ଖୁରାନିଆଙ୍କ ବିରୋଧରେ ଚାଲିବ ଅଦାଲତ ଅବମାନନା ମାମଲା: ହାଇକୋର୍ଟ
ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ବିରୋଧରେ ଚାଲିବ ଅଦାଲତ ଅବମାନନା ମାମଲା । କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ ।
ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ବିରୋଧରେ ଚାଲିବ ଅଦାଲତ ଅବମାନନା ମାମଲା । କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ ।
ଶୁକ୍ରବାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ପବିତ୍ର ରାଖୀ ପୂର୍ଣ୍ଣମୀ ନୀତି। ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ରଙ୍କୁ ପିନ୍ଧାଯିବ ବିଶାଳକାୟ ରାଖୀ।
ନେପାଳ ଜଳ ପ୍ରଳୟରେ ଦମ୍ପତିଙ୍କ ସହ ଜଣେ ଯୁବତୀ ନିଖୋଜ ଥିବା ସୂଚନା ମିଳିଛି। ନେପାଳରେ ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନ ପରେ ଓଡ଼ିଆ ଦମ୍ପତି ନିଖୋଜ ହୋଇଥିବା ଖବର ଚିନ୍ତା ବଢ଼ାଇଛି ।
ବିପଦ ଆଣୁଛି ପ୍ୟାକେଟ ଖାଦ୍ୟ। ଏ ନେଇ ସାରା ଦେଶରେ ଚିନ୍ତା ବଢ଼ିଛି। ଦେଶରେ ଶିଶୁ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ମୋଟାପଣ ଏବଂ ପ୍ରୋସେସ୍ଡ ଫୁଡର ସେବନ ହାର ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ ପାଇଛି।
ରକ୍ଷା ବନ୍ଧନରେ ରାଜ୍ୟର ସମସ୍ତ ଭଉଣୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଶୁକ୍ରବାର ବ୍ୟାଙ୍କ ଖାତାକୁ ଆସିବ ସୁଭଦ୍ରାର ପଞ୍ଚମ କିସ୍ତି । ପ୍ରତି ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଡିବିଟି ମାଧ୍ୟରେ ଦିଆଯିବ।
ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର କେନ୍ଦ୍ରକୁ ପଠାଇଲେ ରାଜ୍ୟ ସରକାର। ଆଇପିଏସ୍ ଅଫିସର ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ରାଜ୍ୟ ସରକାରଙ୍କ ପାଖରେ ରହିଥିଲା।
ଭାଇ ଭାରତର, ଭଉଣୀ ପାକିସ୍ତାନର। ଗତ ୩୧ ବର୍ଷ ହେଲା ବାନ୍ଧୁଛନ୍ତି ରାଖି। ପ୍ରଧାନମନ୍ତ୍ରୀଙ୍କ ପାଇଁ ପାକିସ୍ତାନକୁ ଆସେ ସ୍ପେଶାଲ ରାଖି।
ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗୋଳାବନ୍ଧ ବିସ୍ଥାପିତଙ୍କ ପାଇଁ ୪ ଦଶନ୍ଧିର ଅପେକ୍ଷାର ଅନ୍ତ ଘଟିଛି।
ପିଲାଟି ଦିନରୁ ପାଠରେ ଧୁରନ୍ଧର। ମନରେ ଡାକ୍ତର ହେବା ନେଇ କେତେ ଆଶା କରିଥିଲେ। ଦିନ ରାତି ପରିଶ୍ରମ କରି ନିଟ ପରୀକ୍ଷାରେ କୃତକାର୍ଯ୍ୟ ବି ହେଲେ । ଏବେ ଡାକ୍ତରୀ ପଢ଼ିବା ପାଇଁ ଅର୍ଥ ସାଜିଛି ବାଧକ।
ନେପାଳରେ ଜଳପ୍ରଳୟ ଭୂମିକମ୍ପ ଯୋଗୁଁ ନୁହେଁ, ବରଂ ହିମବାହ ଭାଙ୍ଗିବା ଯୋଗୁ ହୋଇଥିବା ସୂଚନା ମିଳିଛି। ଏନେଇ ଆମେରିକା ଭୂତତ୍ତ୍ୱ ସର୍ଭେ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତିବ୍ଦତରେ ଏକ ହିମଖଣ୍ଡ ଭାଙ୍ଗିବା ପରେ ନେପାଳରେ ଏହି ପ୍ରଳୟଙ୍କର ବନ୍ୟା ହୋଇଥିବା ବିବେଚନା କରାଯାଉଛି।
ନୂଆଦିଲ୍ଲୀ,(ସତ୍ୟପାଠବ୍ୟୁରୋ): ପ୍ରକୃତିର ତାଣ୍ଡବରେ ନୟାନ୍ତ ନେପାଳ। ଭୟଙ୍କର ବନ୍ୟା ଯୋଗୁ ଭାଙ୍ଗିଯ…
ଭୁବନେଶ୍ବର,(ସତ୍ୟପାଠବ୍ୟୁରୋ) : ବନ୍ୟା ପରିସ୍ଥିତିରେ ଲୋକଙ୍କ ସୁରକ୍ଷା ଓ ତ୍ୱରିତ ସହାୟତାକୁ ସର୍ବୋ…
ଜମିରେ ଝାଳ ବୁହାଇ ଫସଲ ଫଳାଉଥିବା ଚାଷୀ, ଏବେ ଧାନ ବିକ୍ରି ପାଇଁ ପଞ୍ଜୀକରଣ ନେଇ ହଇରାଣ ହେଉଛନ୍ତି। ରାଜ୍ୟରେ ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। କିନ୍ତୁ ହାତରେ ୪ ଦିନ ସମୟ ଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। କେଉଁଠି ସର୍ଭର ସ୍ଲୋ’ ତ କେଉଁଠି ନେଟୱାର୍କ ସମସ୍ୟା। ଆଉ କେଉଁଠି ସରକାରଙ୍କ ଜଟିଳ ନିୟମ ଚାଷୀଙ୍କ ନିଦ ହଜାଇ ଦେଇଛି। ଏମିତିକି ବିଭିନ୍ନ କଟକଣା ଯୋଗୁଁ ଅନେକ ପ୍ରକୃତ ଚାଷୀ ପଞ୍ଜୀକରଣରୁ ବାଦ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି।
ଦେଶରେ ବଡ଼ ଶକ୍ତି ହେଉଛି ଯୁବପିଢି। ଯଦି ଏହି ଯୁବପିଢ଼ି ବେକାର ବସିବେ, ତେବେ ଦେଶ ପାଇଁ ଚିନ୍ତାର ବିଷୟ।
ନେପାଳରେ ଭୟଙ୍କର ବନ୍ୟା ଆସିଛି। ଏହି ବନ୍ୟାରେ ୫ଟି ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ଧୋଇ ଯାଇଛି । ରସୁୱା ଜିଲ୍ଲାର ତିମୁର ଏବଂ ସ୍ୟାଫ୍ରୁବେସିରେ ହଠାତ୍ ବନ୍ୟା ଆସି ତାଣ୍ଡବ ରଚିଛି।
ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ପୁଣି ଆରମ୍ଭ ହେବ ସିଧାସଳଖ ବିମାନ ଚଳାଚଳ। ଆସନ୍ତା ସେପ୍ଟେମ୍ବର ୪ରୁ ଷ୍ଟାର୍ ଏୟାର୍ ଏହି ରୁଟ୍ ରେ ବିମାନ ସେବା ପୁନଃ ଆରମ୍ଭ କରିବ।
ଗୋଟିଏ ବନ୍ୟା ପରେ ଗୋଟିଏ ବନ୍ୟା। ଅଣ୍ଟା ସଳଖିବା ପୂର୍ବରୁ ଆଉ ଏକ ବନ୍ୟା ଆସି ଯାଉଛି। ତୁହାକୁ ତୁହା ବନ୍ୟା ଆସି ଜନଜୀବନ ଅସ୍ତବ୍ୟସ୍ତ କରିସାରଲାଣି। ବୈତରଣୀରେ ବାରମ୍ବାର ବନ୍ୟା ଆସି ଲୋକଙ୍କ ଜୀବନ ଦୁର୍ବିସହ କରି ପକାଇଛି।
ମାଲକାନଗିରିରେ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ପଚରାଉଚରା ସମୟରେ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଥିଲା। ଏହି ସୂଚନାକୁ ଆଧାର କରି ମାଲକାନଗିରି ଡିଭିଏଫ୍ ଟିମ୍ ପକ୍ଷରୁ ମାଥିଲି ଥାନା ଅଧୀନ ଚେରକୋଟଲା, କିର୍ମିଟି, କୋଟୱାପଦର ଓ କଦଭଟା ଜଙ୍ଗଲ ଅଞ୍ଚଳରେ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା।