G7 ଶିଖର ସମ୍ମିଳନୀରେ ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ବପୂର୍ଣ୍ଣ ଆଲୋଚନା
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ) ଫ୍ରାନ୍ସର ଇଭିଆନ୍ ଠାରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ପ୍ରଧାନମନ୍ତ୍ରୀ ସାର୍ କିର୍ ଷ୍ଟର୍ମଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ଅବସରରେ ଦୁଇ ନେତା ଗତ ବର୍ଷ ପାରସ୍ପରିକ ଗସ୍ତ ପରଠାରୁ ଭାରତ-ବ୍ରିଟେନ ଦ୍ବିପାକ୍ଷୀକ ସମ୍ପର୍କ ବିଷୟରେ ସମୀକ୍ଷା କରିଥିଲେ ।
