ୟୁଜିସି-ନେଟ ବିବାଦ, ଏନଟିଏରୁ ୫୦ରୁ ଉର୍ଦ୍ଧ୍ବ ଅଧିକାରୀ ବିଦା
ଗତ ଜୁନ ମାସରେ ହୋଇଥିବା ୟୁଜିସି ନେଟ୍-୨୦୨୬ ପରୀକ୍ଷାରେ ବିଭିନ୍ନ ଅନିୟମିତତା ଓ ବିବାଦ ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି କ୍ରମେ ଶିକ୍ଷା ବିଭାଗ ପକ୍ଷରୁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ)ରେ ବ୍ୟାପକ ସଂସ୍କାର ପ୍ରକ୍ରିୟା ଆରମ୍ଭ କରାଯାଇଛି।
