ଦିଗପହଣ୍ଡି ଜେଲରେ ଜେଲରଙ୍କ ଆତ୍ମହତ୍ୟା, ଜେଲ କ୍ୱାଟରରୁ ମିଳିଲା ମୃତଦେହ
ଦିଗପହଣ୍ଡି ଜେଲରେ ଜେଲର ଆତ୍ମହତ୍ୟା କରିଛନ୍ତି । ଜେଲ କ୍ୱାଟର ଭିତରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଆତ୍ମହତ୍ୟା କରିଥିବା ଜେଲର ଜଣଙ୍କ ଶିବାନନ୍ଦ ସ୍ୱାଇଁ । ସେ ୧୫ ଦିନ ହେବ ଦିଗପହଣ୍ଡି ଜେଲରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ ପୁରୀରେ ଥିଲେ ।
