ଦିଲ୍ଲୀ ଯନ୍ତରମନ୍ତରରେ ଛାତ୍ରଛାତ୍ରୀଙ୍କୁ ପୋଲିସର ଆକ୍ରମଣ ଘଟଣା; ଆହତଙ୍କୁ ହସ୍ପିଟାଲରେ ଭେଟିଲେ ବିଜେଡି ରାଜ୍ୟସଭା ସାଂସଦ
ଭୁବନେଶ୍ୱର, ୨୧/୦୭/୨୦୨୬: ଗତକାଲି ଦିଲ୍ଲୀ ଯନ୍ତରମନ୍ତରରୁ ସଂସଦ ଅଭିମୁଖେ ଶାନ୍ତିପୂର୍ଣ୍ଣ ପଦଯାତ୍ର…
ଭୁବନେଶ୍ୱର, ୨୧/୦୭/୨୦୨୬: ଗତକାଲି ଦିଲ୍ଲୀ ଯନ୍ତରମନ୍ତରରୁ ସଂସଦ ଅଭିମୁଖେ ଶାନ୍ତିପୂର୍ଣ୍ଣ ପଦଯାତ୍ର…
ଦିନକୁ ଦିନ ତେଜିବାରେ ଲାଗିଛି ଲୋଏର ସୁକତେଲ ପ୍ରକଳ୍ପ ବିବାଦ। ବଲାଙ୍ଗୀର ଜିଲ୍ଲା ଲୋଇସିହା ବ୍ଲକ ବୁଡ଼ି ଅଞ୍ଚଳ କୁମିଆପାଲି ଗାଁରେ ଦେଖାଦେଇଛି ତୀବ୍ର ଉତ୍ତେଜନା। ୮୪ଟି ପରିବାରକୁ ବିସ୍ଥାପନ କରିବାକୁ ପ୍ରଶାସନର ଉଦ୍ୟମ ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଅସ୍ତ୍ର ଶସ୍ତ୍ର ପୂଜାର୍ଚ୍ଚନା କରିବା ସହ ଗାଁ ନ ଛାଡ଼ିବାକୁ ଗାଁଲୋକେ ଶପତ ନେଇଛନ୍ତି।
ୟୁପି କ୍ୟାବିନେଟରେ ରାଣୀ ଲକ୍ଷ୍ମୀବାଇ ସ୍କୁଟି ଯୋଜନାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟର ବିକାଶ ଏବଂ ଜନକଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଯାଜପୁର ଜିଲ୍ଲା ଯାରକା ସ୍ଥତ ଧର୍ମଶାଳା ଇନଡ଼ୋର ଷ୍ଟାଡ଼ିୟମରେ ୪ ଦିନ ଧରି ଚାଲିଥିବା ରାଜ୍ୟ ୧୩ ବର୍ଷରୁ କମ୍ ଚେସ୍ ପ୍ରତିଯୋଗୀତା ଉଦ୍ଯାପିତ ହୋଇଯାଇଛି।
ଗଁାରେ ବସିଛି ମୋବାଇଲ ଟାୱାର। ହେଲେ କଥା ହେବା ପାଇଁ ନାହିଁ ନେଟୱାର୍କ। ସିଗନାଲ ପାଇଁ କିଏ େଫାନ ଧରି ଗଛ ଚଢ଼ୁଛି ତ କିଏ ପୁଣି ପାହାଡ଼। ହାତରେ ଫୋନ ଧରି ବୁଲି ବୁଲି ନେଟୱର୍କ ଖୋଜୁଛନ୍ତି, କେବଳ ଟିକିଏ ନେଟୱାର୍କ ସଙ୍କେତ ପାଇଗଲେ ପଦଟୁଏ କଥା ହେବେ। ନ ହେଲେ ସିଗନାଲ ପାଇଁ ସୀମାନ୍ତ ପଡ଼ୋଶୀ ଆନ୍ଧ୍ର ଟାୱାର ଉପରେ ନିର୍ଭର କରିବାକୁ ପଡ଼ୁଛି।
ଭୁବନେଶ୍ୱର,୨୦/୦୭/୨୦୨୬: ବିଶ୍ୱ ପ୍ରସିଦ୍ଧ ପୁରୀର ଘୋଷଯାତ୍ରାକୁ ବିଜେପି ସରକାର ସଠିକ ଭାବରେ ପରିଚା…
ବାଲେଶ୍ବର(ସତ୍ୟପାଠ ବ୍ୟୁରୋ): ଶୋଇଥିବାବେଳେ ମଧ୍ୟରାତ୍ରରେ ବଜ୍ରପାତର ତାଣ୍ଡବ ହୋଇଥିବାବେଳେ ଗୋଟିଏ …
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦେଶର ଶିକ୍ଷା ବ୍ୟବସ୍ଥା ଓ ପରୀକ୍ଷା ପ୍ରକ୍ରିୟାର ବିଶ୍ୱସନୀୟତାକୁ …
ପ୍ରେମ ବ୍ୟାପାରକୁ ନେଇ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ବେଲପଡ଼ାରେ। ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ରକ୍ତାକ୍ତ ହୋଇଛି ବେଲପଡ଼ା ଅଞ୍ଚଳ। ପ୍ରେମିକାଙ୍କୁ ଛୁରାମାଡ଼ କରିବା ପରେ ପ୍ରେମିକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ରେ ୭ଟି ବୃହତ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସେମିକଣ୍ଡକ୍ଟର ମିଶନ୍ ୨.୦ , ମୋବାଇଲ୍ ଫୋନ୍ ଉତ୍ପାଦନ ସମେତ ବାରାଣସୀରେ ଭିତ୍ତିଭୂମି ବିକାଶ, ୟୁରିଆ ପାଇଁ ଜାତୀୟ ନିବେଶ ନୀତି ଏବଂ ଓଡ଼ିଶାର ପାରାଦୀପ-ହରିଦାସପୁର ରେଳ ଲାଇନ୍ ଦୋହରୀକରଣକୁ
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଲୁହାପଥରର ଗ୍ରେଡ୍ରେ ହେରଫେର କରି ସରକାରୀ ରାଜସ୍ୱ କ୍ଷତି କରିଥିବ…
କୋଲକାତା ଫେରିବେ ଲେଖିକା ତସଲିମା ନାସରିନ୍। ଦୀର୍ଘ ୨୦ ବର୍ଷ ପରେ ବାଂଲାଦେଶରୁ ନିର୍ବାସିତ ଲେଖିକା ତସଲିମା ନାସରିନ୍ କୋଲକତା ଆସୁଛନ୍ତି। ସେ ଅଗଷ୍ଟ ପହିଲାରେ ରବୀନ୍ଦ୍ର ସଦନରେ କଟ୍ଟରପନ୍ଥୀ ବିରୋଧୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଅନେକ କବି ଓ ଲେଖକ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟ…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରପାଳିକାର ଶାସକ ବିଜୁ ଜନତା ଦଳ…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ମିସନାରୀ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାର ମୁଖ୍ୟ …
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରଭାତ ବିଶ୍ଵାଳଙ୍କୁ ‘ଗଦ୍ଦାର’ କହିଲେ ନବୀନ। ଜେଲ୍ ଯାଇଥିଲେ ବି …
ଆନ୍ଧ୍ରରେ କରୋନା ଆତଙ୍କ। ଓଡ଼ିଶାରେ ହାଇଆଲର୍ଟ। ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତତ୍ପରତା ପ୍ରକାଶ ପାଇଛି।
ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ୭ କିଲୋମିଟର ଟ୍ରାକ୍ଟରରେ ବୁହାହେଲେ ଗର୍ଭବତୀ। ଆଉ ମେଡିକାଲ ଯିବା ପୂର୍ବରୁ ଅଧା ରାସ୍ତାରେ ହିଁ ଶିଶୁ କନ୍ୟାଙ୍କୁ ଜନ୍ମ ଦେଲେ ମହିଳା।