Sep 18 କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା: ଗତ ୨୪ ଘଣ୍ଟାରେ ୬ ନବଜାତ ଶିଶୁଙ୍କ ମୃତ୍ୟୁ September 18, 2022 | 3:50 PM00
Sep 18 ୨୪ ଘଣ୍ଟା ମଧ୍ୟରେ ପୁଣିଥରେ ଥରିଲା ତାଇୱାନ: ୭.୨ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ September 18, 2022 | 3:45 PM00
Sep 18 କଂଗ୍ରେସ ଅଧକ୍ଷ: ରାଜସ୍ଥାନ ପରେ ଏବେ ଛତିଶଗଡରେ ରାହୁଲ ଗାନ୍ଧିଙ୍କୁ ପାର୍ଟି ଅଧ୍ୟକ୍ଷ କରିବା ନେଇ ପ୍ରସ୍ତାବ ଗୃହୀତ September 18, 2022 | 3:36 PM00
Sep 18 IRCTC ଦୁର୍ନୀତି ମାମଲାରେ ପୁଣି ବଢିଲା ତେଜସ୍ବୀ ଯାଦବଙ୍କ ସମସ୍ୟା: CBI ଆବେଦନ ପରେ କୋର୍ଟଙ୍କ ନୋଟିସ September 18, 2022 | 12:36 PM00
Sep 18 ଜମ୍ମୁ କାଶ୍ମୀରର ସମ୍ବା ଜିଲ୍ଲାର ଅନ୍ତର୍ଜାତୀୟ ସୀମାରେ ଉଡ଼ିଲା ପାକିସ୍ତାନୀ ସନ୍ଦିଗ୍ଧ ଡ୍ରୋନ୍ September 18, 2022 | 12:27 PM00
Sep 18 ରାଜ୍ୟରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ଓ ନିର୍ମାଣଧୀନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ଜଳସମ୍ପଦ ମନ୍ତ୍ରୀ September 18, 2022 | 12:20 PM00
Sep 18 ଚଣ୍ଡିଗଡ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ତେଜନା : ୬୦ ଛାତ୍ରୀଙ୍କ ଗାଧୁଆ ସମୟର ଭିଡିଓ ଭାଇରାଲ, ୮ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ September 18, 2022 | 12:14 PM00
Sep 18 ବଙ୍ଗୋପସାଗରରେ ଘନୀଭୂତ ହେଲା ଘୂର୍ଣ୍ଣିବଳୟ: ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା September 18, 2022 | 11:15 AM00
Sep 18 ଭ୍ଲାଦିମିର୍ ପୁଟିନ୍ଙ୍କୁ ଚେତାବନୀ ଦେଲେ ଜୋ ବାଇଡେନ୍: ୟୁକ୍ରେନ୍ ସହିତ ଚଳାଇଥିବା ଯୁଦ୍ଧରେ ରାସାୟନିକ ଅଥବା ଆଣବିକ ଅସ୍ତ୍ର ପ୍ରୟୋଗ କରିବନି September 18, 2022 | 11:00 AM00
Sep 18 ରାହୁଲ୍ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ କରାଯିବା ଉଚିତ ବୋଲି ଦର୍ଶାଇ ରାଜସ୍ଥାନ କଂଗ୍ରେସ ପ୍ରସ୍ତାବନା ପାରିତ September 18, 2022 | 10:53 AM00
Sep 18 ବେଆଇନ୍ ଲିଙ୍ଗ ନିରୂପଣ କାର୍ଯ୍ୟରେ ଲିପ୍ତଥିବା କ୍ଲିନିକ୍ ସଂପର୍କରେ ସୂଚନା ଦେଲେ ମିଳିବ ୨୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି September 18, 2022 | 10:48 AM00
Sep 18 ଭଦ୍ରକ ଚାନ୍ଦବାଲି ଏନ.ଏ.ସି. ଅନ୍ତର୍ଗତ ୧୫ ନମ୍ବର ୱାର୍ଡ଼ରେ ଗୋଷ୍ଠୀ ସଂଘର୍ଷ: ୧୧ରୁ ଅଧିକ ଆହତ September 18, 2022 | 10:23 AM00
Sep 18 ଅନ୍ତର୍ଜାତୀୟ ବଜାରରେ ହ୍ରାସ ପାଉଛି ଅଶୋଧିତ ତୈଳ ମୂଲ୍ୟ: ଖୁବ୍ ଶୀଘ୍ର ଦେଶରେ ହ୍ରାସ ହୋଇପାରେ ପେଟ୍ରୋଲ୍ ଓ ଡିଜେଲ୍ ଦର September 18, 2022 | 10:16 AM00
Sep 18 ଝାଡଖଣ୍ଡ ହଜାରିବାଗରେ ମର୍ମନ୍ତୁଦ ଦୁର୍ଘଟଣା, ଭାରସାମ୍ୟ ହରାଇ ବ୍ରିଜରୁ ଖସିଲା ଯାତ୍ରୀବାହୀ ବସ: ୭ ମୃତ September 18, 2022 | 10:10 AM00
Sep 18 ଟି-୨୦ ସିରିଜ୍: ଦ୍ରୁତ ତଥା ଭାରତୀୟ ଟିମ୍ର ଅଭିଜ୍ଞ ବୋଲର ମହମ୍ମଦ ସାମି ଟିମ୍ରୁ ବାଦ୍ September 18, 2022 | 9:59 AM00
Sep 18 ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ବ୍ରିଟେନ୍ ର ମହାରାଣୀ ଏଲିଜାବେଥ-୨ଙ୍କ ଅନ୍ତିମ ସଂସ୍କାରରେ ହେବେ ସାମିଲ September 18, 2022 | 9:53 AM00