Sep 19 ଉତ୍ତରପ୍ରଦେଶରେ ଦଳିତ କିଶୋରୀଙ୍କୁ ଗଣଦୁଷ୍କର୍ମ ଘଟଣା:୧୨ ଦିନ କାଳ ଜୀବନ ସହ ସଂଘର୍ଷ କରି ଆଖି ବୁଜିଲେ ପୀଡ଼ିତା September 19, 2022 | 4:01 PM00
Sep 19 ମୟୂରଭଞ୍ଜ ତେନ୍ତୁଳିବାଡ଼ି ଗାଁରେ ଅଭାବନୀୟ ଦୃଶ୍ୟ: ବାପ ଘରକୁ ଯିବା ପାଇଁ ସ୍ବାମୀ ମନା କରିବାରୁ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ପତ୍ନୀ September 19, 2022 | 2:17 PM00
Sep 19 ୨୦୦ କୋଟି ଟଙ୍କା ଠକେଇ ମାମଲା: ପୁଣି ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଦିଲ୍ଲୀ ପୁଲିସର ଜେରା September 19, 2022 | 2:10 PM00
Sep 19 ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳର ‘ଗାର୍ଲସ୍ ହଷ୍ଟେଲ୍’ ଭିଡିଓ ଲିକ୍ ଘଟଣା: ତଦନ୍ତ କରିବେ ୩ ଜଣିଆ ମହିଳା ସଦସ୍ୟ ଥିବା କମିଟି September 19, 2022 | 2:00 PM00
Sep 19 ଆପ ବିଧାୟକ ଦୁର୍ଗେଶ ପାଠକଙ୍କୁ ଇଡିର ସମନ: ଉଦ୍ଦେଶ୍ୟ କଣ ଅବକାରୀ ନୀତି ନା କର୍ପୋରେସନ ନିର୍ବାଚନ କହି ବିଜେପିକୁ ଟାର୍ଗେଟ କଲେ ସିସୋଦିଆ September 19, 2022 | 1:39 PM00
Sep 19 ସରକାରୀ କର୍ମଚାରୀ ଏବଂ ପେନ୍ସନ୍ ଉପଭୋକ୍ତାଙ୍କୁ ରାଜ୍ୟ ସରକାରୀଙ୍କ ଦଶହରା ଭେଟି: ମହଙ୍ଗା ଭତ୍ତା ତିନି ପ୍ରତିଶତକୁ ବୃଦ୍ଧି September 19, 2022 | 1:33 PM00
Sep 19 ମୋ ଭଳି ନେତାମାନେ ହେଉଛନ୍ତି ଚିତାଙ୍କ ପାଇଁ ବଡ଼ ବିପଦ: ପ୍ରଧାନମନ୍ତ୍ରୀ September 19, 2022 | 12:18 PM00
Sep 19 ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ September 19, 2022 | 12:07 PM00
Sep 19 ବଲାଙ୍ଗୀର ତୁରେକେଲା ଥାନା କାଦୋବେଡା ଗାଁରେ ଅଘଟଣ: ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ September 19, 2022 | 11:54 AM00
Sep 19 ଦଳ ପରିତ୍ୟାଗ କରିବାରୁ କଂଗ୍ରେସ କାହାକୁ ବାଧା ଦେବନାହିଁ, ଯଦି କେହି ‘ବିଜେପି’ରେ ଯୋଗ ଦେବାକୁ ଇଚ୍ଛୁକ, ମୋ କାର୍ ନେଇ ଯାଇ ପାରନ୍ତି:କମଲ୍ ନାଥ September 19, 2022 | 10:18 AM00
Sep 19 ତାମିଲ୍ନାଡୁର ତିରୁପୁର ଜିଲ୍ଲାରେ ଜଣେ ମହିଳା ଆଡ୍ଭୋକେଟ୍ ଓ ତାଙ୍କ ଝିଅଙ୍କୁ ଯୁବକଙ୍କ ଦାଆରେ ଆକ୍ରମଣ September 19, 2022 | 10:02 AM00
Sep 19 ଭାଗ୍ୟ ବଦଳାଇ ଦେଲା ଲଟେରୀ ଟିକେଟ: କେରଳରେ ପ୍ରଚଳିତ ଓନାମ ଲଟେରୀ ଦ୍ୱାରା ୨୫ କୋଟି ଟଙ୍କା ଜିତିଲେ ଅଟୋ ଡ୍ରାଇଭର September 19, 2022 | 9:52 AM00
Sep 19 ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ପାଇଁ ଭାରତ ୩୫ ହଜାର କୋଟି ଟଙ୍କାର ଲାଭ ହାସଲ କରିଛି September 19, 2022 | 9:45 AM00