ମୌସୁମୀ ଅଧିବେଶନ ପୂର୍ବରୁ ପିଏମ୍ଙ୍କ ଆହ୍ୱାନ, ସୁରୁଖୁରୁରେ ଚାଲୁ ସଂସଦ
ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ) : ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ । ତେବେ ଅଧିବେଶନ ଆରମ୍ଭ ପୂର୍ବ…
ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ) : ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ । ତେବେ ଅଧିବେଶନ ଆରମ୍ଭ ପୂର୍ବ…
ନୂଆଦିଲ୍ଲୀ (ସତ୍ୟପାଠବ୍ୟୁରୋ): ଦେଶର ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ପ୍ରବଳ ବର୍ଷା ତାଣ୍ଡବ ରଚିଛି।…
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପୂର୍ବାପେକ୍ଷା ନିଜ ଆସନ ସଂଖ୍ୟା ବୃଦ୍ଧି କରି ମଜଭୁତ ହୋଇଛି ଏନଡିଏ।…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦେଶର ଶିକ୍ଷା ବ୍ୟବସ୍ଥା ଓ ପରୀକ୍ଷା ପ୍ରକ୍ରିୟାର ବିଶ୍ୱସନୀୟତାକୁ …
ଇରାନ ଉପରେ ଆମେରିକା ଘନ ଘନ ଆକ୍ରମଣ କରୁଛି। ବୁଧବାର ମଧ୍ୟରାତ୍ରରୁ ଆରମ୍ଭ କରି ଗୁରୁବାର ସକାଳ ପର୍ଯ୍ୟନ୍ତ ଏହି ଆକ୍ରମଣ କରୁଥିବା ରିପୋର୍ଟ ପ୍ରକାଶ ପାଇଛି। ଜବାବରେ ଗୁରୁବାର ସକାଳେ ବାହାରିନ ଏବଂ କୁଏତରେ ଥିବା ସାମରିକ ଘାଟି ଉପରେ ଇରାନ ବଡ଼ ଧରଣର ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରିଛି। ମଧ୍ୟପ୍ରାଚ୍ୟର ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।
ଆତଙ୍କବାଦକୁ ସମର୍ଥନ କରୁଥିବା ପାକିସ୍ତାନ ଏବେ ନିଜ ଗାତରେ ପଡ଼ିଛି। ବାରମ୍ବାର ଆତଙ୍କବାଦୀଙ୍କ ଟାର୍ଗେଟର ଶିକାର ହେଉଛନ୍ତି ଦେଶବାସୀ। ମୁଖ୍ୟତଃ ପୋଲିସକୁ ଟାର୍ଗେଟ କରୁଥିବାବେଳେ ଆତଙ୍କବାଦୀମାନେ କେତେବେଳେ ଆତ୍ମଘାତୀ ବିସ୍ଫୋରଣ କରୁଛନ୍ତି ତ କେତେବେଳେ ସିରିଜ ବିସ୍ଫୋରଣ। ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ତେହେରିକ-ଏ-ତାଲିବାନ ପାକିସ୍ତାନ(ଟିଟିପି) ସିରିଜ୍ ଆକ୍ରମଣ କରିଛି।
ଇରାନ- ଆମେରିକା ଯୁଦ୍ଧ ନେଇ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟ ପକ୍ଷରୁ ଘନ ଘନ ଆକ୍ରମଣ ହେଉଥିବାବେଳେ ଅଶାନ୍ତ ହୋଇପଡ଼ିଛି ମଝି ସମୁଦ୍ର । ଓମାନ ଉପକୂଳରେ ଇରାନ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଭାରତୀୟ ମେରାଇନ୍ ଇଞ୍ଜିନିୟର ହେରମ୍ବ କର୍ମାକର । ସାଇପ୍ରସ୍ ପତାକା ଥିବା ଏକ ଜାହାଜରେ ସେ ଆସୁଥିବା ବେଳେ ଇରାନ ଏୟାରଷ୍ଟ୍ରାଇକ୍ କରିଥିଲା ।
ପୁଣି ଇରାନ-ଆମେରିକା ଯୁଦ୍ଧ ଘନେଇଥିବାବେଳେ ପୁରା ମଧ୍ୟପ୍ରାଚ୍ୟ ଅଶାନ୍ତ ହୋଇପଡ଼ିଛି। ଇରାନ କ୍ରୁଜ୍ କ୍ଷେପଣାସ୍ତ୍ର ମାଡ଼ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁଇଟି ପ୍ରମୁଖ ତେଲ ଟ୍ୟାଙ୍କର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି।
ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ସମସ୍ତ ମାଲ ଉପରେ ଆମେରିକା 20 ପ୍ରତିଶତ ଚାର୍ଜ କରିବ। ଏ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ଆମେରିକା ହର୍ମୁଜ୍ ପ୍ରଣାଳୀର ଗାର୍ଡିଆନ୍ ଭାବରେ ଦେଖାଶୁଣା କରିବ।
ଭାରତର ସୁଦର୍ଶନ ଚକ୍ର ପ୍ରୋଜେକ୍ଟ ପାଇଁ ରୁଷ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛି। ସବୁଠାରୁ ଉନ୍ନତ ବାୟୁ ପ୍ରତିରକ୍ଷା ପ୍ରଣାଳୀ, S-500 ଉପରେ ବେଷ୍ଟ ଟେକନୋଲୋଜି ବିକଶିତ କରିବା ପାଇଁ ମସ୍କୋ ଦିଲ୍ଲୀ ସହିତ କାମ କରିବାକୁ ଇଚ୍ଛା ପ୍ରକାଶ କରିଛି।
ନାଗାଲାଣ୍ଡର ସୁଖୋଇ ଅଞ୍ଚଳରେ ଆସାମ ରାଇଫଲ୍ସର ଏକ କାଫିଲା ନିକଟରେ ଏକ ସନ୍ଦିଗ୍ଧ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (IED) ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ବିସ୍ଫୋରଣରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି ଏବଂ ୪ ଜଣ ଆହତ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅକଲ୍ୟାଣ୍ଡଠାରେ ଆୟୋଜିତ “କିଆ ଓରା ମୋଦି” କାର୍ଯ୍ୟକ୍ରମରେ ଯୋଗ ଦେଇ, ନ୍ୟୁଜିଲ୍ୟାଣ୍ଡରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି।
ବ୍ୟସ୍ତ ବହୁଳ ଜୀବନରୁ ଟିକିଏ ସମୟ ବାହାର କରି ଖୁସି ମନାଇବାକୁ ଯାଇଥିଲେ। ହେଲେ କାହାର ନଜର ଲାଗିଲା କେଜାଣି। ସବୁ କିଛି ଓଲଟ ପାଲଟ ହୋଇଗଲା।
ଆମେରିକା ଓ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଉଭୟ ପକ୍ଷରୁ ଘନ ଘନ ଆକ୍ରମଣ ହେଉଛି। ବିସ୍ଫୋରଣରେ ଥର ହର ହୋଇଛି ଇରାନ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତିନି ଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଶୁକ୍ରବାର ନ୍ୟୁଜିଲାଣ୍ଡରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି।
ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ବିଶ୍ୱର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଲୋକ ଯୋଗ ଦେଇଛନ୍ତି।
ର୍ବିୟା ତାରକା ନୋଭାକ ଜୋକୋଭିକ୍ ଅଲ୍ ଇଂଲଣ୍ଡ କ୍ଲବ୍ରେ ପୁଣି ଏକ ରେକର୍ଡର ଅଧିକାରୀ ହୋଇଛନ୍ତି । ପ୍ରିକ୍ୱାର୍ଟରଫାଇନାଲ୍ ବିଜୟ ପରେ ୱିମ୍ବଲଡନ୍ରେ ସର୍ବାଧିକ ମ୍ୟାଚ୍ ଜିତିବାର ରେକର୍ଡ
ପାକିସ୍ତାନରେ ଆତଙ୍କବାଦୀଙ୍କ ଟାର୍ଗେଟରେ ଏବେ ପୋଲିସ। ବାରମ୍ବାର ଆତଙ୍କବାଦୀ ଆକ୍ରମଣ ହେଉଥିବାବେଳେ ବଳି ପଡ଼ୁଛନ୍ତି ଦେଶର ପୋଲିସ ଓ ସୁରକ୍ଷାକର୍ମୀ।