Sep 2 ହରିୟାଣାର ଫତେହାବାଦ ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଘଟଣା: ଚଳନ୍ତା ଟ୍ରେନରେ ଦୁଷ୍କର୍ମ ଉଦ୍ୟମ ରୋକିବାରୁ ଚାଲିଗଲା ଜୀବନ September 2, 2022 | 8:51 PM00
Sep 2 ବିଜେପି ଉପରେ ବର୍ଷିଲେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ: ଯେଉଁଠି ହାରୁଛି, ସେଠି ସରକାର ଭାଙ୍ଗୁଛି September 2, 2022 | 8:48 PM00
Sep 2 ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଗଞ୍ଜାମ ବେଗୁନିପଡ଼ା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ September 2, 2022 | 3:59 PM00
Sep 2 ସ୍ୱତନ୍ତ୍ର ପସ୍କୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ସରକାରୀ ଘରେ ଆତ୍ମହତ୍ୟା September 2, 2022 | 3:52 PM00
Sep 2 ସଂସ୍କୃତକୁ ଜାତୀୟ ଭାଷା ରୂପେ ଘୋଷଣା କରିବା ପାଇଁ ଆଗତ ଜନସ୍ୱାର୍ଥ ମାମଲା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ September 2, 2022 | 3:41 PM00
Sep 2 ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବଡ ସଫଳତା: ଭାରତରେ ଲଞ୍ଚ୍ ହେଲା ସର୍ଭାଇକଲ କ୍ୟାନସର୍ ଭାକସିନ୍ September 2, 2022 | 1:29 PM00
Sep 2 ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣା: ଆସିଲା ପୋଷ୍ଟମଟମ୍ ରିପୋର୍ଟ, ସନ୍ଦିଗ୍ଧକୁ ଅଟକ ରଖି ପୋଲିସର ପଚରାଉଚରା ଜାରୀ September 2, 2022 | 1:15 PM00
Sep 2 ଢେଙ୍କାନାଳ ଅବକାରୀ ସ୍କ୍ୱାର୍ଡକୁ ସଫଳତା: ଜଣେ ବ୍ରାଉନ ସୁଗାର ବେପାରୀଙ୍କ ଠାରୁ ୪୨ଗ୍ରାମ ଜବତ September 2, 2022 | 1:02 PM00
Sep 2 ଆକ୍ସନରେ ରାୟଗଡ଼ା ଜିଲ୍ଲାପାଳ: କାମରେ ଅବହେଳା ନେଇ ୩୦ ଜଣ କର୍ମଚାରୀଙ୍କ ଦରମା ବନ୍ଦ September 2, 2022 | 12:53 PM00
Sep 2 ଉଦଳା ଥାନା ଭୀମତାଳି ଗ୍ରାମରେ ଅଭାବନୀୟ ଦୃଶ୍ୟ: କେନାଲରୁ ନବ ଜାତକ ଶିଶୁପୁତ୍ରର ମୃତଦେହ ଉଦ୍ଧାର September 2, 2022 | 12:42 PM00
Sep 2 ଗୁଜୁରାଟର ଅମ୍ବାଜୀ ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ଗାଡି ମାଡ଼ିଯିବା ଘଟଣା: ମୃତକ ଓ ଆହତଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ September 2, 2022 | 11:28 AM00
Sep 2 ‘ଷ୍ଟାର୍ବକ୍ସ୍’ର ନୂତନ ‘ସିଇଓ’ ଭାବେ ନିଯୁକ୍ତ ହେଲେ ଭାରତରେ ଜନ୍ମିତ ଲକ୍ଷ୍ମଣ ନରସିଂହନ୍ September 2, 2022 | 10:59 AM00
Sep 2 ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଆର୍ଏସ୍ଏସ୍’ର ଦୁର୍ଗା: ମହମ୍ମଦ ସଲିମ୍ September 2, 2022 | 10:16 AM00
Sep 2 ବୈବାହିକ ସମ୍ପର୍କକୁ ଆଜିର ଯୁବପିଢ଼ି ଏକ ପାପ ବୋଲି ଭାବୁଛନ୍ତି: କେରଳ ହାଇକୋର୍ଟ September 2, 2022 | 9:58 AM00