ହଠାତ୍ ବଢ଼ିଲା ଲାଂଥ ନଦୀର ଜଳସ୍ତର: ଫସିଗଲେ ୮ ଜଣ, ୩୦ ଗାଈ-ଗୋରୁ ଓ ଶତାଧିକ ଛେଳି; ଦୀର୍ଘ ଅପରେସନ୍ ପରେ ଉଦ୍ଧାର
ଲଗାଣ ବର୍ଷା ଯୋଗୁଁ ଲାଂଥ ନଦୀରେ ହଠାତ୍ ଜଳସ୍ତର ବଢ଼ିଯିବାରୁ ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ପଞ୍ଚାୟତର ଟୁର୍ଚ୍ଚାଉପେର ନିକଟରେ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି।
