ବାଙ୍କିପୁର ଉପନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ବାଜିମାତ୍: ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗଡ଼ରେ ମାଟି କାମୁଡ଼ିଲା BJP
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ। ବିଜେପିର ପ୍ରାୟ ୩୦ ବର୍ଷର ଦ…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ। ବିଜେପିର ପ୍ରାୟ ୩୦ ବର୍ଷର ଦ…
ଲିଭ୍-ଇନ୍ ସମ୍ପର୍କରେ ଥିବା ବ୍ୟକ୍ତିବିଶେଷଙ୍କୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ଲିଭ୍-ଇନ୍ ପାର୍ଟନରମାନଙ୍କୁ ସେମାନଙ୍କ ପତି କିମ୍ବା ସମ୍ପର୍କୀୟଙ୍କ ଦ୍ୱାରା ନିର୍ଯାତନା ମାମଲାରେ ପତ୍ନୀଙ୍କ ପରି ସମାନ ଅଧିକାର ପ୍ରଦାନ କରିଛି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୮-ଏ, ଯାହା ସ୍ୱାମୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କ ଦ୍ୱାରା ନିଷ୍ଠୁରତା ସହିତ ଜଡିତ, ଏବେ ଲିଭ୍-ଇନ୍ ପାର୍ଟନରମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ।
ଏଣିକି ସୋସିଆଲ ମିଡିଆରେ ଗାଳି କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଡିଜିଟାଲ ମିଡିଆରେ ଗାଳି କରୁଥିଲେ ସାବଧାନ। ଯଦି ଆପଣ ଫେସବୁକ୍, ଏକ୍ସ କିମ୍ବା ଇନଷ୍ଟାଗ୍ରାମରେ କାହାକୁ ଗାଳିଗୁଲଜ କରୁଛନ୍ତି କିମ୍ବା ଆପତ୍ତିଜନକ ଶବ୍ଦ ବ୍ୟବହାର କରୁଛନ୍ତି, ତେବେ ହୁଏତ ଆପଣଙ୍କୁ ଜେଲ୍ ଯିବାକୁ ପଡ଼ିନପାରେ, କିନ୍ତୁ ହାତରେ ଝାଡ଼ୁ ଧରି ରାସ୍ତା ସଫା କରିବାକୁ କିମ୍ବା ଗରିବଙ୍କ ସେବା କରିବାକୁ ପଡ଼ିପାରେ ।
ବନ୍ୟା ଛାଡ଼ି ଯାଇଛି ଦୁର୍ଦ୍ଦଶା। କାହାର ଜୀବିକା ଯାଇଛି ତ କାହାର ଘର ଦ୍ବାର। ବର୍ଷା କମିବା ପରେ ବ୍ରାହ୍ମଣୀ ନଦୀର ଜଳସ୍ତର କ୍ରମଶଃ କମିବାରେ ଲାଗିଛି। ମୁଖ୍ୟ ରାସ୍ତା ଉପରୁ ପାଣି ଖସିଥିଲେ ମଧ୍ୟ ତଳିଆ ଅଞ୍ଚଳର ରାସ୍ତାଘାଟ ବୁଡ଼ି ରହିଛି। ପାଣି ଛାଡିବା ପରେ ବିପନ୍ନମାନେ ଘର ସଜାଡ଼ିବାରେ ଲାଗିଛନ୍ତି। ବନ୍ୟା ଯୋଗୁ କଚ୍ଚାଘର ଗୁଡିକ ଭାଙ୍ଗିଥିବା ବେଳେ ଚାଷ ସଂପୁର୍ଣ୍ଣ ଉଜୁଡ଼ିଯାଇଛି।
ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ମୁଦ୍ରା ନୀତି କମିଟିର ଦ୍ବିମାସିକ ବୈଠକ ସୋମବାରଠାରୁ ଆରମ୍ଭ ହୋଇଛି। ଗଭର୍ଣ୍ଣର ଶ୍ରୀ ମାଲହୋତ୍ରା ୩ ଦିନିଆ ବୈଠକର ନିର୍ଯାସ ଆସନ୍ତା ୫ ତାରିଖରେ ଘୋଷଣା କରିବେ।
ସିଏମଓରୁ ଫାଇଲ ହଜିବା ମାମଲାରେ ଏସଆଇଟି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏସଆଇଟି ପକ୍ଷରୁ ବଡ଼ ଆକ୍ସନ ନିଆଯାଇଥିବାବେଳେ 7 ଜଣଙ୍କୁ ନୋଟିସ କରାଯାଇଛି। ବହୁ ଚର୍ଚ୍ଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନରେ ସହାୟକ ହୋଇପାରୁଥିବା ନାଇଡୁ କମିସନଙ୍କ ତଦନ୍ତ ରିପୋର୍ଟ ହଜିଯିବା ଘଟଣା ଏବେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
କେନ୍ଦ୍ରାପଡା, (ସତ୍ୟପାଠ ବ୍ୟୁରୋ)- ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି। ନଦୀକୂଳରେ ଚପଲ, ବାଲ୍ଟି, ଓ ବ୍ରଶ ପଡି ଥିବାବେଳେ ତାଙ୍କର ପତ୍ତା ମିଳିନାହିଁ। ସ୍ଥାନୀୟ ଲୋକଙ୍କ ସହାୟତlରେ ଖୋଜାଖୋଜି ଜାରି ରହିଛି l ନିଖୋଜ ମହିଳା ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳପୁଆ ପଂଚାୟତ ଦାମୋଦର ପାଟଣାର ସୁଚିତ୍ରା ଦାସ। ଆଜି ସକାଳୁ ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିଲେ ସୁଚିତ୍ରା।
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସୁଥିବାବେଳେ ଆସନ୍ତାକାଲି ଗଞ୍ଜାମ ଯିବାର କାର୍ଯ୍ୟକ୍ରମ ରହିଛି। ଗଞ୍ଜାମ ଜିଲ୍ଲା ତପ୍ତପାଣି ପୀଠରେ ମା କନ୍ଧୁଣି ଦେବୀଙ୍କ ଦର୍ଶନ କରିବେ । ଏଥିନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଡ଼ାକଡ଼ି ହୋଇଛି । ପାଖାପାଖି ୫୦ ପ୍ଲାଟୁନ ଫୋର୍ସ ଏଥିପାଇଁ ନିୟୋଜିତ ହେବେ ।
ହୁତୁ ହୁତୁ ହୋଇ ଜଳୁଛି ସୂତା ଫ୍ୟାକ୍ଟ୍ରି ଓ କପଡା ଗୋଦାମ। ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଥିବା ଜଣାପଡ଼ିଛି।
ଜଙ୍ଗଲରେ ଲାଗିଥିବା ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା ହେବାରୁ ଭୟଙ୍କର ଦୁର୍ଘଟଣା ଘଟିଛି। ଗ୍ରୀସ୍ର ରାଜଧାନୀ ଏଥେନ୍ସ ନିକଟରେ ଅଗ୍ନିଶମ ବିଭାଗର ଦୁଇଟି ହେଲିକପ୍ଟର ମଧ୍ୟରେ ମଝି ଆକାଶରେ ଧକ୍କା ଘଟିଛି। ଧକ୍କା ହେବା ପରେ ଗୋଟିଏ ହେଲିକପ୍ଟର ଅଗ୍ନିପୁଣ୍ଡୁଳାରେ ପରିଣତ ହୋଇ ତଳେ ପଡ଼ିଯାଇଥିଲା।
ଭୁବନେଶ୍ବର, (ସତ୍ୟପାଠବ୍ୟୁରୋ)-ରାଜ୍ୟରେ ପୁଣି ଆରମ୍ଭ ହୋଇଯାଇଛି ବର୍ଷା । ସକ୍ରିୟ ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ପ୍ରଭାବ ଜାରି ରହିବ । ୨୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ବଲାଙ୍ଗିର ଗନ୍ଧମାର୍ଦ୍ଦନ ପାହାଡ। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର। ସବୁଜିମାପୂର୍ଣ୍ଣ ପାହାଡ଼ ଆକାଶକୁ ଛୁଇଁଲା ଭଳି ଦଣ୍ଡାୟମାନ। ଯୁଗ ଯୁଗ ଧରି ସବୁଜିମାରେ ଭୂରପୂର ହୋଇ ରହିବା ସହ ଖଣିଜ ସମ୍ପଦର ଭଣ୍ଡାରରେ ପରିପୂର୍ଣ୍ଣ ହୋଇ ରହିଛି।
ପ୍ରବଳ ବର୍ଷା ଯୋଗୁ କେରଳରେ ବନ୍ୟା ବିଭିଷିକା। କେଉଁଠି ଭୂସ୍ଖଳନ ତ କେଉଁଠି ଜଳବନ୍ଦି ସମସ୍ୟାରେ ଲୋକେ ଜୁଝି ହେଉଛନ୍ତି। ପ୍ରବଳ ବର୍ଷା ଯୋଗୁ ପ୍ରାୟ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଦେଇଛନ୍ତି, ୭ ଦିନ ଭିତରେ ସସସ୍ତ ଘାଇର ମରାମତି କାମ ଶେଷ ହେବ। ଅଧିକ ବର୍ଷା ଯୋଗୁଁ ଘାଇ ହୋଇଛି। ବିଭିନ୍ନ ସ୍ଥାନରେ ୭ଟି ଘାଇ ସୃଷ୍ଟି ହୋଇଛି।
ହରିୟାଣାରେ ପ୍ରଥମ ପର୍ଯ୍ୟାୟ ଏସଆଇଆର ପ୍ରକ୍ରିୟା ଶେଷ ହୋଇଛି । ଏହା ପରେ ରାଜ୍ୟର ୯୦ଟି ବିଧାନସଭା ଆସନ ପାଇଁ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରାଯାଇଛି । ଭୋଟର ତାଲିକା ଯାଞ୍ଚ ସମୟରେ ପ୍ରାୟ ୩୪ ଲକ୍ଷ ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡ଼ିଛି। ୨୦ ହଜାର ୬୨୯ ଜଣ ବୁଥ୍ ସ୍ତରୀୟ ଅଧିକାରୀ (BLO) ୨ କୋଟି ୬ ଲକ୍ଷରୁ ଅଧିକ ଭୋଟରଙ୍କୁ ଗଣନା ଫର୍ମ ବଣ୍ଟନ କରିଥିଲେ ।
ଆସନ୍ତା ୩ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଗଷ୍ଟ ୩ରୁ ୫ ତାରିଖ ଯାଏଁ ଓଡ଼ିଶା ଗସ୍ତରେ ଆସୁଥିବାବେଳେ ରାଷ୍ଟ୍ରପତିଙ୍କ ଭୁବନେଶ୍ୱର ଓ କଟକରେ ରହିଛି ବିଭିନ୍ନ କାର୍ଯ୍ୟକ୍ରମ।
କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତର ପ୍ରିତି ପାୱାର ଚମତ୍କାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମହିଳା ୫୪ କେଜି ବର୍ଗରେ ସଫଳତା ଅର୍ଜନ କରି ସାରା ଦେଶ ପାଇଁ ସେ ଗୌରବ ଆଣିଛନ୍ତି।
ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁ ଅଭିଯୋଗ କରି ମୃତଦେହ ରଖି ରାସ୍ତାରୋକ କଲେ ପରିବାର ଲୋକେ। ଏ ନେଇ ଭୁବନେଶ୍ବର ଶିଶୁ ଭବନ ଛକରେ ଉତ୍ତେଜନା ଦେଖାଯାଇଛି। ସାମନ୍ତରାପୁର ଅଞ୍ଚଳର ଜଣେ ନାବାଳକର ବାନ୍ତି, ମୁଣ୍ଡ ବିନ୍ଧା ହେବାରୁ ତାକୁ ଶିଶୁଭବନ ଛକରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ବ୍ରେନ ଡେଡ ହୋଇଯାଇଥିବା