Aug 28 ଥାନାରେ ଅଭିନେତା ବବି ମିଶ୍ର : ମଦ ପିଇ ପଡୋଶୀଙ୍କ ସହ ଝଗଡ଼ା କରିଥିବା ଅଭିଯୋଗ August 28, 2021 | 1:24 PM00
Aug 28 ଭିଆଇପି ଲେନ୍ ରେ ଆମ୍ବୁଲାନ୍ସ ଆସିବା ମନା ! ଗୁରୁତର ରୋଗୀଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସକୁ ଅଟକାଇଲେ ଟୋଲଗେଟ୍ କର୍ମଚାରୀ August 28, 2021 | 12:42 PM00
Aug 28 ଯେତେଦିନ ପର୍ଯ୍ୟନ୍ତ ହିନ୍ଦୁ ବହୁସଂଖ୍ୟକ , ସେତେଦିନ ପର୍ଯ୍ୟନ୍ତ ସମ୍ବିଧାନ ଚାଲିବ , ଥରେ ସଂଖ୍ୟାଲଘୁ ହୋଇଗଲେ ଆଉ କିଛି ବି ରହିବ ନାହିଁ : ଗୁଜରାଟ ଉପ ମୁଖ୍ୟମନ୍ତ୍ରୀ August 28, 2021 | 12:19 PM00
Aug 28 ଟୋକିଓ ପାରାଲିମ୍ପିକ୍ସ : ଟେବୁଲ୍ ଟେନିସ୍ ପ୍ରତିଯୋଗିତାର ଫାଇନାଲ୍ରେ ଏଣ୍ଟ୍ରି କଲେ ଭାରତର ଭାବିନା ପଟେଲ୍ August 28, 2021 | 12:16 PM00
Aug 28 ଫିଟୁଛି ଆତ୍ମଘୋଷିତ ଭଣ୍ଡ ବାବାଙ୍କ କଳା କାରନାମା : ଆଉ ୧୨ଲକ୍ଷ ଟଙ୍କା ଜବତ, ଦଲାଲକୁ ଖୋଜୁଛି ତଦନ୍ତକାରୀ ଟିମ୍ August 28, 2021 | 11:21 AM00
Aug 28 “ଇତନା ସନ୍ନାଟା କ୍ୟୁଁ ହେ ଭାଇ” – ଫିଲ୍ମ ଶୋଲେ ର ରହିମ ଚାଚା କାହିଁକି ୩ ବର୍ଷ ଜେଲ ରେ ଥିଲେ ? August 28, 2021 | 10:32 AM00
Aug 28 ଛତିଶଗଡ କଂଗ୍ରେସରେ ଘମାସାନ : ଅଢେଇ – ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ଫର୍ମୁଲା ମାନିବା ପାଇଁ ବାଘେଲଙ୍କୁ ହାଇ କମାଣ୍ଡଙ୍କ ପରାମର୍ଶ – ସୂତ୍ର August 28, 2021 | 10:29 AM00
Aug 28 ଅଲମ୍ପିକରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ନାମରେ ନାମିତ ହେଲା ଆର୍ମି ଷ୍ଟାଡ଼ିୟମ August 28, 2021 | 9:35 AM00
Aug 28 କାବୁଲ ବ୍ଲାଷ୍ଟର ବଦଲା ନେଲା ଆମେରିକା : ୪୮ ଘଣ୍ଟା ମଧ୍ୟରେ ଆଇଏସ୍ ଆଡ୍ଡା ଉପରେ ଡ୍ରୋନ୍ ଷ୍ଟ୍ରାଇକ୍ August 28, 2021 | 9:29 AM00
Aug 28 କ୍ୟାବିନେଟ୍ରେ ୧୪ଟି ପ୍ରସ୍ତାବକୁ ଅନୁମୋଦନ, ରାଜ୍ୟରେ ସୃଷ୍ଟି ହେବ ୪୫୯ଟି ନୂଆ ଭେଟେନାରୀ ଡାକ୍ତର ପଦବୀ August 28, 2021 | 7:56 AM00
Aug 28 ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଝଟକା : ମୟୂରଭଂଜରେ ଦଳରୁ ଇସ୍ତଫା ଦେଲେ ୧୫ ଜିଲ୍ଲା ପରିଷଦ ସଭ୍ୟ August 28, 2021 | 7:54 AM00
Aug 28 ବାଲି ମାଫିଆ ହେବେ ସାବାଡ ! ‘ଓଡ଼ିଶା ବାଲି ନୀତି-୨୦୨୧’ କୁ କ୍ୟାବିନେଟ ଅନୁମୋଦନ August 28, 2021 | 7:53 AM00
Aug 27 ବାର୍ଷିକ ଆୟ ଦେଢ଼ କୋଟି ଜଣାପଡିବା ପରେ ବଦଳିଲେ ଅମିତାଭ ବଚ୍ଚନଙ୍କ ବଡିଗାର୍ଡ ଥିବା ପୁଲିସ୍ କନଷ୍ଟେବଳ August 27, 2021 | 4:53 PM00
Aug 27 ନାଗ ସାପ ଦ୍ଵାରା କରାଯାଇଥିବା ଏକ ହତ୍ୟା ଘଟଣାରେ ପୋଲିସ ଗୋଟେ ସାପ କୁ ଡମି ପାଖରେ ଛାଡି ମାମଲାର ସିନ୍ ରିକ୍ରିଏଟ କଲା August 27, 2021 | 4:48 PM00