ବ୍ରିକ୍ସ ବିଜନେସ ଫୋରମ ବୈଠକ, ବିଭିନ୍ନ ଦେଶ ମଧ୍ୟରେ ଆର୍ଥିକ ସେତୁ ପ୍ରତିଷ୍ଠା କରୁଛି ଭାରତ
ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ …
ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ …
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ଭାରତ-ଚୀନ୍ ସମ୍ପର୍କରେ ନୂଆ ସ୍ଥିରତା ଆଣିବା ଉଦ୍ୟମ ମଧ୍ୟରେ ଚୀନ୍ ର…
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପ…
ଭୁବନେଶ୍ବର(ସତ୍ୟପାଠବ୍ୟୁରୋ) : ଆଜିକୁ ମିଶାଇ ୫ଦିନ ପର୍ଯ୍ୟନ୍ତ ଖୋଲିବନି ବ୍ୟାଙ୍କ। ଠପ୍ ହୋଇଯିବ ବ୍…
ଦୁବାଇ,(ସତ୍ୟପାଠବ୍ୟୁରୋ) : ଦୁବାଇରେ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ର ତୃତୀୟ ଦିନ। କାର୍ଯ୍ୟକ୍ରମରେ ମ…
ଆସନ୍ତା ୧୨ ତାରିଖରୁ ଭାରତରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନ ଯୋଗଦେବେ ନାହିଁ । ତାରିକ ଭାରତ ଗସ୍ତ କରିବେ ନାହିଁ ବୋଲି ବାଂଲାଦେଶର ବିଦେଶ ରାଷ୍ଟ୍ର ମନ୍ତ୍ରୀ ହୁମାୟୁନ କବୀର କହିଛନ୍ତି ।
ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହେବାକୁ ଯାଉଥିବା 'ବ୍ରିକ୍ସ' ଶିଖର ସମ୍ମିଳନୀ। ଏହାର ଉଦଘାଟନୀ ଦିବସରେ ଭାରତୀୟ ସଂସ୍କୃତିର ବିଭବ ଦେଖିବାକୁ ମିଳିବ ।
ବ୍ରିକ୍ସ ମିଡିଆ କିଟ୍ରେ ସ୍ଥାନ ପାଇଛି ଓଡ଼ିଶାର ପ୍ରସିଦ୍ଧ କୋରାପୁଟ କଫି। ଯାହା ପୁଣିଥରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଓ ଓଡ଼ିଶାର କଫିକୁ ସ୍ୱତନ୍ତ୍ର ପରିଚୟ ଦେଇଛି।
ରାସ୍ତାରେ ଖରାପ ହୋଇଗଲା ୧୦୮ ଆମ୍ବୁଲାନ୍ସ । ଦୀର୍ଘ ସମୟ ଧରି ଗାଡ଼ି ଠିକ୍ ନହେବାରୁ ଗୁରୁତର ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ରୋଗୀଙ୍କ ସମ୍ପର୍କୀୟମାନେ ଆମ୍ବୁଲାନ୍ସକୁ ଅଟକ ରଖିଥିବା ଜଣାପଡ଼ିଛି ।
ସାଇରନ ବାଜିବାରୁ ବ୍ୟାଙ୍କରେ ଏକ ବଡ଼ ଧରଣର ଡକାୟତି ଉଦ୍ୟମ ବିଫଳ ହୋଇଛି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡିଙ୍ଗା ସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ଗତକାଲି ବିଳମ୍ବିତ ରାତିରେ ଡକାୟତମାନେ ମୁଖ୍ୟ ଗ୍ରିଲର ତାଲାକୁ କାଟିବା ପରେ କବାଟ ତାଲାକୁ ଭାଙ୍ଗି ଭିତରେ ପ୍ରବେଶ କରି ଭିତର ଓ ବାହାର ସିସିଟିଭି କ୍ୟାମେରା ଭାଙ୍ଗି ଦେଇଛନ୍ତି।
ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଖଡକା ଜଙ୍ଗଲ ନିକଟରେ ଏକ ବଲେରୋ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାରୁ ୨୦ ଫୁଟ ତଳକୁ ଖସି ଯାଇଛି।
ବାରିପଦା ସହରରୁ ୨ ଜଣ ଅଡିଟ୍ ଅଫିସରଙ୍କୁ ଧରିଲା ଭିଜିଲାନ୍ସ । ଗାଡିରୁ ୫ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଥିବା ବେଳେ ବାରିପଦାରେ ରହୁଥିବା ଏକ ହୋଟେଲ ରୁମରୁ ୯ ଲକ୍ଷ ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ ।
ବରଗଡ଼ ଜିଲ୍ଲା ଆଗଲପୁରର ସମିତିସଭ୍ୟ ଅଚ୍ୟୁତାନନ୍ଦ ନାୟକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବରପାଲି-ଆଗଲପୁର କେନାଲ ରୋଡ୍ରେ ଦୁର୍ବୃତ୍ତମାନେ ଫାୟାରିଂ କରିଥିବା ସୂଚନା ମିଳିଛି।
ଦୁବାଇ/ଭୁବନେଶ୍ୱର, (ସତ୍ୟପାଠବ୍ୟୁରୋ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ପାଞ୍ଚଟି ଶିଶୁ …
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ସଂଗଠନର ୭ଟି ମୋର୍ଚ୍ଚା ପା…
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ‘ଅପରେସନ ସିନ୍ଦୂର’ ପରେ ପାକିସ୍ତାନ ସହ ଉତ୍ତେଜନାକୁ ଦୃଷ୍ଟିରେ ରଖି …
ଚୀନ୍ର ଏକ ବନ୍ଦରରେ ଏକ ମାଲବାହୀ ଜାହାଜରେ ନିଆଁ ଲାଗିବା ଯୋଗୁ ୨୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ନିଖୋଜ ଅଛନ୍ତି।
ବିଶ୍ବ ବନ୍ଧୁକଚାଳନା ପାରା କ୍ରୀଡ଼ା ପ୍ରତିଯୋଗିତାରେ ଭାରତକୁ ମିଳିଛି ଦୁଇଟି ପଦକ। ଭାରତୀୟ ବନ୍ଧୁକଚାଳିକା ମୋନା ଅଗ୍ରୱାଲ ରୌପ୍ୟ ଏବଂ ଆଭାନୀ ଲେଖାରା କାଂସ୍ୟ ପଦକ ଜିତିଛନ୍ତି । ମହିଳା ଏସ୍ଏଚ୍୧ ୧୦ ମିଟର ଏୟାର ରାଇଫଲ୍ ଷ୍ଟାଣ୍ଡିଂ ଇଭେଣ୍ଟରେ ମୋନା ୨୫୦.୦ ପଏଣ୍ଟ ସହ ଦ୍ବିତୀୟ ଏବଂ ଆଭାନୀ ୨୨୯.୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହି ପୋଡିୟମ୍ ଫିନିସ୍ କରିଛନ୍ତି ।