ବର୍ଷା ବିତ୍ପାତ, ଲଘୁଚାପ ବର୍ଷାରେ ବେହାଲ ୮ ଜିଲ୍ଲାରେ ପ୍ରବଳ ବର୍ଷା, ୫ ଜିଲ୍ଲାରେ ଅତି ଭୀଷଣ ବର୍ଷା ବରଗଡ଼ର ସୋହେଲାରେ ସର୍ବାଧିକ ୨୦୨ ମିମି ବର୍ଷା ରେକର୍ଡ ଭୁଶୁଡ଼ିଲା ପୋଲ, କଣ୍ଟାମାଳ-ଶଗଡ଼ା ଯୋଗାଯୋଗ ବିଚ୍ଛିନ୍ନ
ସାରା ରାଜ୍ୟ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଲଗାଣ ବର୍ଷାରେ ଅନେକ ସ୍ଥାନରେ ସ୍ଥିତି ବେହାଲ ହୋଇଥିବା ଦେଖିବାକୁ ମିଳିଛି। ୮ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାବେଳେ ୫ ଜିଲ୍ଲାରେ ଅତି ଭୀଷଣ ବର୍ଷା
