ମଝି ଆକାଶରେ ୩୦୦ ଫୁଟ୍ ତଳକୁ ଖସିଲା ଏୟାର ଇଣ୍ଡିଆ ବିମାନ ଥାଇଲ୍ୟାଣ୍ଡରୁ ଦିଲ୍ଲୀ ଆସୁଥିବାବେଳେ ଅଘଟଣ
ମଝି ଆକାଶରେ 300 ଫୁଟ ତଳକୁ ଖସିଲା ବିମାନ। ଯାତ୍ରୀ ଭୟଭୀତ ହୋଇପଡ଼ିଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଥାଇଲ୍ୟାଣ୍ଡର ଫୁକେଟ୍ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ପ୍ରବଳ ବାୟୁଚାପର ସମ୍ମୁଖୀନ ହୋଇଥିଲା।
