ପାଠପଢ଼ା ନିଶାରେ ଶିକ୍ଷକ ଅବସର ପରେ ବି ଗଢ଼ୁଛନ୍ତି ପିଲାଙ୍କ ଭବିଷ୍ୟତ
ଆଜିକାଲି ବ୍ୟସ୍ତବହୁଳ ଓ ସ୍ବାର୍ଥପର ଦୂନିଆରେ ଟଙ୍କାଟେ ବି କେହି କାହାକୁ ଦିଅନ୍ତି ନାହିଁ। ମାଗଣା ତ ଦୂରର କଥା, ଟଙ୍କା ଦେଲେ ବି ଭଲରେ ପିଲାଙ୍କୁ ପାଠ ପଢାଉ ନାହାନ୍ତି। ପିଲାଙ୍କୁ ପାଠ ପଢାଇବା ପରିବର୍ତ୍ତେ ଅନ୍ୟ କାମରେ ଅଧିକ ଧ୍ୟାନ ଦେଉଛନ୍ତି।
