ଅପରେସନ ସିନ୍ଦୁରରେ 6 ଯବାନ ସହିଦ ପ୍ରସଙ୍ଗରେ ସଂସଦକୁ ବିଭ୍ରାନ୍ତି କରିଥିଲେ ରାଜନାଥ: ପଓ୍ବନ
ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ) : ଅପରେସନ ସିନ୍ଦୁରରେ ସହିଦ 6 ଯବାନଙ୍କ ନାମ ସାର୍ବଜନୀନ ହେବା ପରେ …
ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ) : ଅପରେସନ ସିନ୍ଦୁରରେ ସହିଦ 6 ଯବାନଙ୍କ ନାମ ସାର୍ବଜନୀନ ହେବା ପରେ …
ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ପିଢ଼ପାଟଣା ଗ୍ରାମ ନିକଟରେ ଅସହାୟ ଅବସ୍ଥାରେ ଏଣେତେଣେ ବୁଲୁଥିବା ଜନୈକା ୧୩ ବର୍ଷର ନାବାଳିକାକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି। ପିଢ଼ପାଟଣା ଗ୍ରାମର ଗହୀର ବିଲରେ ସଂପୃକ୍ତ ନାବାଳିକାଟି ଅସହାୟ ଅବସ୍ଥାରେ ଏଣେତେଣେ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଘଟଣା ସମ୍ପର୍କରେ ଅଧିକ ପଚରାଉଚରା କରିଥିଲେ।
ରାମ ମନ୍ଦିରରେ ଦାନ ଅର୍ଥ ଚୋରି ହେବା ପରେ, ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଶାସନିକ ଢାଞ୍ଚାରେ ବଡ଼ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା ତୀବ୍ର ହୋଇଛି। ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଡକ୍ଟର ଅନିଲ ମିଶ୍ରଙ୍କ ଇସ୍ତଫା ଏହି ବିତର୍କକୁ ଆହୁରି ଖୋରାକ ଯୋଗାଇଛି।
ରାଉରକେଲା(ସତ୍ୟପାଠବ୍ୟୁରୋ): ଯୁବତୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଦୁର୍ବୃତ୍ତ। ତାଙ୍କୁ ଗୁ…
ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ ୧୧ ଜଣ ଓଡିଆ ଶ୍ରମିକ ପ୍ରାଣ ହରାଇଛନ୍ତି। ଏନେଇ ଜାତୀୟ ମାନବାଧିକାର କମିଶନରେ ମାମଲା ପହଁଚିଛି। କୋରାପୁଟ ଜିଲ୍ଲାର ବରିଷ୍ଠ ଆଇନଜୀବୀ ଅନୁପ କୁମାର ପାତ୍ରଙ୍କ ଅଭିଯୋଗରେ କମିସନର କେସ୍ ଡାଏରୀ ନମ୍ବର ୧୪୮୧୬/୨୦୨୬ ରେ କେସ୍ ପଞ୍ଜିକୃତ ହୋଇଛି ।
ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ତଲସରା ଥାନା ଅନ୍ତର୍ଗତ ମାୟାବାହାଲ ଦେହେରୀପଡ଼ାରେ ଖଣ୍ଡା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ହେମନ୍ତ ନାଏକ(୨୫)। ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲେ ସେ। ଗତ ଶୁକ୍ରବାର ରାତି ସାଢେ ୧୦ଟା ସମୟରେ ଲୋମଟାଙ୍କୁରା ଅଘଟଣ ଘଟିଯାଇଛି।
ୟୁପି(ସତ୍ୟପାଠ ବ୍ୟୁରୋ): ଡ୍ରେନ୍ ଭିତରେ ପଶି ଜନ୍ମଦିନ କେକ କାଟିଲେ ଆଗ୍ରାର ଜଣେ ବିଜେପି କାଉନସିଲର…
ନିଜର ଶେଷ ସମୟ ମାତୃଭୂମିରେ ବିତାଇବା ପାଇଁ ଜଣେ ୯୪ ବର୍ଷୀୟ ଭାରତୀୟ ମହିଳା ଆମେରିକୀୟ ନାଗରିକତା ଛାଡ଼ିଛନ୍ତି। ଆନ୍ଧ୍ର ପ୍ରଦେଶର କୋଣ୍ଡ୍ରାଗୁଣ୍ଟା ମହାଲକ୍ଷ୍ମମ୍ମା ୧୮ ବର୍ଷ ଧରି ଆମେରିକାରେ ରହିଥିଲେ।
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ) : ଅପରେସନ ସିନ୍ଦୂରରେ ସହିଦ ହୋଇଥିବା ୬ ଜଣ ଯବାନଙ୍କ ନାଁ ପ୍ରଥମ ଥର ପ…
ମାଙ୍ଗାଲୁରୁରେ ଆୟୋଜିତ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ଏକ କାର୍ଯ୍ୟକ୍ରମରେ, ଜଣେ ମହିଳା ପ୍ରଶଂସକ ତାଙ୍କ ହୃଦୟର କଥା ଖୋଲାଖୋଲି କହିଥିବା ଦେଖିବାକୁ ମିଳିଥିଲା। ସେ କହିଥିଲେ ଯେ, ତାଙ୍କ ସ୍ୱାମୀ ଅପେକ୍ଷା ଶାହରୁଖ ଖାନଙ୍କୁ ଅଧିକ ଭଲ ପାଆନ୍ତି। ଅଭିନେତା ହସି ହସି ଉତ୍ତର ଦେଲେ, "ୟେ ସବ୍ ଅକେଲେ ମେଁ ବତାନା ଚାହିୟେ ନା"।
ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ବିଜେଡିରେ ସୁଜାତା ରାଉତ ପାଣ୍ଡିୟାନ ସାମିଲ ହେବା ପରେ ଆଜି ଶଙ୍ଖ ଭବନ…
ରାଜ୍ୟ ସରକାରଙ୍କ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ମାଳ ମାଳ ତ୍ରୁଟି ପ୍ରସଙ୍ଗରେ ବଡ଼ ଆକ୍ସନ୍ ନେଇଛନ୍ତି ରାଜ୍ୟ ସରକାର। ୪ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି ସରକାର। ପୂର୍ବତନ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସହିତ ତିନି ଜଣ ସହକାରୀ ନିର୍ଦ୍ଦେଶକ ସସପେଣ୍ଡ ହୋଇଛନ୍ତି।
ନୂଆଦିଲ୍ଲୀ : ଏସିଡ ଜ୍ବଳାରୁ ପଦ୍ମ ସମ୍ମାନ। ଏ ହେଉଛି ପ୍ରଫେସର ମଙ୍ଗଳା କପୂରଙ୍କ ଅକୁହା କାହାଣୀ । …
ମୁଣ୍ଡରେ କେଶ ନଥିବାରୁ କେତନଙ୍କୁ ସିୟା ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ଯେ, କେତନଙ୍କ ମୁଣ୍ଡରେ କେଶ ନଥିବାବେଳେ ସେ ୱଗ ପିନ୍ଧୁଥିଲେ। ଏହା ସିୟା ଜାଣିବା ପରେ ତାଙ୍କୁ ପସନ୍ଦ କରୁ ନଥିଲେ ଏବଂ କେତନଙ୍କୁ ବିବାହ କରିବା ପାଇଁ ରାଜି ନଥିଲେ। ତେଣୁ ସେ ବିବାହ ତାରିଖ ଘୁଞ୍ଚାଇବା ସହ ପୁଣି ଥରେ ତାଙ୍କ ପୁରୁଣା ପୁରୁଷବନ୍ଧୁଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ।
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ବଦଳିବ ଦେଶର ଆଇଟି ଚିତ୍ର। ଇ-କମର୍ସ କମ୍ପାନି ଆମାଜନ ୨୦୨୬ରୁ ୨୦୩୦ ମ…
ମହାରାଷ୍ଟ୍ର ପୁଣେର ପ୍ରସିଦ୍ଧ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ମୃତ୍ୟୁ ମାମଲା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା କେତନଙ୍କ ଭାବି ପତ୍ନୀ ସିୟା ଗୋୟଲ ଏବଂ ତାଙ୍କ ପ୍ରେମିକ ଚେତନ ବର୍ତ୍ତମାନ ପୁଲିସ ହେପାଜତରେ ଅଛନ୍ତି । ଏହି ସମୟରେ ସିୟା ଗୋୟଲଙ୍କ ବାପା ପ୍ରବୀଣ ଗୋୟଲଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି ।
ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶର ଶ୍ରୀରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ ମାମଲାରେ ଏବେ ଜାତୀୟ ରାଜନୀତି ସରଗରମ ହୋଇଛି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକ୍ସନ ମୋଡ଼କୁ ଆସିଥିବାବେଳେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଜଣେ ଟ୍ରଷ୍ଟି ଅନିଲ ମିଶ୍ର ଶୁକ୍ରବାର ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି।
ସମ୍ବଲପୁର: ବ୍ୟାଙ୍କରେ କୌଣସି ଲୋନ୍ ନାହିଁ ତଥାପି ଘର ସିଲ କଲା ପ୍ରଶାସନ। ସମ୍ବଲପୁର ଜିଲ୍ଲାରେ ଏଭଳ…