ପାକିସ୍ତାନର ଆତଙ୍କବାଦୀ ପ୍ରେମ ଶୋଏବ ଅଖତର ଭାଇଙ୍କ ଅନ୍ତିମ ସଂସ୍କାରରେ ଆତଙ୍କୀ ସାମିଲ
ଇସଲାମାବାଦ(ସତ୍ୟପାଠବ୍ୟୁରୋ): ପଦାରେ ପଡ଼ିଛି ପାକିସ୍ତାନର ଆତଙ୍କବାଦୀ ପ୍ରେମ। ଇସଲାମାବାଦରେ ପୂର୍ବ…
ଇସଲାମାବାଦ(ସତ୍ୟପାଠବ୍ୟୁରୋ): ପଦାରେ ପଡ଼ିଛି ପାକିସ୍ତାନର ଆତଙ୍କବାଦୀ ପ୍ରେମ। ଇସଲାମାବାଦରେ ପୂର୍ବ…
ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ପିଢ଼ପାଟଣା ଗ୍ରାମ ନିକଟରେ ଅସହାୟ ଅବସ୍ଥାରେ ଏଣେତେଣେ ବୁଲୁଥିବା ଜନୈକା ୧୩ ବର୍ଷର ନାବାଳିକାକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି। ପିଢ଼ପାଟଣା ଗ୍ରାମର ଗହୀର ବିଲରେ ସଂପୃକ୍ତ ନାବାଳିକାଟି ଅସହାୟ ଅବସ୍ଥାରେ ଏଣେତେଣେ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଘଟଣା ସମ୍ପର୍କରେ ଅଧିକ ପଚରାଉଚରା କରିଥିଲେ।
ରାମ ମନ୍ଦିରରେ ଦାନ ଅର୍ଥ ଚୋରି ହେବା ପରେ, ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଶାସନିକ ଢାଞ୍ଚାରେ ବଡ଼ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା ତୀବ୍ର ହୋଇଛି। ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଡକ୍ଟର ଅନିଲ ମିଶ୍ରଙ୍କ ଇସ୍ତଫା ଏହି ବିତର୍କକୁ ଆହୁରି ଖୋରାକ ଯୋଗାଇଛି।
ରାଉରକେଲା(ସତ୍ୟପାଠବ୍ୟୁରୋ): ଯୁବତୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଦୁର୍ବୃତ୍ତ। ତାଙ୍କୁ ଗୁ…
ତିନିଦିନିଆ ସେଚେଲ୍ସ ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଗସ୍ତବେଳେ ସେ ବିଶ୍ୱର ସବୁଠାରୁ ବୟସ୍କ ସ୍ଥଳଭାଗ ଜୀବ ‘ଜୋନାଥନ୍’ ନାମକ ଏକ ବିଶାଳକାୟ କଇଞ୍ଚକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଭାରତ ଓ ସେଚେଲ୍ସ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୫୦ ବର୍ଷ ପୂର୍ତ୍ତି ବା ସୁବର୍ଣ୍ଣ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସେଚେଲ୍ସର ଜାତୀୟ ଦିବସ ସମାରୋହରେ ‘ମୁଖ୍ୟ ଅତିଥି’ ଭାବେ ନିମନ୍ତ୍ରଣ କରାଯାଇଛି।
ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ ୧୧ ଜଣ ଓଡିଆ ଶ୍ରମିକ ପ୍ରାଣ ହରାଇଛନ୍ତି। ଏନେଇ ଜାତୀୟ ମାନବାଧିକାର କମିଶନରେ ମାମଲା ପହଁଚିଛି। କୋରାପୁଟ ଜିଲ୍ଲାର ବରିଷ୍ଠ ଆଇନଜୀବୀ ଅନୁପ କୁମାର ପାତ୍ରଙ୍କ ଅଭିଯୋଗରେ କମିସନର କେସ୍ ଡାଏରୀ ନମ୍ବର ୧୪୮୧୬/୨୦୨୬ ରେ କେସ୍ ପଞ୍ଜିକୃତ ହୋଇଛି ।
ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ତଲସରା ଥାନା ଅନ୍ତର୍ଗତ ମାୟାବାହାଲ ଦେହେରୀପଡ଼ାରେ ଖଣ୍ଡା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ହେମନ୍ତ ନାଏକ(୨୫)। ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲେ ସେ। ଗତ ଶୁକ୍ରବାର ରାତି ସାଢେ ୧୦ଟା ସମୟରେ ଲୋମଟାଙ୍କୁରା ଅଘଟଣ ଘଟିଯାଇଛି।
ଶନିବାର ସକାଳେ ପାକିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଆତଙ୍କିତ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିବାର ଦେଖିବାକୁ ମିଳିଛି।ସକାଳ ୮ଟା ୫୩ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ଥିବା ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଟିକସ ଧମକ ଦେଇଛନ୍ତି। ୟୁରୋପୀୟ ଦେଶଗୁଡ଼ିକୁ ଏ ନେଇ ଏକ କଡ଼ା ଚେତାବନୀ ଦେଇଛନ୍ତି ଟ୍ରମ୍ପ। ସୋସିଆଲ ମିଡିଆରେ ଏକ ବିବୃତିରେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଆମେରିକୀୟ ପ୍ରଯୁକ୍ତିବିଦ୍ୟା କମ୍ପାନିଗୁଡ଼ିକ ଉପରେ କୌଣସି ପ୍ରକାରର ଟିକସକୁ ସହ୍ୟ କରାଯିବ ନାହିଁ।
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶା କଂଗ୍ରେସରେ ବଡ଼ ଅଦଳବଦଳ । ବଦଳିଲେ ରାଜ୍ୟ କଂଗ୍ରେସ ପ୍ରଭା…
ୟୁପି(ସତ୍ୟପାଠ ବ୍ୟୁରୋ): ଡ୍ରେନ୍ ଭିତରେ ପଶି ଜନ୍ମଦିନ କେକ କାଟିଲେ ଆଗ୍ରାର ଜଣେ ବିଜେପି କାଉନସିଲର…
ପୁଣି ଅଶାନ୍ତ ହୋଇପଡ଼ିଛି ମଧ୍ୟପ୍ରାଚ୍ୟ । ହର୍ମୁଜ ପ୍ରଣାଳୀରେ ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଛି ଯାହା ମଧ୍ୟପ୍ରାଚ୍ୟର ଶାନ୍ତିର ପ୍ରତ୍ୟାବର୍ତ୍ତନ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଣାପଡି ଯେ, ଇରାନ ହର୍ମୁଜ ପ୍ରଣାଳୀରେ ଓମାନ ଉପକୂଳ ନିକଟରେ ଏକ ମାଲବାହୀ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହି ଘଟଣା ପୁଣି ଥରେ ଇରାନ ସହିତ ଜଡିତ ଦ୍ୱନ୍ଦ୍ୱର ଅନ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ପ୍ରାରମ୍ଭିକ ଚୁକ୍ତିନାମାର ଭବିଷ୍ୟତ ସମ୍ପର୍କରେ ଚିନ୍ତା ସୃଷ୍ଟି କରିଛି।
ନିଜର ଶେଷ ସମୟ ମାତୃଭୂମିରେ ବିତାଇବା ପାଇଁ ଜଣେ ୯୪ ବର୍ଷୀୟ ଭାରତୀୟ ମହିଳା ଆମେରିକୀୟ ନାଗରିକତା ଛାଡ଼ିଛନ୍ତି। ଆନ୍ଧ୍ର ପ୍ରଦେଶର କୋଣ୍ଡ୍ରାଗୁଣ୍ଟା ମହାଲକ୍ଷ୍ମମ୍ମା ୧୮ ବର୍ଷ ଧରି ଆମେରିକାରେ ରହିଥିଲେ।
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଚୌଦ୍ୱାର ସର୍କଲ ଜେଲରୁ ଦୁଇ ଜଣ ଅଣ୍ଡରଟ୍ରାୟାଲ ବନ୍ଦୀ ଫେରାର ଘଟଣ…
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ) : ଅପରେସନ ସିନ୍ଦୂରରେ ସହିଦ ହୋଇଥିବା ୬ ଜଣ ଯବାନଙ୍କ ନାଁ ପ୍ରଥମ ଥର ପ…
ମାଙ୍ଗାଲୁରୁରେ ଆୟୋଜିତ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ଏକ କାର୍ଯ୍ୟକ୍ରମରେ, ଜଣେ ମହିଳା ପ୍ରଶଂସକ ତାଙ୍କ ହୃଦୟର କଥା ଖୋଲାଖୋଲି କହିଥିବା ଦେଖିବାକୁ ମିଳିଥିଲା। ସେ କହିଥିଲେ ଯେ, ତାଙ୍କ ସ୍ୱାମୀ ଅପେକ୍ଷା ଶାହରୁଖ ଖାନଙ୍କୁ ଅଧିକ ଭଲ ପାଆନ୍ତି। ଅଭିନେତା ହସି ହସି ଉତ୍ତର ଦେଲେ, "ୟେ ସବ୍ ଅକେଲେ ମେଁ ବତାନା ଚାହିୟେ ନା"।
ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ବିଜେଡିରେ ସୁଜାତା ରାଉତ ପାଣ୍ଡିୟାନ ସାମିଲ ହେବା ପରେ ଆଜି ଶଙ୍ଖ ଭବନ…
ରାଜ୍ୟ ସରକାରଙ୍କ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ମାଳ ମାଳ ତ୍ରୁଟି ପ୍ରସଙ୍ଗରେ ବଡ଼ ଆକ୍ସନ୍ ନେଇଛନ୍ତି ରାଜ୍ୟ ସରକାର। ୪ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି ସରକାର। ପୂର୍ବତନ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସହିତ ତିନି ଜଣ ସହକାରୀ ନିର୍ଦ୍ଦେଶକ ସସପେଣ୍ଡ ହୋଇଛନ୍ତି।