ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ଟେଲିଗ୍ରାମ
ଆସନ୍ତା ଜୁନ୍ ୨୧ ତାରିଖରେ ହେବାକୁ ଥିବା ନିଟ୍ ପୁନଃପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଗାଯାଇଥିବା ଅସ୍ଥାୟୀ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ‘ଟେଲିଗ୍ରାମ’ ମେସେଜିଂ ଆପ୍ ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।
ଆସନ୍ତା ଜୁନ୍ ୨୧ ତାରିଖରେ ହେବାକୁ ଥିବା ନିଟ୍ ପୁନଃପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଗାଯାଇଥିବା ଅସ୍ଥାୟୀ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ‘ଟେଲିଗ୍ରାମ’ ମେସେଜିଂ ଆପ୍ ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।
ଓଡ଼ିଶା ବିଧାନସଭାର ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତ କରି ବଦଳି ଷଡ଼ଯନ୍ତ୍ର କରିବା ଅଭିଯୋଗରେ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କୁ ଗିରଫ କରାଯାଇଛି। ସେ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁରରେ ସହକାରୀ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ। ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କ ଗିରଫ ନେଇ ସୂଚନା ଦେଲେ ଜୋନ-୧ ଏସପି। ତେବେ ବାଂଶପାଳ ବ୍ଲକର କନିଷ୍ଠ ଯନ୍ତ୍ରୀ ମୋନାଲିସା ବେହେରାଙ୍କୁ ଖୋଜୁଛି ପୋଲିସ।
ଉତ୍ତର ପ୍ରଦେଶ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ଦେଖିବାକୁ ମିଳିଛି। ଯୋଗୀ ଆଦିତ୍ୟନାଥ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ତଥା ‘ଏସବିଏସପି’ ମୁଖ୍ୟ ଓପି ରାଜଭର ଦାବି କରି କହିଛନ୍ତି ଯେ, ସମାଜବାଦୀ ପାର୍ଟି ଭିତରେ ଖୁବଶୀଘ୍ର ଏକ ବଡ଼ ବିଭାଜନ ହେବାକୁ ଯାଉଛି । ଦଳରେ କନ୍ଦଳ ଦେଖାଯାଇଥିବାବେଳେ ସମଗ୍ର ସପା ଏବେ ବିଜେପିରେ ଯୋଗଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ନିଜର ଏକ ଟ୍ୱିଟ୍ ଜରିଆରେ ରାଜଭର ସୂଚନା
ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ରାଜ୍ୟର ୪ ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ବାକି ଥିବା ହିତାଧିକାରୀମାନଙ୍କୁ ଖୁବ୍ଶୀଘ୍ର ଏହି ଭତ୍ତା ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ଦେଶର ସବୁରାଜ୍ୟରେ ପୋର୍ଟାଲ ସମସ୍ୟା ରହିଛି। ଧୀରେ ଧୀରେ ସ୍ଥିତିେର ସୁଧାର ଆସୁଛି।
ସବୁଠୁ ଦ୍ରୁତ ଅର୍ଥନୀତି ହେବ ଭାରତ। ଚମକାଇ ଦେଲା ବିଶ୍ବ ବ୍ୟାଙ୍କ ଆକଳନ। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ବିଶ୍ବବ୍ୟାପୀ ସୃଷ୍ଟି ହୋଇଥିବା ଆର୍ଥିକ ଝଟକା ସତ୍ତ୍ବେ ଭାରତ ବିଶ୍ବର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ରହିବ। ବିଶ୍ବବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଗ୍ଲୋବାଲ ଇକୋନୋମୀ ପ୍ରୋସ୍ପେକଟସ ରିପୋର୍ଟରେ ଏଭଳି ଆକଳନ କରାଯାଇଛି। ରିପୋର୍ଟରେ ଦେଶର ଆର୍ଥିକ ଅଭିବୃଦ୍ଧି ହାରକୁ ମଧ୍ୟ ବୃଦ୍ଧି କରାଯାଇଛି।
'ଅପରେସନ୍ ଟାଇଗର' ଚର୍ଚ୍ଚା ମଧ୍ୟରେ ଏକନାଥ ଶିନ୍ଦେଙ୍କୁ ସମର୍ଥନ ଘୋଷଣା କଲେ ୬ ୟୁବିଟି ଏମ୍ପି । ତ…
ରାସ୍ତାକଡ଼ ବ୍ୟବସାୟୀମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି। ୩ଟି ଋଣ ପର୍ଯ୍ୟାୟରେ ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ…
ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ନକଲି ଦସ୍ତଖତ କରି ବିବାଦରେ ଦୁଇ ଯନ୍ତ୍ରୀ। …
ଆମେରିକା-ଇରାନ ଚୁକ୍ତି ପରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବଡ଼ ହ୍ରାସ । ପ୍ରଥମ ଥର ପାଇଁ ଆନ…
ଲୋକସଭାରେ ପ୍ରତ୍ୟେକ ରାଜ୍ୟର ସଦସ୍ୟ ସଂଖ୍ୟା ୫୦% ବୃଦ୍ଧି ପାଇବାର ପ୍ରତିଶ୍ରୁତି ସତ୍ତ୍ୱେ, ସୀମା ନି…
ଇସ୍ରାଏଲ ସହ ମିଶି ଇରାନ ଯୁଦ୍ଧକୁ ଓହ୍ଲାଇଥିବା ଆମେରିକାକୁ ଏହା ବେଶ୍ ମହଙ୍ଗା ପଡ଼ିଛି । ଇରାନ ଉପରେ ଆକ୍ରମଣରେ ଆମେରିକାକୁ ବିପୁଳ ସାମରିକ ଏବଂ ଆର୍ଥିକ କ୍ଷତି ହୋଇଛି । ୧୦୭ ଦିନର ସଂଘର୍ଷ ପରେ ଆମେରିକା-ଇରାନ ମଧ୍ୟରେ ଶାନ୍ତି ବୁଝାମଣା ହୋଇଥିଲେ ହେଁ ଆମେରିକାର ହୋଇଥିବା ଏହି କ୍ଷତି ସଭିଁଙ୍କ ଧ୍ୟାନ ଆକର୍ଷଣ କରିଛି।
ଫ୍ରାନ୍ସର ଇଭିଆନ୍ ଠାରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ପ୍ରଧାନମନ୍ତ୍ରୀ ସାର୍ କିର୍ ଷ୍ଟର୍ମଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ଅବସରରେ ଦୁଇ ନେତା ଗତ ବର୍ଷ ପାରସ୍ପରିକ ଗସ୍ତ ପରଠାରୁ ଭାରତ-ବ୍ରିଟେନ ଦ୍ବିପାକ୍ଷୀକ ସମ୍ପର୍କ ବିଷୟରେ ସମୀକ୍ଷା କରିଥିଲେ ।
ଗୁଜରାଟର ବଡୋଦରା-ଜାରୋଦ୍ ରାସ୍ତାରେ ଟ୍ରକ୍-ବସ୍ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୨୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ବୁଧବାର ସକାଳେ କୋଟାମ୍ବି ଗାଁ ନିକଟରେ ହାଇୱେରେ ଏକ ଲଗଜରୀ ବସ୍ ସହିତ ଟ୍ରକ୍ ଧକ୍କା ହୋଇଥିବାବେଳେ ଘଟଣାସ୍ଥଳରେ ହିଁ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ହାଇୱେରେ ଯାଉଥିବା ଏକ ଲଗଜରୀ ବସ୍ ହଠାତ୍ ଦ୍ରୁତ ଗତିରେ ଏକ ଟ୍ରକ୍ ପଛପଟେ ଧକ୍କା ଦେଇଥିଲା।
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ପରେ ଏବେ ମହାରାଷ୍ଟ୍ର ରାଜନୀତିରେ ସମାନ ଜିନିଷ ଦେଖିବା…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): NEET ପରୀକ୍ଷା ପାଇଁ ପଶ୍ଚିମ ରେଳବାଇର ବଡ ପଦକ୍ଷେପ। ପରୀକ୍ଷା ଦିନ …
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତ୍ୱରିତ ହସ୍ତକ୍ଷେପ ଓ ନ୍ୟାୟ ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି …
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତୃଣମୂଳ କଂଗ୍ରେସର ୨୦ ଜଣ ବିଦ୍ରୋହୀ ସାଂସଦ ଲୋକସଭା ବାଚସ୍ପତି ଓମ୍ …
ନୂଆଦିଲ୍ଲୀ(ସତ୍ୟପାଠ) ଫ୍ରାନ୍ସର ଇଭିଆନ୍ ଠାରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ବିଶ୍ବ ଏବେ ସମ୍ବଳ ନୁହେଁ, ବିଶ୍ବାସର ଅଭାବରେ ପୀଡ଼ିତ। ଗତ କିଛି ଦିନ ତଳେ ହରମୁଜ୍ ପ୍ରଣାଳୀରେ ଭାରତୀୟ ନାବିକଙ୍କ ସହିଦ ଘଟଣାକୁ ନେଇ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି।