ଦିଦି’ଙ୍କୁ ନିଷ୍ପତ୍ତି ନେବାକୁ ପଡିବ ଯେ ଅଭିଷେକଙ୍କୁ ରଖିବେ କି ମୋତେ ଛାଡିବେ: ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ
ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ୧୫ ବର୍ଷ ଧରି ମମତା ବାନାର୍ଜୀ ଏବଂ ତାଙ୍କ ତୃଣମୂଳ କଂଗ୍ରେସ ଅସ୍ପୃଶ…
ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ୧୫ ବର୍ଷ ଧରି ମମତା ବାନାର୍ଜୀ ଏବଂ ତାଙ୍କ ତୃଣମୂଳ କଂଗ୍ରେସ ଅସ୍ପୃଶ…
ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଶଙ୍କର ମଠ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏକ ଅଟୋକୁ ପଛରୁ ଆସୁଥିବା ସଫାରୀ ଗାଡି ପିଟି ଓଲଟି ପଡ଼ି ବନ୍ଧ ଭିତରେ ଖସି ପଡିଥିଲା। ଫଳରେ ଦୁର୍ଘଟଣାରେ ବାପ ଓ ଝିଅଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ସମ୍ବଲପୁର ଧନୁପାଲିର ସୁରେନ୍ଦ୍ର ବେହେରା( ୩୫) ଓ ତାଙ୍କ ଝିଅ ଶୁଭଶ୍ରୀ ବେହେରା (୫)।
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଅଭିଷେକ ବାନାର୍ଜୀଙ୍କ ପାଇଁ ନୂଆ ସମସ୍ୟା! । ଆଜି ସନ୍ଧ୍ୟା 6ଟା ସୁଦ୍…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜୁନ୍ ୧୨ରେ ରାଜ୍ୟସଭା ପ୍ରାର୍ଥୀପତ୍ର ଖାରଜ ବିରୋଧରେ ମୀନାକ୍ଷୀ ନଟର…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ପ୍ରଭୁ ରାମଙ୍କୁ 'କାଳ୍ପନିକ' ମନ୍ତ୍ୟବକୁ ନେଇ ରାହୁଲଙ୍କ ବିରୋଧରେ ନୂ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶୀର୍ଷ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ତୃଣମୂଳ କଂଗ୍ରେସର ଅଭିଷେ…
ଭୁବନେଶ୍ୱର ଝାରପଡ଼ା ବ୍ରିଜ୍ ନିକଟରେ ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଛି। ଗୋଟିଏ ଟ୍ରାକରେ ଦୁଇ ଟ୍ରେନ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି। ସଫେଇ ପାଇଁ ଯାଉଥିବା ଟ୍ରେନ୍ ସହ ଯାତ୍ରୀବାହୀ
ଭୁଲ ଇଞ୍ଜେକ୍ସନ ପାଇଁ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ବାହାବଳ ପଞ୍ଚାୟତ ମାଲପଡା ଗାଁରେ ଜଣେ ନାବାଳକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ମୃତ ନାବାଳକ ହେଲେ ବିକାଶ ବନଛୋର।
ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି ଶ୍ରୀଜଗନ୍ନାଥଙ୍କ ମନ୍ଦିର ତଥା ଶ୍ରୀମନ୍ଦିର ସମ୍ପର୍କିତ ଦୁଇଟି ଶବ୍ଦ ଓ ଗୋଟିଏ ଲୋଗୋକୁ ମିଳିଛି ପାଟେଣ୍ଟ । ଆନନ୍ଦ ବଜାର, ଶ୍ରୀପତିତପାବନ ଦୁଇ ଶବ୍ଦାବଳୀ ଓ ଶ୍ରୀଜଗନ୍ନାଥ ଟେମ୍ପୁଲ ଆଡମିନିଷ୍ଟ୍ରେସନ୍ ବା ଏସ୍ଜେଟିଏ ଲୋଗୋକୁ ମିଳିଛି ଆଇପି ଇଣ୍ଡିଆର ଅନୁମୋଦନ। ଖୁବ୍ଶୀଘ୍ର ଆଉ ୨୬ଟି ନାମକୁ ନେଇ ରହିଥିବା ଆବେଦନପତ୍ରକୁ ମିଳିବ ଅନୁମୋଦନ। ଏନେଇ ଅଧିକ ତଥ୍ୟ ମାଗିଛି ଆଇପି ଇଣ୍ଡିଆ ବା ଇଣ୍ଡିଆନ୍ ପାଟେଣ୍ଟ ଅଫିସ୍ ।
ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ। ଆସନ୍ତା ଜୁନ୍ ୧୯ ଓ ୨୦ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ନେଇ ଆଇନ ଶୃଙ୍ଖଳା ସ୍ଥିତିକୁ ବିଶେଷ ଧ୍ୟାନ ଦିଆଯାଉଛି।
ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ବନ୍ଦ ହେବାର ନାଁ ନେଉ ନାହିଁ। ଯାହା ସାରା ବିଶ୍ବକୁ ଚିନ୍ତାରେ ପକାଇଛି। ଜାରି ରହିଥିବା ଏହି ସଂଘର୍ଷଜନକ ସ୍ଥିତିର ସିଧାସଳଖ ଫଳ ସ୍ବରୂପ ଏହି ଅଞ୍ଚଳରେ ପଡ଼ିଛି। ଓମାନ ଉପକୂଳରେ ଏକ ଭାରତୀୟ ବାଣିଜ୍ୟିକ ଜାହାଜ ସେଟ୍ଟେବେଲ୍ଲୋ ଉପରେ ଆକ୍ରମଣ ପରେ ୩ ଭାରତୀୟ ନିଖୋଜ ହୋଇଯାଇଛନ୍ତି ।
ତେହେରାନ-ଭୟଙ୍କର ରୂପ ନେଲା ଆମେରିକା-ଇରାନ ମଧ୍ୟରେ ସଂଘର୍ଷ । ଆମେରିକା ପକ୍ଷରୁ ଲଗାତାର ଦ୍ୱିତୀୟ ଦିନ ପାଇଁ ଇରାନ ଉପରରେ ଜୋରଦାର ଆକ୍ରମଣ କରାଯିବା ପରେ, ଇରାନ ଏହାର ଦୃଢ଼ ଜବାବ ଦେଇଛି ।
ତେହେରାନ-ଇରାନର ସାମରିକ କମାଣ୍ଡ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବାକୁ ଘୋଷଣା କରିଛି । ଆଉ ଚେତାବନୀ ଦେଇଛି ଯେ, ଏହି ପ୍ରଣାଳୀ ଦେଇ ଯାଉଥିବା ଯେକୌଣସି ଜାହାଜକୁ ଟାର୍ଗେଟ କରାଯିବ। ଏହି ସମୟରେ, ଆମେରିକୀୟ ସେନା ପକ୍ଷରୁ ଏକ ପ୍ରତିଶୋଧମୂଳକ ଆକ୍ରମଣ ହୋଇଛି। ଫଳରେ ଏହି ଅଞ୍ଚଳରେ ଅଶାନ୍ତ ବଢ଼ିଥିବା ଦେଖିବାକୁ ମିଳିଛି।
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମମତା ବାନାର୍ଜୀଙ୍କ ବିରୋଧରେ ବିଦ୍ରୋହ କରିଥିବା ବହିଷ୍କୃତ ଟିଏମସି …
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଫିଫା ବିଶ୍ୱକପ୍ ଆରମ୍ଭ ହୋଇଯାଇଛି। ଗ୍ରାହକଙ୍କ ମନର ସ୍ଥାନ ପାଇବା ପ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ମୀନାକ୍…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 12 ବର୍ଷ କାର୍ଯ୍ୟକାଳ ଭାରତର ଗୌ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ନୀତି ଆୟୋଗର ବାର୍ଷି…