ଓଲଟିଲା ପିଆଜ ବୋଝେଇ ଟ୍ରକ , ରାସ୍ତାରୁ ବୋହିନେଲେ ଲୋକେ
କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଜୁଡ଼ିଆ ଘାଟି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଏକ ପିଆଜ ବୋଝେଇ ଟ୍ରକ ।
କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଜୁଡ଼ିଆ ଘାଟି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଏକ ପିଆଜ ବୋଝେଇ ଟ୍ରକ ।
ଦୋଷ ଥିଲା ଏତିକି ପ୍ରେମ ବିବାହ କରିବା। ଆତ୍ମୀୟ ପରିଜନ ସମସ୍ତେ ଅଲଗା କରିଦେଲେ। କେହି ଟିକିଏ ଅନାଇଲେ ନାହିଁ। ନା ବାପ ଘର ନା ଶାଶୁ ଘର ଲୋକେ। କେହି ପଚାରିବା ତ ଦୂର କଥା, ଦେଖିଲେ ମୁହଁ ବୁଲାଇ ପଳାନ୍ତି।
ଉପରମୁଣ୍ଡରେ ବର୍ଷା ସ୍ଥିତି ନଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମୁଛି। ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଉଥିବାରୁ ଆଜି ଆଉ ଗୋଟିଏ ସ୍ଲୁଇସ୍ ଗେଟ୍ ବନ୍ଦ କରାଯାଇଛି।
ସାମାନ୍ୟ କଥାକୁ ନେଇ ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା କରିଛି ସ୍ବାମୀ। ଖାଇବା ଦେବାକୁ ବିଳମ୍ବ ହେବାରୁ ନୃଶଂସ କାଣ୍ଡ ଭିଆଇଛି ସ୍ୱାମୀ l ସ୍ତ୍ରୀକୁ ଭଙ୍ଗା ଟାଇଲରେ ଛେଚି ହତ୍ୟା କରିଛି l ମୃତ ମହିଳା ହେଲେ ସୁନିତା ବିଲୁଙ୍ଗ l
ମାନବୀୟ ଲୀଳା କରୁଛନ୍ତି ନିଳାଦ୍ରିବିହାରୀ ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ବରରେ କମ୍ପୁଥିଲେ ଦୀର୍ଘ ୧୦ ଦିନ ଜ୍ବରରେ ପୀଡିତ ହେବାପରେ ଦଇତାପତି ସେବକ, ପତି ମହାପାତ୍ରଙ୍କ ସେବା ଶୁଶ୍ରୁଷାରେ ସୁସ୍ଥତା ଅନୁଭବକରି ଚକାବିଜେ କରିଥିଲେ
ଏକାଦେଶୀ ତିଥିରେ ଶ୍ରୀଜୀଉଙ୍କୁ ଲାଗି ହୋଇଛି ଦଶମୂଳ ମୋଦକ। ସୁସ୍ଥ ହେଉଛନ୍ତି ଜ୍ୱରରେ ପୀଡ଼ିତ ମହାପ୍ରଭୁ। ଦଶମୀ ତିଥିରେ ଶ୍ରୀମନ୍ଦିର ଗାରଦରେ ଦାଖଲ ହୋଇଥିଲା ଆୟୁର୍ବେଦିକ ଔଷଧ 'ଦଶମୂଳ ମୋଦକ'।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅକଲ୍ୟାଣ୍ଡଠାରେ ଆୟୋଜିତ “କିଆ ଓରା ମୋଦି” କାର୍ଯ୍ୟକ୍ରମରେ ଯୋଗ ଦେଇ, ନ୍ୟୁଜିଲ୍ୟାଣ୍ଡରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି।
ଏଟିଏମ ତାଡ଼ି ନେଲେ ଦୁର୍ବୃତ୍ତ। ତାହା ପୁଣି ଏକ ଥାର ଗାଡ଼ି ପୁରା ଏଟିଏମ ମେସିନକୁ ଘୋଷାଡ଼ି ଘୋଷାଡ଼ି ନେଇଛନ୍ତି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡ଼ିଆ ବଜାରରେ। ଦୁର୍ବୃତ୍ତମାନେ ଗୋଟିଏ କଳା ରଙ୍ଗର 'ମହିନ୍ଦ୍ରା ଥାର' ଗାଡ଼ି ସାହାଯ୍ୟରେ 'ଇଣ୍ଡିଆ ୱାନ' ଏଟିଏମ୍ ମେସିନକୁ ଉପାଡ଼ି ନେଇଛନ୍ତି ।
ଖୁବଶୀଘ୍ର ତୁଟିବାକୁ ଯାଉଛି ମହାନଦୀ ଜଳ ବିବାଦ କଳି। ଏହି ମାମଲାରେ ଟ୍ରିବ୍ୟୁନାଲ ଶୁଣାଣିରେ ନୂଆ ମୋଡ଼ ଦେଖିବାକୁ ମିଳିଛି। ଆପୋସ ସମାଧାନ ପାଇଁ ଦୁଇ ରାଜ୍ୟ ସହମତି ପ୍ରକାଶ କରିଥିବାବେଳେ ସମାଧାନ ପାଇଁ ବାଟ ଆଉ ପାଦେ ଆଗେଇଛି।
ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗ ସରକାର ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ବିଲ୍ ଡ୍ରାଫ୍ଟ ସମୀକ୍ଷା କରିବା ପାଇଁ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ରଞ୍ଜନା
ମଧ୍ୟପ୍ରଦେଶର ଦତିଆରେ ଦଳୀୟ ଟିକେଟ ବଣ୍ଟନକୁ ନେଇ ବିଜେପି କର୍ମୀ ଭୟଙ୍କର ହିଂସାକାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି। ଦତିଆରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ଟିକେଟ ନ ମିଳିବାକୁ ନେଇ ବିଜେପି ନେତା ତଥା ରାଜ୍ୟର ପୂର୍ବତନ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କର ୩୦୦୦ରୁ ଅଧିକ ସମର୍ଥକମାନେ
କେଜି ରୁ ପିଜି ନାମଲେଖା ପାଇଁ ଖୁବଶୀଘ୍ର ଆସିବ ସ୍ବତନ୍ତ୍ର ଗାଇଡଲାଇନ୍। ଏନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଉଚ୍ଚଶିକ୍ଷାରେ ନାମଲେଖା ପାଇଁ ବିଶ୍ୱବିଦ୍ୟାଳୟ, କଲେଜ, ଅଣ ଅନୁଦାନପ୍ରାପ୍ତ କଲେଜ ଗୁଡ଼ିକ ପାଇଁ ଏସଓପି ସୋମବାର ଆସିବ।
ସ୍କୁଲ ପାଠ୍ୟ ପୁସ୍ତକରେ ମାଳ ମାଳ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି ରାଜ୍ୟ ସରକାର । ଏଥିରେ ଅପରାଧିକ ଷଡ଼ଯନ୍ତ୍ର ଗନ୍ଧ ବାରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ବ୍ୟସ୍ତ ବହୁଳ ଜୀବନରୁ ଟିକିଏ ସମୟ ବାହାର କରି ଖୁସି ମନାଇବାକୁ ଯାଇଥିଲେ। ହେଲେ କାହାର ନଜର ଲାଗିଲା କେଜାଣି। ସବୁ କିଛି ଓଲଟ ପାଲଟ ହୋଇଗଲା।
ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ୧୫ କମ୍ପାନୀ ସେଣ୍ଟ୍ରାଲ ଫୋର୍ସ ନିୟୋଜିତ ହେବେ।
ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ମିଳିବା ତ ଦୂର କଥା, ମଲା ପରେ ଏଠାରେ ଶବବାହକ ଗାଡ଼ି ବି ମିଳୁନି। ଏପରିକି ଅନେକ ସ୍ଥାନରେ ଶବବାହକ ଗାଡ଼ି ଟଙ୍କା
ଝରୀଗାଁ(ସତ୍ୟପାଠ ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବଣୁଆଗୁଡାରେ ବଡ଼ ଧରଣର ଡକାୟତି ହୋଇଛି। ରା…
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତକ ହେଲେ ଡୁଙ୍ଗୁରିପାଲି ବ୍ଲକ ସମଲେଇଚୁଆ ଗ୍ରାମର ବବୁନ ପାଣ୍ଡେ (୨୭)।