ଆମେରିକା ସେନା ଆକ୍ରମଣରେ ୩ ଭାରତୀୟ ନାବିକ ସହିଦ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ତୀବ୍ର ନିନ୍ଦା ନୂଆଦିଲ୍ଲୀ, ୧୧।୬: ଇରାନ- ଆମେରିକା ଆକ୍ରମଣରେ ବଳି ପଡ଼ିଲା ଭାରତୀୟ ଜାହଜ। ଆମେରିକା ସେନା ଆକ୍ରମଣରେ ୩ ଜଣ ଭାରତୀୟ ନାବିକ ସହିଦ
ଯାହାକୁ ନେଇ ଭାରତ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ସହିଦ ହୋଇଥିବା ତିନି ନାବିକ ହେଉଛନ୍ତି, ଉତ୍ତର ପ୍ରଦେଶର ଆଦିତ୍ୟ ଶର୍ମା, ଆନ୍ଧ୍ର ପ୍ରଦେଶର ଶିବାନନ୍ଦ ଚୌରାସିଆ ଏବଂ ହିମାଚଳ ପ୍ରଦେଶର ସୁରେଶ ।
