MMDR ପ୍ରସଙ୍ଗ: ଆଇନ ପ୍ରତ୍ୟାହାର ନକଲେ ଅର୍ଥନୈତିକ ଅବରୋଧ କରିବ ବିଜେଡି
MMDR ପ୍ରସଙ୍ଗକୁ ନେଇ ବିଜେଡି ବଡ଼ ଘୋଷଣା କରିଛି । MMDR ଆଇନ ପ୍ରତ୍ୟାହାର ନକଲେ ଅର୍ଥନୈତିକ ଅବରୋଧ କରିବ ଦଳ। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।
MMDR ପ୍ରସଙ୍ଗକୁ ନେଇ ବିଜେଡି ବଡ଼ ଘୋଷଣା କରିଛି । MMDR ଆଇନ ପ୍ରତ୍ୟାହାର ନକଲେ ଅର୍ଥନୈତିକ ଅବରୋଧ କରିବ ଦଳ। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।
ଖୁବଶୀଘ୍ର ବଜାରକୁ ଆସିପାରେ ଓମଫେଡ ଆଇସକ୍ରିମ ଓ ପ୍ୟାକେଜ୍ଡ ପାଣି। ଭିନ୍ନ ଭିନ୍ନ ଫ୍ଲେବର ସହ ନୂଆ ରୂପରେ ଆଇସକ୍ରିମ ମାର୍କେଟକୁ ଆସିବା ନେଇ ନିଷ୍ପତ୍ତି ବୋଇଛି।
କଡ଼ା ସୁରକ୍ଷା ବଳୟକୁ ଭେଦି ଖୁଲମଖୋଲା ଲୁଟ୍ କରିବାକୁ ପଛାଉ ନାହାନ୍ତି ଦୁର୍ବୃତ୍ତ। ପୋଲିସକୁ ଖାତିର ନକରି ଘର ଭିତରେ ପଶି ଲୁଟ୍୍ ପାଟ କରି େଫରାର ହେବାରେ ସକ୍ଷମ ହେଉଛନ୍ତି।
ରେଲୱେ କଲୋନୀ ମଧୁସୂଦନପାଲିରେ ବିଳମ୍ବିତ ରାତିରେ ଅଘଟଣ ଘଟିଛି। ବନ୍ଦ ଘରେ ଶୋଇଥିବାବେଳେ ନିଆଁରେ ପୋଡ଼ି ହୋଇ ବାପାଙ୍କର ମୃତ୍ୟୁ ହୋଇଛି l
ପୁଣି ସାମନାକୁ ଆସିଲା ଏଆଇ କୁମ୍ଭୀର । କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ଡିଏଫଓ। କୋରାପୁଟ ଜିଲ୍ଲା ପରେ ଏବେ ମାଲକାନଗିରି ଜିଲ୍ଲାରେ ସାମନାକୁ ଆସିଲା ଏଆଇ କୁମ୍ଭୀର।
ବାଲେଶ୍ୱରରୁ ଉଦ୍ଧାର ୫ ଓରାଂଓଟାଙ୍ଗଙ୍କ ଯତ୍ନ ପାଇଁ ଗଠିତ ହେଲା ବୈଷୟିକ କମିଟି। ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଏହି ବୈଷୟିକ କମିଟି ଗଠନ କରାଯାଇଛି।
ଏସଏସିରେ ଚୀନ୍ ସେନାର ମୁତୟନ ହ୍ରାସ ପାଇଛି। ବ୍ରିକ୍ସ ସମ୍ମିଳନୀ ୨୦୨୬ ଶେଷ ହେବା ପରେ ଭାରତ-ଚୀନ୍ ସମ୍ପର୍କକୁ ନେଇ ଆସିଛି ବଡ଼ ଖବର। ରକ୍ଷା ମନ୍ତ୍ରଣାଳୟର ସଦ୍ୟ ପ୍ରକାଶିତ ରିପୋର୍ଟରେ ଏନେଇ ତଥ୍ୟ ସାମ୍ନାକୁ ଆସିଛି।
ନୂଆଦିଲ୍ଲୀରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ସମ୍ମିଳନୀରେ ଭାରତ ଦ୍ୱାରା ଉପସ୍ଥାପିତ ପ୍ରସ୍ତାବ, ‘ନୂଆଦିଲ୍ଲୀ ଘୋଷଣାନାମା’ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ ବୈଠକକୁ ଅର୍ଥପୂର୍ଣ୍ଣ ଏବଂ ଗଠନମୂଳକ ବୋଲି ବିବୃତ୍ତି ଜାରି କରିଛନ୍ତି।
ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ । ସୁନ୍ଦରଗଡ଼ କୋଇଡା ଥାନା କମଣ୍ଡୋ ଷ୍ଟିଲ ପ୍ଲାଣ୍ଟରେ ବଡ଼ଧରଣର ବ୍ଲାଷ୍ଟ ହୋଇଛି । SMS-2ରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।
ଭାରତ ଓ ଯୁକ୍ତରାଜ୍ୟ ମଧ୍ୟରେ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପିତ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଶ୍ୱିକ ପ୍ରଭାବ ଓ ଅପାର ଲୋକପ୍ରିୟତାର ଖୋଲାଖୋଲି ପ୍ରଶଂସା କରିଛନ୍ତି ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ ।
ମାଲକାନଗିରି ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ କିଛି ଦିନ ଧରି ଜିଲ୍ଲାରେ ଲଗାତାର ବର୍ଷା ହେଉଥିବାରୁ ବିଭିନ୍ନ ନଦୀ ଓ ନାଳର ଜଳସ୍ତର ବୃଦ୍ଧି ପାଇଛି।
ଚିକିତ୍ସା ବାହାନାରେ ଆସି ଘରେ ପଶି ଜଣେ ଅବସରପ୍ରାପ୍ତ ଫାର୍ମାସିଷ୍ଟଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଛି। ପରିବାର ଲୋକଙ୍କୁ ବନ୍ଧୁକ ଓ ଛୁରି ଦେଖାଇ ଆତଙ୍କିତ କରି ଟଙ୍କା ଓ ସୁନା ଲୁଟି ନେଇଛନ୍ତି ଦୁର୍ବୃତ୍ତ।
ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ। ପ୍ରାୟ ୩.୫ କିଲୋମିଟର ଦୂର ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ନେବାକୁ ପଡ଼ିଛି। ଏଭଳି ଦୁର୍ଦ୍ଦଶାର ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଶିରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଡକଣା ଗ୍ରାମରେ।
: ଦୁବାଇରେ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍କୁ ମିଳିଛି ବଡ଼ ସଫଳତା। ମାତ୍ର ୩ ଦିନରେ ଓଡ଼ିଶାକୁ ଆସିଛି ୨ ଲକ୍ଷ ୪୩ ହଜାର ୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ।
ବାଲେଶ୍ୱର ଭୋଗରାଇରୁ ଓରାଙ୍ଗଉଟାଙ୍ଗ ଉଦ୍ଧାର ଘଟଣାରେ ତଦନ୍ତ ଜୋରଦାର ହୋଇଛି। ଘଟଣାର ଗୁମର ଖୋଲିବା ପାଇଁ ଓଡ଼ିଶା ଏସଟିଏଫ ପଶ୍ଚିମବଙ୍ଗରେ ଛାନଭିନ୍ ଚଳାଇଛି।
କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନରୁ ଆସିଛି ଖୁସି ଖବର। ଚଳିତ ମୌସୁମୀ ଋତୁରେ ଏଠାରେ ବସା ବାନ୍ଧୁଥିବା ପକ୍ଷୀଙ୍କ ସଂଖ୍ୟା ପ୍ରାୟତଃ ବୃଦ୍ଧି ପାଇଛି।
ବିଲରେ ବଉଳା କୁମ୍ଭୀର। ମାଛ ଧରିବା ପାଇଁ ପକାଯାଇଥିବା ଜାଲରେ ପଡିଲା ୬ ଫୁଟର ବଉଳା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବ୍ରାହ୍ମଣୀକୋଲା ଗାଁ ଚାଷ ଜମିରେ ବର୍ଷାପାଣି ଜମି ରହିଛି।