ଏସିଡ ଜ୍ବଳାରୁ ପଦ୍ମ ସମ୍ମାନ ସାହିତ୍ୟ , ଶିକ୍ଷା ଓ ସଙ୍ଗୀତ କ୍ଷେତ୍ରରେ ବଡ଼ ଅବଦାନ ପ୍ରଫେସର ମଙ୍ଗଳା କପୂରଙ୍କୁ ପଦ୍ମଶ୍ରୀ
ନୂଆଦିଲ୍ଲୀ : ଏସିଡ ଜ୍ବଳାରୁ ପଦ୍ମ ସମ୍ମାନ। ଏ ହେଉଛି ପ୍ରଫେସର ମଙ୍ଗଳା କପୂରଙ୍କ ଅକୁହା କାହାଣୀ । …
ନୂଆଦିଲ୍ଲୀ : ଏସିଡ ଜ୍ବଳାରୁ ପଦ୍ମ ସମ୍ମାନ। ଏ ହେଉଛି ପ୍ରଫେସର ମଙ୍ଗଳା କପୂରଙ୍କ ଅକୁହା କାହାଣୀ । …
ମୁଣ୍ଡରେ କେଶ ନଥିବାରୁ କେତନଙ୍କୁ ସିୟା ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ଯେ, କେତନଙ୍କ ମୁଣ୍ଡରେ କେଶ ନଥିବାବେଳେ ସେ ୱଗ ପିନ୍ଧୁଥିଲେ। ଏହା ସିୟା ଜାଣିବା ପରେ ତାଙ୍କୁ ପସନ୍ଦ କରୁ ନଥିଲେ ଏବଂ କେତନଙ୍କୁ ବିବାହ କରିବା ପାଇଁ ରାଜି ନଥିଲେ। ତେଣୁ ସେ ବିବାହ ତାରିଖ ଘୁଞ୍ଚାଇବା ସହ ପୁଣି ଥରେ ତାଙ୍କ ପୁରୁଣା ପୁରୁଷବନ୍ଧୁଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ।
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ବଦଳିବ ଦେଶର ଆଇଟି ଚିତ୍ର। ଇ-କମର୍ସ କମ୍ପାନି ଆମାଜନ ୨୦୨୬ରୁ ୨୦୩୦ ମ…
ମହାରାଷ୍ଟ୍ର ପୁଣେର ପ୍ରସିଦ୍ଧ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ମୃତ୍ୟୁ ମାମଲା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା କେତନଙ୍କ ଭାବି ପତ୍ନୀ ସିୟା ଗୋୟଲ ଏବଂ ତାଙ୍କ ପ୍ରେମିକ ଚେତନ ବର୍ତ୍ତମାନ ପୁଲିସ ହେପାଜତରେ ଅଛନ୍ତି । ଏହି ସମୟରେ ସିୟା ଗୋୟଲଙ୍କ ବାପା ପ୍ରବୀଣ ଗୋୟଲଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି ।
ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଦେଖାଦେଇଥିବା ତ୍ରୁଟିକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି। ପୂର୍ବରୁ ତ୍ରୁଟି ଘଟିଥିଲା, କିନ୍ତୁ ଏଥର ପରିମାଣ ଅସାଧାରଣ ଭାବରେ ଅଧିକ ରହିଛି। ସ୍କ୍ରିପ୍ଟ୍ ପ୍ରସ୍ତୁତି ଏବଂ ଯାଞ୍ଚ ଠାରୁ ମୁଦ୍ରଣ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟା ଯାଞ୍ଚ ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରକୁ ବଦନାମ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ସନ୍ଦେହ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଚୌଦ୍ୱାର ଜେଲରୁ ଦୁଇ କଏଦୀ ଫେରାର ମାମଲାର ଏବେ ନୂଆ ମୋଡ଼ ନେଇଛି। ଏନେଇ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଥାନାରେ ଏତଲା ଦେଲେ ରାଜ୍ୟସଭା ସାଂସଦ ସୁଜିତ କୁମାର। ଚୌଦ୍ବାର ସର୍କଲ ଜେଲ୍ ସୁପରିନଟେଣ୍ଡେଣ୍ଟ ଏବଂ ଓଡ଼ିଶା ଜେଲ୍ ଓ କରେକ୍ସନାଲ ସର୍ଭିସେସର ଡିଜି ସୁଶାନ୍ତ କୁମାର ନାଥଙ୍କ ବିରୋଧରେ ଚୌଦ୍ବାର ଥାନାରେ ଏତଲା ଦେଇଛନ୍ତି ।
ଓଡ଼ିଶା ବିଧାନସଭାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ସ୍ଥାୟୀ, ବିଭାଗୀୟ ଓ ଗୃହ କମିଟି ଗଠନ କରାଯାଇଛି । ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଗଠନ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଓ ପିଏସି କମିଟି ଗଠିତ ହୋଇଛି । ୩୫ରୁ ଅଧିକ ପିଏସି କମିଟି ଓ ୧୦ଟି ଷ୍ଟାଣ୍ଡିଂ କମିଟି ଗଠନ ହୋଇଛି ।
ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶର ଶ୍ରୀରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ ମାମଲାରେ ଏବେ ଜାତୀୟ ରାଜନୀତି ସରଗରମ ହୋଇଛି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକ୍ସନ ମୋଡ଼କୁ ଆସିଥିବାବେଳେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଜଣେ ଟ୍ରଷ୍ଟି ଅନିଲ ମିଶ୍ର ଶୁକ୍ରବାର ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି।
ସମ୍ବଲପୁର: ବ୍ୟାଙ୍କରେ କୌଣସି ଲୋନ୍ ନାହିଁ ତଥାପି ଘର ସିଲ କଲା ପ୍ରଶାସନ। ସମ୍ବଲପୁର ଜିଲ୍ଲାରେ ଏଭଳ…
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ):ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ …
ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେଉଥିବ…
ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସାଗରପାଲି ସାହୁପଡା ଡୁଙ୍ଗୁରିପଡାରେ ଘଟି…
ବାରାଣାସୀ(ସତ୍ୟପାଠ ବ୍ୟୁରୋ) : ଭାରତୀୟ ଦ୍ରୁତ ବୋଲର ଆକାଶ ଦୀପ ଜୀବନର ନୂଆ ପାଳି ଆରମ୍ଭ କରିଛନ୍ତି…
ବାଲେଶ୍ବର(ସତ୍ୟପାଠବ୍ୟୁରୋ): ବାଲେଶ୍ବରରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଦୁର୍ବୃତ୍ତମ…
ଏଣିକି ଦେଶବ୍ୟାପୀ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ନବମ ଶ୍ରେଣୀରୁ ଭାରତୀୟ ଗଣତନ୍ତ୍ରର କଳା ଅଧ୍ୟାୟ ‘ଜରୁରୀକାଳୀନ’ ପରିସ୍ଥିତି ଉପରେ ଅଧ୍ୟୟନ କରିବେ। ଏନେଇ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (ଏନ୍ସିଇଆରଟି) ସୂଚନା ଦେବା ସହିତ ନବମ ଶ୍ରେଣୀ ପାଇଁ ନୂତନ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ଜରୁରୀକାଳୀନ ପରିସ୍ଥିତିକୁ ପ୍ରମୁଖ ବିଷୟ ଭାବରେ ସ୍ଥାନିତ କରିଛି।
ରାଉରକେଲା: ରାଉରକେଲା ରେଳ ଷ୍ଟେସନ ପରିସରରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଛୁରାମାଡ଼ କରିଥିବା ଜ…
ବରଗଡ଼(ସତ୍ୟପାଠବ୍ୟୁରୋ): ମରିଗଲାଣି ମାନବିକତା। କେହି କାହାର ସହାୟତା ପାଇଁ ଆଗେଇ ଆସୁ ନାହାନ୍ତି। ପ…
ରାୟଗଡ଼ା ଥାନା ଅନ୍ତର୍ଗତ ତଳଗୁମ୍ମା ନିକଟରେ ଜଣେ ଫେରିବାଲାଠାରୁ ଲୁଟ୍ କରି ଚମ୍ପଟବେଳେ ଏକ କାର ଓଲଟି ପଡ଼ିଥିଲା। କାରଟି ଚମ୍ପଟବେଳେ ଏକ ନାବାଳକଙ୍କୁ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଗାଡ଼ି ଚାଳକଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ ଯେ, ଜଣେ ଫେରିବାଲାକୁ କିଛି ବ୍ୟକ୍ତି ଆକ୍ରମଣ କରି ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଥିଲେ।