ସତ୍ୟ ପ୍ରକାଶ ନାୟକ 21/08/2026 : କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା Mines and Miner…
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ପ୍ରସ୍ତାବିତ ଆମେରିକା ଗସ୍ତକୁ କେନ୍ଦ୍ର ସରକାର ଅନୁମତି ଦେବାକୁ ମନା କରିଦେଇଛନ୍ତି।
ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ରେ ଓଲା-ଉବର ଚାଳକଙ୍କ ହିଂସାତ୍ମକ ପ୍ରଦର୍ଶନ ଘଟଣାରେ ନୂଆ ମୋଡ଼ । ଭଙ୍ଗାରୁଜା ଓ ପୁଲିସ ଉପରେ ଆକ୍ରମଣ ଘଟଣାକୁ ନେଇ ଏବେ ସାମ୍ନାକୁ ଆସିଛି ଅନ୍ଲାଇନ୍ ଅଟୋ-ଟାକ୍ସି ଡ୍ରାଇଭର ସଂଘର ପ୍ରତିକ୍ରିୟା ।
ମୁମ୍ବାଇର କ୍ୟୁରେସି ନଗରରେ ବିଳମ୍ବିତ ରାତିରେ ଘଟିଛି ବଡ଼ ଦୁର୍ଘଟଣା। ଆପାର୍ଟମେଣ୍ଟ ନିର୍ମାଣ କାମ ଚାଲିଥିବା ବେଳେ ଏକ କ୍ରେନ୍ ଭାରସାମ୍ୟ ହରାଇ ଘର ଉପରେ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ଆଜି ନିରବୀ ଯାଇଛି ସ୍ବର ସାଧକଙ୍କ କଣ୍ଠ। ଆଉ ଶୁଭିବନି ସେହି ସୁମଧୁର…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଯୁବପିଢ଼ି (ଜେନ୍-ଜି)ଙ୍କ ଚିନ୍ତାଧାରାକୁ ସୀଧାସଳଖ ପ୍ରତ୍ୟାଖ୍ୟାନ …