Dec 11 ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ଅଧିକ ଚିକିତ୍ସା ପାଇଁ ଯିବେ ହାଇଦ୍ରାବାଦ December 11, 2021 | 4:08 PM00
Dec 11 ପ୍ରଦୂଷଣ ଆଳରେ ଦେଶର ବୃହତ୍ତମ ସିରିଞ୍ଜ-ଛୁଞ୍ଚି କାରଖାନା ଉପରେ ଲାଗିଲା ରୋକ , ଟିକାକରଣ ଉପରେ ପଡ଼ିପାରେ ପ୍ରଭାବ December 11, 2021 | 4:06 PM00
Dec 11 ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ କମଲେଶ୍ୱରୀ ମରେଇ December 11, 2021 | 4:04 PM00
Dec 11 ଗୋଆରେ‘ଗୃହଲକ୍ଷ୍ମୀ ଯୋଜନା’ର ଶୁଭାରମ୍ଭ କଲା ‘ତୃଣମୂଳ କଂଗ୍ରେସ’, ମାସକୁ ମହିଳାଙ୍କୁ ଦବ ୫୦୦୦ ଟଙ୍କା December 11, 2021 | 4:03 PM00
Dec 11 ବିଧାନସଭାର ଶୀତକାଳୀନ ଅଧିବେଶନ ଅଧାରୁ ବନ୍ଦକୁ ନେଇ ବିଜେପିର ବିରୋଧ, ପ୍ରତିବାଦରେ ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି December 11, 2021 | 4:01 PM00
Dec 11 କେନ୍ଦ୍ରାପଡା ବାସୀଙ୍କୁ ନୂଆ ବର୍ଷର ଭେଟି ଦେବେ ମୁଖ୍ୟମନ୍ତ୍ରୀ, ୧୫୦୦କୋଟି ଟଙ୍କା ବ୍ୟୟର ବିଭିନ୍ନ ପ୍ରକଳ୍ପର ହେବ ଉଦ୍ଘାଟନ ଓ ଶିଳାନ୍ୟାସ December 11, 2021 | 1:04 PM00
Dec 11 ଭୁବନେଶ୍ୱରରେ ପହଁଚିଲା ଓଡ଼ିଆ ବାୟୁସେନା ଅଫିସର ରାଣା ପ୍ରତାପ ଦାସଙ୍କ ପାର୍ଥିବ ଶରୀର, ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ December 11, 2021 | 1:01 PM00
Dec 11 ହିତାଧିକାରୀ ପିଛା ମାସକୁ ୫ କେଜି ଅତିରିକ୍ତ ଆଉ ୪ ମାସ ମିଳିବ ମାଗଣା ଚାଉଳ: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା December 11, 2021 | 11:55 AM00
Dec 11 ରଘୁନାଥପାଲ୍ଲୀର ବିଜେଡି ବିଧାୟକ ସୁବ୍ରତ ତରାଇ ନିଖୋଜ, କାନ୍ଥବାଡ଼ରେ ଲାଗିଲା ପୋଷ୍ଟର December 11, 2021 | 11:52 AM00
Dec 11 ୧୩ ତାରିଖରେ ଶ୍ରୀ କାଶୀ ବିଶ୍ୱନାଥ ଧାମର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି December 11, 2021 | 11:35 AM00
Dec 11 ଚିନ୍ତା ବଢ଼ାଇଲା ଓମିକ୍ରନ୍, ୩ ବର୍ଷର ଶିଶୁ କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ ଦ୍ୱାରା ସଂକ୍ରମିତ December 11, 2021 | 11:32 AM00
Dec 11 ଉତ୍ତରପ୍ରଦେଶରେ ୯୮୦୦ କୋଟି ଟଙ୍କାର ସରଜୁ କେନାଲ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ December 11, 2021 | 11:30 AM00
Dec 11 ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଚମ୍ପଟ ମାରିଲେ ୨ ଯୁବକ December 11, 2021 | 11:28 AM00
Dec 11 ଆଜି ଭୁବନେଶ୍ୱର ଆସିବ ସହିଦ ରାଣାପ୍ରତାପଙ୍କ ମରଶରୀର, ବିମାନ ବନ୍ଦରରେ ଦିଆଯିବ ଗାର୍ଡ ଅଫର ଅନର December 11, 2021 | 11:26 AM00