ମୋଦିଙ୍କ ନିଦ ହଜାଇଦେଇଛନ୍ତି ଜେନ-ଜି ସଂସଦକୁ ଆସିବା ପୂର୍ବରୁ ଧର୍ମେନ୍ଦ୍ରଙ୍କୁ ବରଖାସ୍ତ କରି ଆସିବେ: ବିରୋଧୀ
ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଯନ୍ତର ମନ୍ତରରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜୋର ଧରିଛି। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଦ ହଜେଇ ଦେଇଛି।
