ସିକିମ୍ ସୁଡ଼ଙ୍ଗ ଧସିବା ଘଟଣା, ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି
ଗ୍ୟାଙ୍ଗଟକ(ସତ୍ୟପାଠ ବ୍ୟୁରୋ): ସିକିମର ନାମଚି ଜିଲ୍ଲାରେ ନିର୍ମାଣାଧୀନ ତିସ୍ତା ଷ୍ଟେଜ୍-୫ ଜଳବିଦ୍ୟ…
ଗ୍ୟାଙ୍ଗଟକ(ସତ୍ୟପାଠ ବ୍ୟୁରୋ): ସିକିମର ନାମଚି ଜିଲ୍ଲାରେ ନିର୍ମାଣାଧୀନ ତିସ୍ତା ଷ୍ଟେଜ୍-୫ ଜଳବିଦ୍ୟ…
ନଦୀର ଅସ୍ତିତ୍ୱ ଏବଂ ଏହାର ପ୍ରାକୃତିକ ପ୍ରବାହକୁ ବଜାୟ ରଖିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ବିହାରର ରାଜଧାନୀ ପାଟନାସ୍ଥିତ ଗଙ୍ଗା ନଦୀ କୂଳ ଏବଂ ଉତ୍ତର ପ୍ରଦେଶର ପବିତ୍ର ଧାମ ବୃନ୍ଦାବନରେ ଯମୁନା ନଦୀ ମଧ୍ୟରେ ହେଉଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ନେଇ କୋର୍ଟ ଶକ୍ତ ନିର୍ଦ୍ଦେଶ ଦେଇଛନ୍ତି। ପରିବେଶ ଏବଂ ନଦୀର ପରିସଂସ୍ଥା ସହ କୌଣସି ପ୍ରକାର ଅପ୍ରିତିକର କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।
ମୁମ୍ବାଇ(ସତ୍ୟପାଠ ବ୍ୟୁରୋ): ମୁମ୍ବାଇରେ ସିଜେପିକୁ ଜୋରଦାର ସମର୍ଥନ ଦେଖିବାକୁ ମିଳିଛି। ସହର ବିଭିନ…
ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀ ଆଦିଲ ଠୋକର ଏବଂ ହାରୁନ ରସିଦ ଗଣାଇଙ୍କ ଘର ଉପରେ ବୁଲଡୋଜର ଚଲାଇ ଭାଙ୍ଗି ଦିଆଯାଇଛି ।
ନୌସେନାରେ ସାମିଲ ହୋଇଛି ଆଇଏନଏସ ମାଲଭାନ୍। ଭାରତୀୟ ନୌସେନାରେ ସାମିଲ ହୋଇଛି ଆଉ ଏକ ସ୍ୱଦେଶୀ ଯୁଦ୍ଧଜାହାଜ। ଦ୍ୱିତୀୟ ସ୍ୱଦେଶୀ ‘ମାହେ’ କ୍ଲାସ୍ ଆଣ୍ଟି-ସବ ମେରାଇନ ୱାରଫେୟାର ଶାଲୋ ୱାଟର କ୍ରାଫ୍ଟ (ଏଏସଡବ୍ଲ୍ୟୁଏସ୍ ଡବ୍ଲ୍ୟୁସି) ଆଇଏନ୍ଏସ୍ ମାଲଭାନକୁ ଔପଚାରିକ ଭାବେ ଭାରତୀୟ ନୌସେନାରେ ସାମିଲ କରାଯାଇଛି।
ଆକାଶ ମାର୍ଗରୁ ଶତ୍ରୁପକ୍ଷର ଗତିବିଧି ଉପରେ ନଜର ରଖିବା ହେବ ଆହୁରି ସହଜ। ଭାରତୀୟ ବାୟୁସେନାର ନିରୀକ୍ଷଣ କ୍ଷମତା ବଢ଼ିବା ସହ ଶତ୍ରୁ ଉପରେ ରହିବ କଡ଼ା ନଜର। ଏନେଇ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଡିଆରଡିଓ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । ଆଦାନୀ ଡିଫେନ୍ସ ସିଷ୍ଟମ୍ସ ଆଣ୍ଡ୍ ଟେକ୍ନୋଲୋଜିସ୍ ଲିମିଟେଡ୍ ଏବଂ ଏଆଇ ଇଞ୍ଜିନିୟରିଂ ସର୍ଭିସେସ୍ ଲିମିଟେଡ୍ ସହିତ ସ୍ୱାକ୍ଷରିତ ହୋଇଛି ଚୁକ୍ତି ।
ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ,ଜୁନ୍ ୨୦୨୫ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା କରିଥିଲେ । କିଛି ଭାରତୀୟ ବ୍ୟଞ୍ଜନ ବି ସାଙ୍ଗରେ ନେଇଥିଲେ । କିନ୍ତୁ ବୈଜ୍ଞାନିକ ଯାଞ୍ଚରେ ମାତ୍ର ୩ଟି ବ୍ୟଞ୍ଜନକୁ ମିଳି ପାରିଥିଲା ମଞ୍ଜୁରି । ଏକ ପଡକାଷ୍ଟରେ ଆଲୋଚନା ସମୟରେ ଶୁଭାଂଶୁ କହିଛନ୍ତି, ଡିଆରଡିଓର ଲାବୋରେଟୋରୀ ଡିଫେନ୍ସ ଫୁଡ୍ ରିସର୍ଚ୍ଚ ଲାବୋରେଟୋରୀ ମହାକାଶ ଯୋଗ୍ୟତା ପାଇଁ ବ୍ୟାପକ ଭାରତୀୟ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲା ।
ହର୍ମୁଜଡ ପ୍ରଣାଳୀରେ ବଢ଼ୁଛି ସଙ୍କଟ। ଆମେରିକା ଏଭଳି ଘନ ଘନ ଆକ୍ରମଣ ନେଇ ଇରାନ କଡ଼ା ଚେତାବନୀ ଦେଇଛି। ଇରାନର କଞ୍ଚା ତେଲ ବିକ୍ରି ହୋଇ ପାରୁ ନଥିବାବେଳେ ଅନ୍ୟ କାହାରିକୁ ବି ତେଲ ବିକିବାକୁ ଦେବୁନି ବୋଲି ଖୋଲା ଚେତାବନୀ ଦିଆଯାଇଛି।
ଦିନକୁ ଦିନ ଭୟଙ୍କର ରୂପ ନେଉଛି ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ। ଇରାନ ଉପରେ ଆମେରିକା ଘନ ଘନ ଆକ୍ରମଣ କରୁଥିବାବେଳେ ତେହେରାନ ବି ଚୁପ ବସି ନାହିଁ।
ଭାରତ ଏବଂ ଆମେରିକା ମଧ୍ୟରେ ଆଗାମୀ ୩ ରୁ ୪ ମାସ ମଧ୍ୟରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ ରାଜିନାମା ସ୍ୱାକ୍ଷରିତ ହେବାର ସମ୍ଭାବନା ଅଛି। ଏହା ଦ୍ୱାରା ଉଭୟ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି ପାଇବ ଏବଂ କୃଷି, ପ୍ରଯୁକ୍ତିବିଦ୍ୟା, ଶକ୍ତି (ତେଲ ଓ ଗ୍ୟାସ୍) ତଥା ପ୍ରତିରକ୍ଷା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ।
ସଂସଦ ଅଧିବେଶନ ଅବସରରେ ନୂଆଦିଲ୍ଲୀରେ ଓଡ଼ିଶାର ବିଜେପି ସାଂସଦମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଜ୍ୟସଭା ସାଂସଦ ତଥା ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ।
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଏବଂ ଅନ୍ୟମାନଙ୍କ ହତ୍ୟା ଘଟଣାରେ …
ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା। ଏସଏଚଜି ମହିଳାମାନଙ୍କ ବିଲ୍ କରିବା ପାଇଁ ୧୦ ହଜାର ଲାଞ୍ଚ ଟଙ୍କା
ଆଜି ମାଲକାନଗିରି ବିମାନବନ୍ଦରରେ ହୋଇଛି ଟ୍ରାଏଲ ରନ। ଏୟାରଷ୍ଟ୍ରିପ୍ରେ ଇଣ୍ଡିଆ ୱାନ ଏୟାରର ପ୍ରଥମ ଟ୍ରାଏଲ୍ ଲ୍ୟାଣ୍ଡିଂ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି। ବିମାନଟି ଖାଲି ଥିବାବେଳେ ସଫଳ ଅବତରଣ ହୋଇଛି।
ଝାରସୁଗୁଡ଼ା ସହର ଉପକଣ୍ଠ ସରବାହାଲ ଅଞ୍ଚଳରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏକାସାଙ୍ଗରେ ଶଙ୍କର ଜୁଏଲର୍ସ ଓ ଭି-ମାର୍ଟରେ ଲାଗିଛି ନିଆଁ। ଅଗ୍ନିଶମ ବିଭାଗର ଏକାଧିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ଲାଗିଥିଲେ।
ରୋଗୀ ମୃତ୍ୟୁକୁ ନେଇ ରଣକ୍ଷେତ୍ର ପାଲଟିଛି ହାଇଟେକ୍ ମେଡିକାଲ। ଇସ୍ପାତ୍ ସହରରେ ଥିବା ହାଇଟେକ୍ ମେଡିକାଲ କଲେଜରେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।
ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ମୋଟ ୧୦ଟି ସ୍ଲୁଇସ୍ ଗେଟ୍ ଖୋଲା ଯାଇଥିବାବେଳେ ବନ୍ୟାଜଳ ନିଷ୍କାସନ କରାଯାଉଛି l
ଖାଦ୍ୟ ସନ୍ଧାନରେ ଜନବସତି ମୁହାଁ ହେଉଛନ୍ତି ହାତୀ ପଲ। କେତେବେଳେ ଦଳି ମକଚି ଫସଲ ନଷ୍ଟ କରୁଛନ୍ତି ତ କେତେବେଳେ ଘର ଭାଙ୍ଗି ଧାନ ଖାଉଛନ୍ତି। ଆଉ କେହି ହାତୀ ହାବୁଡ଼ରେ ପଡ଼ିଲେ କଥା ସରିଲା। ଫଳରେ ଭୟରେ ଏଠାରେ ସନ୍ଧ୍ୟା ହଲେ ପଡ଼ୁଛି ତାଟି କବାଟ। ଲୋକେ ବାହାରକୁ ବାହାରିବା ପାଇଁ ଭୟଭୀତ ହେଉଛନ୍ତି।