ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି: କମିଲା ଏଲ୍ପିଜି ସିଲିଣ୍ଡର ସହ ପେଟ୍ରୋଲ୍-ଡିଜେଲ ଦର
ଗ୍ରାହକଙ୍କ ପାଇଁ ଖୁସି ଖବର । ଜୁଲାଇ ପହିଲାରେ ଉଭୟ ଗ୍ୟାସ୍ ସିଲିଣ୍ଡର ଏବଂ ପେଟ୍ରୋଲ-ଡିଜେଲ ଦରରେ ବଡ଼ ଅଶ୍ୱସ୍ତି ମିଳିଛି । ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର ୧୮୩ ଟଙ୍କା ୫୦ ପଇସା ହ୍ରାସ ହୋଇଛି ।
