ଏକନାଥ ସିନ୍ଦେ ଅସୁସ୍ଥ: ଥାଣେର ଜୁପିଟର ହସ୍ପିଟାଲରେ ଭର୍ତ୍ତି
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏକନାଥ ସିନ୍ଦେଙ୍କୁ ଶନିବାର ଥାଣେର ଜୁପିଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁକ୍ରବାରଠାରୁ ସେ ସାମାନ୍ୟ ଜ୍ୱର, ଶରୀର ଯନ୍ତ୍ରଣା ଏବଂ ଥକ୍କା
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏକନାଥ ସିନ୍ଦେଙ୍କୁ ଶନିବାର ଥାଣେର ଜୁପିଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁକ୍ରବାରଠାରୁ ସେ ସାମାନ୍ୟ ଜ୍ୱର, ଶରୀର ଯନ୍ତ୍ରଣା ଏବଂ ଥକ୍କା
ଇପିଏଫ ଆକାଉଣ୍ଟରେ ପଡ଼ି ରହିଛି କୋଟି କୋଟି ଟଙ୍କା। ହେଲେ ନେବା ପାଇଁ କେହି ଦାବିଦାର ନାହାନ୍ତି। ଏବେ ପ୍ରଶ୍ନ ଉଠୁଛି ଏହି ଟଙ୍କା ଏବେ ନେବ କିଏ।
ଭକ୍ତମାନେ ଆସ୍ଥା ଓ ବିଶ୍ବାସରେ ମନ୍ଦିରକୁ ଦାନ କରିଥାନ୍ତି। ଭକ୍ତଙ୍କ ଟଙ୍କା ଠାକୁରଙ୍କ ପୁଣ୍ୟ କାମରେ ଲାଗିଲେ ସମସ୍ତଙ୍କ ଉନ୍ନତି ହେବ ବୋଲି ବିଶ୍ବାସ ରହିଛି। ହେଲେ ଏଠାରେ ଦିଅଁଙ୍କୁ ଖାଇ ଖଟୁଳି ଖାଇବାକୁ ବସିଛନ୍ତି।
ବାଂଲାଦେଶରେ ଏବେ ଚୀନର ଅନୁପ୍ରବେଶ ବଢ଼ୁଥିବାବେଳେ ଏନେଇ ସତର୍କ ହୋଇଛି ଭାରତ। ବାଂଲାଦେଶର ‘ତିସ୍ତା ନଦୀ ପ୍ରକଳ୍ପ’ ଏବଂ ‘ଚୀନ୍-ବାଂଲାଦେଶ-ମ୍ୟାଁମାର ଅର୍ଥନୈତିକ କରିଡରରେ ବେଜିଂର ସହଯୋଗକୁ ନେଇ ନୂଆଦିଲ୍ଲୀ କଡ଼ା ନଜର ରଖିଛି।
ଇରାନ୍ ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଖାମିନେଇଙ୍କ ଚାଲିଛି ଶେଷଯାତ୍ରା। ୬ ଦିନିଆ ଅନ୍ତେଷ୍ଟି କାର୍ଯ୍ୟକ୍ରମର ଆଜି ଦ୍ୱିତୀୟ ଦିନ। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା
ଏଥର ମୌସୁମୀ ଅଧିବେଶନରେ ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍ ଉପରେ ବିଶେଷ ଗୁରୁତ୍ବ ରହିବ। ଏ ନେଇ ସଂସଦର ଆଗାମୀ ମୌସୁମୀ ଅଧିବେଶନ ଉପରେ ସମସ୍ତଙ୍କ ନଜର ରହିଛି।
ସ୍ନାନ ଯାତ୍ରା ପରେ ଜ୍ବରରେ ପୀଡ଼ିତ ମହାପ୍ରଭୁ। ଶ୍ରୀଜିଉଙ୍କ ଗୁପ୍ତସେବାରେ ଲାଗିଛନ୍ତି ଦଇତାପତି। ଜ୍ବରାକ୍ରାନ୍ତ ଠାକୁରଙ୍କ ଉପଶମ ପାଇଁ ଅଣସର ପଞ୍ଚମୀରେ ଲାଗି ହୁଏ ଫୁଲୁରୀ ତେଲ। ଅଣସର ବା
ଜୁଲାଇ ୧୦ରେ ଦିନିକିଆ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ମୋଦୀ ପ୍ରଥମ ଥର ନ୍ୟୁଜିଲାଣ୍ଡ ଯିବେ ।
ଖୁସିରେ ଲାଗିଲା ନିଆଁ। ବାହାଘର ପାଇଁ ନାଚ ଗୀତ ଚାଲିଥିଲା। ନାଚି ନାଚି ବରଯାତ୍ରୀ ଯାଉଥିଲେ। ହଠାତ ବରଯାତ୍ରୀଙ୍କ ଉପରେ ପଡ଼ିଲା ବଜ୍ରପାତ ।
ଟିଭିକେ ଅଧ୍ୟକ୍ଷ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା। ଏହି ମାମଲାରେ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଡିଏମକେ ବିଧାୟକ ଅନିତା ଆର ରାଧାକୃଷ୍ଣନଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିବା ପରେ ତାମିଲନାଡୁ ପୁଲିସ ତାଙ୍କୁ ଗିରଫ କରିଛି।
ରାଜସ୍ଥାନ ପୁଲିସର ଆତଙ୍କବାଦୀ ନିରୋଧୀ ସ୍କ୍ବାଡ (ଏଟିଏସ୍) ଶୁକ୍ରବାର ରାଜ୍ୟରେ ବଡ଼ଧରଣର ଚଢ଼ଉ କରି ପାଖାପାଖି ୩୦ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ପଚରାଉଚରା ପାଇଁ ଅଟକ ରଖିଛି।
ଦିନ ସାରା ଘରେ ପଡ଼ି ରହିଲା ମୃତଦେହ। ଶବକୁ ଶ୍ମଶାନ ମିଳି ନଥିବାବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ପରିବାର ଲୋକେ। କେଉଁଠି ଶବ ସତ୍କାର କରିବା
ଆଜିର ଏଆଇ ଯୁଗରେ ବି ରାଜ୍ୟରେ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ଜାତିଆଣ ଭେଦଭାବ ଭଳି ଘୃଣ୍ୟ ପ୍ରଥା। କୌଣସି ପାପ କରି ନଥିଲେ କେବଳ ଅନ୍ୟ ଜାତିରେ ବିବାହ କରିଥିଲେ।
ମହାରାଷ୍ଟ୍ର ରାଜନୀତି ପୁଣି ଚଳଚଞ୍ଚଳ ହୋଇ ଉଠିଛି । ଭାରତୀୟ ରାଜନୀତିର ବର୍ଷିଆନ୍ ନେତା ଶରଦ ପାୱାରଙ୍କ ଏନ୍ସିପି (ଏସ୍ପି) ଓ କଂଗ୍ରେସ ମଧ୍ୟରେ ମିଶ୍ରଣ ନେଇ ପ୍ରସ୍ତୁତି ଚାଲିଛି ।
ବଲାଙ୍ଗୀର ପରେ ବରଗଡ଼ରେ ଜାତିକୁ ନେଇ ବିବାଦ ଦେଖିବାକୁ ମିଳିଛି। ଅନୁସୂଚିତ ଜାତି ବର୍ଗର ପାଚିକାଙ୍କୁ ଗ୍ରାମବାସୀ ବିରୋଧ କରିଛନ୍ତି। ବରଗଡ଼ ଝାରବନ୍ଧ ଦେୱାନପାଲି ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟରତ ପାଚିକାଙ୍କ ପ୍ରତି ଜାତିଗତ ଭେଦଭାବକୁ ନେଇ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ସନାଏ ତାକାଇଚିଙ୍କ ମଧ୍ୟରେ ଗୁରୁବାର ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସଠାରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଦୁଇ ନେତା
କର୍ଣ୍ଣାଟକର ବେଙ୍ଗାଲୁରୁ ଦକ୍ଷିଣ ଜିଲ୍ଲାର ମାଦାପଟ୍ଟନା ନିକଟରେ ଥିବା ଏକ ପଥର ଖଣିରେ ବିଶାଳ ପଥର ଖସିପଡ଼ିବାରୁ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନେକ ଆହତ ହୋଇଥିବା ଜଣାପଡ଼ିଛି।
ଭାରତୀୟ ଜାହାଜ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି। ଭାରତ ଅଭିମୁଖେ ଆସୁଥିବା ଏହି ଜାହାଜକୁ ଜଳଦସ୍ୟୁଙ୍କ ଠାରୁ ସୁରକ୍ଷା ପ୍ରଦାନ କରିଛି ଭାରତୀୟ ନୌସେନା। ଜାହାଜଟି ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି।