ମହାକାଶ ଇତିହାସରେ ନୂଆ ମାଇଲଖୁଣ୍ଟ, ଅନିଲ ମେନନଙ୍କ ପ୍ରଥମ ସ୍ପେସ୍ୱ୍ୱାକ୍ ସଫଳ
ମହାକାଶରେ ଇତିହାସରେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ଅନିଲ ମେନନ୍ଙ୍କ ନୂଆ ମାଇଲ ଖୁଣ୍ଟ। ସେ ତାଙ୍କର ପ୍ରଥମ ସ୍ପେ ଓ୍ବାକ ସଫଳତାର ସହ ଶେଷ କରିଛନ୍ତି । ନାସାର ଏହି ମହାକାଶଚାରୀ ଗୁରୁବାର ପ୍ରାୟ ୬.୩୦ ଘଣ୍ଟାର ସ୍ପେସ୍ୱାକ୍ ଆରମ୍ଭ କରିଥିଲେ । ତାଙ୍କ ସହ ଥିଲେ ନାସାର ଅନ୍ୟତମ ମହାକାଶଯାତ୍ରୀ ଜେସିକା ମିର୍ ।
