‘MMDR ଆଇନ ପ୍ରତ୍ୟାହାର କର’; ଭୁବନେଶ୍ୱରରେ ଗର୍ଜିଲା ବିଜେଡି, ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସଂଶୋଧିତ ଏମ୍ଏମ୍ଡିଆର୍ (MMDR) ଆଇନ ପ୍ରତ୍ୟାହାର ଦାବିରେ ଆଜି ର…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସଂଶୋଧିତ ଏମ୍ଏମ୍ଡିଆର୍ (MMDR) ଆଇନ ପ୍ରତ୍ୟାହାର ଦାବିରେ ଆଜି ର…
ଇରାନର ୫ ଅଶୋଧିତ ତୈଳ ଜାହାଜ ଧ୍ବଂସ କରିଛି ଆମେରିକା। ଖାର୍ଗ ଦ୍ବୀପ ନିକଟରେ ଆମେରିକା ଘନ ଘନ ଆକ୍ରମଣ କରିଛି। ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ପୁଣି ଥରେ ତୀବ୍ର ହେବାରେ ଲାଗିଛି।
ବାଲେଶ୍ବର ଜିଲ୍ଲା ଭୋଗରାଇ ନିକଟ ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ଓରାଙ୍ଗଉଟାଙ୍ଗ ଘଟଣା ଏବେ ନୂଆ ମୋଡ଼ ନେଇଛି।
ମଧ୍ୟପ୍ରାଚ୍ୟରୁ ଓଡ଼ିଶାକୁ ଅଧିକ ଶିଳ୍ପ ନିବେଶ ଆଣିବା ଲକ୍ଷ୍ୟରେ ଅଭିଯାନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ପଞ୍ଚାୟତ ସମିତି ବୈଠକ ପୂର୍ବରୁ କଡ଼ା କଟକଣା କରାଯାଇଛି। ପୁଣି ଥରେ କୌଣସି ଅପ୍ରିତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ଲଗାଯାଇଛି ବିଏନଏସ ୧୬୩।
ଏମଏମଡିଆର ଆଇନକୁ ନେଇ ବିଜେଡିର ବିକ୍ଷୋଭବେଳେ ଲୋକଭବନ ଆଗରେ ପୋଲିସ-କର୍ମୀ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିବା ଦେଖାଯାଇଛି।
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ସେପ୍ଟେମ୍ବର ୧୧ ତାରି…
ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଲେ ବାଲେଶ୍ୱ…
ଭୁବନେଶ୍ୱର, (ସତ୍ୟପାଠବ୍ୟୁରୋ) : ଲୋକସେବା ଭବନଠାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକର…
ଆବୁଧାବି/ଭୁବନେଶ୍ବର,(ସତ୍ୟପାଠବ୍ୟୁରୋ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସଂଯୁକ୍ତ ଆରବ ଏ…
ବାରିପଦା(ସତ୍ୟପାଠବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ଅଞ୍ଚଳରେ ଜଣେ ଯୁବକ ତେଲେଙ୍ଗା କଟୁରୀ ଧ…
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ) : ଚେକ୍ ବାଉନ୍ସ ମାମଲାରେ ଛନ୍ଦି ହୋଇଥିବା ବଲିଉଡର ପ୍ରସିଦ୍ଧ ହାସ୍ୟ ଅ…
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ କର୍ମଚାରୀଙ୍କ ସ୍…
ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇରେ ଗ୍ଲୋବାଲ୍ ଫିନଟେକ୍ ଫ…
ମିସ ଟିନ୍ ସୁପର ଗ୍ଲୋବ୍ରେ ଚମକିଲେ ଓଡ଼ିଆ ଝିଅ। ସୁଦୂର ଥାଇଲାଣ୍ଡର ବ୍ୟାଙ୍କକଠାରେ ଆୟୋଜିତ ପ୍ରତିଷ୍ଠିତ ‘ମିସ ଟିନ୍ ସୁପର ଗ୍ଲୋବ’ ପ୍ରତିଯୋଗିତାରେ ନିଜର ପ୍ରତିଭା ଦେଖାଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଖୋର୍ଦ୍ଧାର ଝିଅ ଆୟାନି ଆଲିଶା ଆକାଂକ୍ଷା।
ବାଲିଅନ୍ତା ସୌମ୍ୟରଞ୍ଜନ ଭିଡ଼ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚରେ ହାଜର ହେଲେ ମୃତ ସୌମ୍ୟଙ୍କ ବାପା। ମାମଲାରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ତଦନ୍ତକାରୀ ଅଫିସରଙ୍କୁ ବଦଳାଇବା ପାଇଁ କ୍ରାଇମବ୍ରାଞ୍ଚ ଡିଆଇଜିଙ୍କୁ ଜଣାଇଛନ୍ତି । ଆପରାଧିକ ଷଡ଼ଯନ୍ତ୍ର ଏବଂ ଭିଡ଼ ହିଂସା ଦଫା ଲଗାଇ ତଦନ୍ତ କରିବାକୁ ପୋଲିସକୁ ପୁନର୍ବାର ଅବଗତ କରିଛନ୍ତି ।
ସୁନ୍ଦରଗଡ ନୂଆଗାଁ ବ୍ଲକ ଅନ୍ତର୍ଗତ କକେରମା ଗ୍ରାମପଞ୍ଚାୟତର ବଡାଇକଟୋଲା ଅଞ୍ଚଳରେ ଏକ ଦନ୍ତା ହାତୀ ତାଣ୍ଡବ ରଚିଛି। ଗାଁ ଭିତରେ ଦନ୍ତା ମାତିଥିବାବେଳେ ଯାହା ମୁହଁରେ ପଡ଼ିଲା ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଦୁଇ ଜଣଙ୍କ ଘର ଭାଙ୍ଗି ଥିବାବେଳେ ଚାରି ବସ୍ତା ଚାଉଳ ଖାଇଦେଇଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।
ସ୍ତ୍ରୀକୁ ଦେଶୀ ଛରରା ବନ୍ଧୁକରେ ଗୁଳି କରି ହତ୍ୟା କରିଛି ସ୍ବାମୀ। ମୃତା ମହିଳା ହେଲେ ଲଣ୍ଡିମାଳ ଗାଁର ଅମ୍ବିକା ମିର୍ଦ୍ଧା। ପାରିବାରିକ କଳହକୁ କେନ୍ଦ୍ର କରି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଣ୍ଡିମାଳ ଗ୍ରାମରେ ଏକ ହୃଦୟ ବିଦାରକ ହତ୍ୟାକାଣ୍ଡ ଘଟିଛି l ସୂଚନାଯୋଗ୍ୟ ଯେ, ଲଣ୍ଡିମାଳ ଗାଁର ଚରଣ ମିର୍ଦ୍ଧା