Aug 15 “ମୁଁ ମୋ ଇଚ୍ଛା ଅନୁସାରେ ଜାତୀୟ ପତାକା ଉଡ଼ାଇବି, ବିଜେପି ଆମକୁ କ’ଣ ପତାକା ଉଡ଼ାଇବା ଶିଖାଇବ?”- ମମତା ବାନାର୍ଜୀ August 15, 2022 | 12:44 PM00
Aug 15 ପ୍ରଦୀପ ପାଣିଗ୍ରାହୀଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ଜୋରଦାର ବିରୋଧ, ଗାଡ଼ି ଅଟକାଇ କଳା ପତାକା ପ୍ରଦର୍ଶନ କଲେ ବିଜେଡି କର୍ମୀ August 15, 2022 | 12:18 PM00
Aug 15 ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ; ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ଉଦ୍ଦେଶ୍ୟରେ ରଖିଲେ ଅଭିଭାଷଣ August 15, 2022 | 12:07 PM00
Aug 15 ଆଜି ଦେଶ ପାଳନ କରୁଛି ୭୬ତମ ସ୍ୱାଧୀନତା ଦିବସ; ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ August 15, 2022 | 7:42 AM00
Aug 14 ଗୁଜୁରାଟରେ କେଜ୍ରିୱାଲଙ୍କୁ ଚେକ୍ ଦେବାକୁ ୫୫୦ କୋଟି ଟଙ୍କା ପୋଲିସ କଲ୍ୟାଣ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ August 14, 2022 | 10:42 PM00
Aug 14 ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି; ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ସହିଦ ସ୍ତମ୍ଭରେ ଉଡିଲା ତ୍ରିରଙ୍ଗା August 14, 2022 | 9:59 PM00
Aug 14 ଅଗଷ୍ଟ ୧୬ରେ ଶପଥ ନେଇ ପାରନ୍ତି ବିହାରର ନୂଆ ମନ୍ତ୍ରୀମଣ୍ଡଳ; ଆରଜେଡିର ୧୮ ଓ କଂଗ୍ରେସର ୩ ମନ୍ତ୍ରୀ ହୋଇପାରନ୍ତି ସାମିଲ August 14, 2022 | 8:49 PM00
Aug 14 ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦେଶକୁ ସମ୍ବୋଧନ; “୨୦୪୭ ସୁଦ୍ଧା ସ୍ବାଧୀନତା ସଂଗ୍ରାମୀଙ୍କ ସ୍ବପ୍ନ ପୂରଣ କରିବୁ” August 14, 2022 | 8:32 PM00
Aug 14 ବାଇକ୍ ଚୋରି ରାକେଟକୁ ଠାବ କଲା ଯାଜପୁର ରୋଡ଼ ପୋଲିସ; ୨ ଅଭିଯୁକ୍ତ ଗିରଫ, ୧୫ ଚୋରା ବାଇକ୍ ଜବତ August 14, 2022 | 8:17 PM00
Aug 14 ମଲ୍ଲିକାର୍ଜୁନ ଖଡଗେ କୋରୋନା ସଂକ୍ରମିତ; ସ୍ବାଧୀନତା ଦିବସରେ ସାମିଲ ନହେବା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖି କଲେ ଅବଗତ August 14, 2022 | 7:43 PM00
Aug 14 ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କଲା ଲକ୍ଷ୍ନୌ ସାଇବାର ପୁଲିସ August 14, 2022 | 7:25 PM00
Aug 14 ମମତା ବାନାର୍ଜୀ ଓ ଅଭିଷେକ ବାନାର୍ଜୀଙ୍କୁ ବଦନାମ କରିବାକୁ ଚେଷ୍ଟା କଲେ ମାଡ ଦିଆଯିବ : ଟିଏମସି ବିଧାୟକ ଅସିତ ମଜୁମଦାର August 14, 2022 | 6:35 PM00
Aug 14 ସ୍ୱାଧୀନତା ଦିବସ ପୂର୍ବରୁ ବଡ଼ ସଫଳତା; ଦିଲ୍ଲୀ ପୋଲିସ ସାହାୟତାରେ ଅସ୍ତ୍ରଶସ୍ତ୍ର ସହ ୪ ଆତଙ୍କୀଙ୍କୁ ଗିରଫ କଲା ପଞ୍ଜାବ ପୋଲିସ August 14, 2022 | 6:07 PM00
Aug 14 ବହୁ ପ୍ରତୀକ୍ଷିତ ମହାରାଷ୍ଟ୍ର କ୍ୟାବିନେଟରେ ହେଲା ବିଭାଗ ବଣ୍ଟନ; ଫଡନବିସଙ୍କୁ ଗୁରୁତ୍ଵପୂର୍ଣ୍ଣ ଗୃହ ଓ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ August 14, 2022 | 5:53 PM00
Aug 14 ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୧୧ ଜିଲ୍ଲାକୁ ରେଡ୍ ଏବଂ ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି August 14, 2022 | 5:30 PM00
Aug 14 ବିଶ୍ୱର ସର୍ବବୃହତ ମାନବ ତ୍ରିରଙ୍ଗା କରି ବିଶ୍ଵ ରେକର୍ଡ କଲେ ଚଣ୍ଡିଗଡର ୭୦୦୦ ଛାତ୍ର ଛାତ୍ରୀ August 14, 2022 | 5:21 PM00
Aug 14 ମାତ୍ର କିଛି ଘଣ୍ଟା ପରେ ଦେଶ ପାଳନ କରିବ ୭୫ତମ ସ୍ବାଧୀନତା ଦିବସ, ହାଇ ଆଲର୍ଟରେ ରାଜଧାନୀ ଦିଲ୍ଲୀ August 14, 2022 | 4:39 PM00
Aug 14 ଲଗାଣ ବର୍ଷା ଯୋଗୁଁ ଚଳନ୍ତା ଅଟୋ ଉପରେ ଉପୁଡ଼ି ପଡ଼ିଲା ଗଛ, ୨ ଗୁରୁତର ଆହତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି August 14, 2022 | 4:25 PM00