Aug 9 ବିହାରରେ ମହା ଗଠବନ୍ଧନ ସରକାର !, ଅପରାହ୍ନ ୪ଟା ରେ ରାଜ୍ୟପାଳଙ୍କୁ ଭେଟିବେ ନୀତିଶ କୁମାର August 9, 2022 | 3:08 PM00
Aug 9 ବିହାରରେ ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ, ଆରଜେଡି ସହ ମିଶି ସରକାର ଗଢି ପାରନ୍ତି ନୀତିଶ August 9, 2022 | 2:31 PM00
Aug 9 କୋଭିଡ କଟକଣା ମଧ୍ୟରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ; ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ପ୍ୟାରେଡ ମନା August 9, 2022 | 1:50 PM00
Aug 9 ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ କୃଷି ଅଧିକାରୀ August 9, 2022 | 1:39 PM00
Aug 9 ଓଡିଶାରେ ଅମିତ୍ ଶାହାଙ୍କର ପ୍ରଭାବ ପଡିବ ନାହିଁ, “୯ରୁ ୯୦ ମିଶନ” ସହିତ ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବ: ଶରଦ ପଟ୍ଟନାୟକ August 9, 2022 | 1:20 PM00
Aug 9 କେଜ୍ରିୱାଲଙ୍କ ଆଗରେ କୁସ୍ତି ଖେଳାଳି ଦିବ୍ୟା କକରାନଙ୍କ କ୍ଷୋଭ; “ନା ସମ୍ମାନ ମିଳିଛି ନା ସହାୟତା, ତଥାପି ମୁଁ ଦେଶକୁ ପଦକ ଦେଇଛି” August 9, 2022 | 12:54 PM00
Aug 9 ‘ହୋ’ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ପାଇଁ ନୂଆଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ଦେଲା “ହୋ ଭାଷା କ୍ରିୟାନୁଷ୍ଠାନ କମିଟି” August 9, 2022 | 12:22 PM00
Aug 9 ବହୁ ପ୍ରତୀକ୍ଷିତ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଶେଷ; ଭାଜପା ଓ ଶିନ୍ଦେ ଗୋଷ୍ଠୀରୁ ୯-୯ ଜଣ ମନ୍ତ୍ରୀମଣ୍ଡଳରେ ସାମିଲ August 9, 2022 | 12:09 PM00
Aug 9 ଏସିଆ କପ୍ କ୍ରିକେଟ ପାଇଁ ଘୋଷଣା ହେଲା ଭାରତୀୟ ଦଳ; ରୋହିତ ଅଧିନାୟକ, ଦଳକୁ ଫେରିଲେ ରାହୁଲ ଓ କୋହଲି August 9, 2022 | 11:51 AM00
Aug 9 କୋଇଲା ଓ ଖଣି ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟ ହେଲେ ସାଂସଦ ସସ୍ମିତ ପାତ୍ର August 9, 2022 | 11:37 AM00
Aug 9 ଦେଶରେ ଚାଲିଥିବା ଏକଛତ୍ରବାଦ ସରକାର ବିରୋଧରେ ଆଉ ଏକ ଭାରତ ଛାଡ ଆନ୍ଦୋଳନର ସମୟ ଆସିଛି : ରାହୁଲ ଗାନ୍ଧୀ August 9, 2022 | 11:24 AM00
Aug 9 ନୀତିଶଙ୍କୁ ପି.କେଙ୍କ ପରାମର୍ଶ; ବିରୋଧୀଙ୍କ ସହ ନଯାଇ ଲୋକଙ୍କ ନିକଟକୁ ଯାଅ ଓ ଜନଦେଶ ଆଣ August 9, 2022 | 11:03 AM00
Aug 9 ଆଜି ନିତୀଶଙ୍କ ଘରେ ଜେଡିୟୁ ବିଧାୟକ ଓ ସାଂସଦଙ୍କ ବୈଠକ, ବିହାର ସରକାରର ଭବିଷ୍ୟତ ନେଇ ହୋଇପାରେ ନିଷ୍ପତି August 9, 2022 | 10:44 AM00
Aug 9 କୋର୍ଟରେ ଇଡିର ଦଲିଲ; “ସଞ୍ଜୟ ରାଉତ ଜଣେ ପ୍ରବାଭଶାଳୀ ବ୍ୟକ୍ତି, ସେ ସାକ୍ଷୀମାନଙ୍କୁ ଧମକାଇ ପ୍ରମାଣ ନଷ୍ଟ କରି ପାରନ୍ତି” August 9, 2022 | 10:21 AM00
Aug 9 ବିଦାୟ ସମ୍ବର୍ଦ୍ଧନା ଅବସରରେ ଉପରାଷ୍ଟ୍ରପତିଙ୍କ ଅଭିଭାଷଣ; “ମୋ ମନରେ କଦାପି ରାଷ୍ଟ୍ରପତି ହେବାର ଆକାଂକ୍ଷା ନଥିଲା” August 9, 2022 | 10:01 AM00
Aug 8 ଗର୍ଭପାତ ଆଇନ କ୍ଷେତ୍ରରେ ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ ବାଛବିଚାର କରିବା ଉଚିତ୍ ନୁହେଁ : ସୁପ୍ରିମକୋର୍ଟ August 8, 2022 | 7:00 PM00