ମା’ ମଝିଘରିଆଣୀଙ୍କ ହୁଣ୍ଡିରୁ ବାହାରିଲା ନଗଦ ୫୪ ଲକ୍ଷ ଟଙ୍କା ମା’ ଙ୍କୁ ଭକ୍ତଙ୍କ ଭାବବିହ୍ୱଳ ଚିଠି ନେଇ ଚର୍ଚ୍ଚା
ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀଙ୍କ ମନ୍ଦିରର ଦାନହୁଣ୍ଡି ସୋମବାର ଖୋଲାଯାଇଥିଲା। ୯ଟି ଦାନହୁଣ୍ଡି ଖୋଲି ଦୀର୍ଘ ୮ ଘଣ୍ଟା ଧରି ଗଣତି କରାଯାଇଥିଲା।
ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀଙ୍କ ମନ୍ଦିରର ଦାନହୁଣ୍ଡି ସୋମବାର ଖୋଲାଯାଇଥିଲା। ୯ଟି ଦାନହୁଣ୍ଡି ଖୋଲି ଦୀର୍ଘ ୮ ଘଣ୍ଟା ଧରି ଗଣତି କରାଯାଇଥିଲା।
ଲାଞ୍ଚ ମାମଲାରେ ପୂର୍ବତନ ଏଆରଆଇ ଦୁର୍ଗା ପ୍ରସାଦ ସାହୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସମ୍ବଲପୁରର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଏକ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।
ଦିନେ ଯେଉଁଠି ମାଓବାଦୀଙ୍କ ନାଲିଆଖିର ଶାସନ ଚାଲୁଥିଲା, ସେଠି ଆଜି ଆଉ ବନ୍ଧୁକର ଗର୍ଜନ ନାହିଁ କି ମାଓବାଦୀ ଭୟ ବି ନାହିଁ।
ପୁଅ ଯଦି ଗୁଣର ହେଲା ଧନ କି ପାଇଁ ସଞ୍ଚୁ, ପୁଅ ଯଦି ଅଯୋଗ୍ୟ ହେଲା ଧନ କିପାଇଁ ସଞ୍ଚୁ। ସେହିଭଳି ଭାବେ ପାଖରେ ତିନି ତିନିଟି ପୁଅ ଥାଇ ହତାଦାର ହେଉଛନ୍ତି ବାପା।
ଖୋଲିଲା ମାଆ ମଝିଘରିଆଣୀଙ୍କ ହୁଣ୍ଡି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡିର ଅର୍ଥ ଗଣତି କରାଯାଇଛି।
ଇନ୍ଦ୍ରାବତୀ ନଦୀ କୂଳିଆ ଗଁାକୁ ସର୍ତକ ଘଣ୍ଟି। ନଦୀ ଏବେ କୂଳ ଲଂଘୁଥିବାବେଳେ ଦିନକୁ ଦିନ ଗାଁ ଆଡକୁ ମାଡି ଆସୁଛି। କେତେବେଳେ ତାର କରାଳ ରୂପ ଦେଖାଇବ କିଛି କହି େହବ ନାହିଁ।
ଛତିଶଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା। ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ୩ଟି ମାଓ ଡମ୍ପ ଠାବ ହୋଇଛି।
ନେପାଳର ପ୍ରଳୟଙ୍କରୀ ବନ୍ୟାରୁ ଜୀବନ ବଞ୍ଚାଇ ସୁରକ୍ଷିତ ଫେରିଲେ ଓଡ଼ିଆ ଝିଅ। ବାରିପଦାର କୁଲସୁମ୍ ନିଗାର ସୁରକ୍ଷିତ ଭାବେ ଆସି ଘରେ ପହଞ୍ଚିଛନ୍ତି।
ବର୍ଷା କମିଛି ମାତ୍ର ଜଳବନ୍ଦୀ ସମସ୍ୟାରେ ଯୁଝୁଛନ୍ତି ଗ୍ରାମବାସୀ। ସାମାନ୍ୟ ବର୍ଷାରେ ଜଳବନ୍ଦୀ ହୋଇପଡୁଛି ପୂରା ଗାଁ। ଘର ଭିତରେ ପାଣି, ରାସ୍ତାରେ ପାଣି, ଏପରିକି ନଳକୂପ ବି ଜଳବନ୍ଦୀ।
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନ ବରାଡୋଙ୍ଗା ଗାଁରେ ଭାଲୁ ଆତଙ୍କ ଦେଖାଯାଇଛି। ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଗାଁର ବଲସିଂ ଦଳପତି ।
ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଭଦ୍ରକ ଚରମ୍ପା ରେଳ ଓଭର ବ୍ରିଜ ନିକଟରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପରେ ପରସ୍ପରଙ୍କୁ ଆକ୍ରମଣ କରିଥିଲେ।
ସୁନ୍ଦରଗଡ ମେଡିକାଲରୁ ବିଚାରାଧୀନ କଏଦୀ ଚମ୍ପଟ ଘଟଣାରେ ଜଣେ ଜେଲ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି। ୫ ଦିନ ପରେ ବି ଫେରାର ବିଚାରଧୀନ କଏଦୀଙ୍କ ମିଳୁନି ପତ୍ତା।
ଅସୁରକ୍ଷିତ ପରିବେଶରେ ଚାଲିଛି ଭବିଷ୍ୟତ ଗଢ଼ା। ଦୟନୀୟ ଭିତ୍ତିଭୂମି ଭିତରେ ଚାଲିଛି ପାଠପଢ଼ା।
ବର୍ଷ ବର୍ଷ ବିତି ଗଲାଣି, ହେଲେ ନିର୍ମାଣ କାମ ସରୁନି। ଅଧାରେ ଅଟକି ରହିଛି ପ୍ରାଣୀଧନ ଚିକିତ୍ସାଳୟ ନୂତନ କୋଠା ତିଆରି କାମ।
ସମ୍ବଲପୁରର ବୁର୍ଲାରେ ଗୁଳିମାଡ଼। ଦୁର୍ବୃତ୍ତଙ୍କ ଗୁଳିରେ ମାଂସ ଦୋକାନୀ ମହମ୍ମଦ୍ ଅନିଶ(୩୬)ଙ୍କର ମୃତ୍ୟୁ ହୋଇଛି।
ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲା ସ୍ଥିତ ନିୟନ୍ତ୍ରଣ ରେଖା (ଏଲଓସି) ନିକଟବର୍ତ୍ତୀ ଅଞ୍ଚଳରେ ଏକ ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍ ଉଡ଼ୁଥିବାର ଦେଖିବାକୁ ମିଳିବା ପରେ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି।
ନେପାଳ ବନ୍ୟାରେ ଶତାଧିକ ଲୋକେ ନିଖୋଜ ଥିବା ବେଳେ ଏମାନଙ୍କ ମଧ୍ୟରେ ଅନେକ ଓଡ଼ିଆ ଅଛନ୍ତି ।
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ମହାଜଳପ୍ରଳୟ ପରେ ଭାରତ ପଡ଼ୋଶୀ ନେପାଳକୁ ରିଲିଫ୍ ଏବଂ ସହାୟତା ଯୋଗାଇବାରେ ନିୟୋଜିତ ଅଛି। ଭାରତ ଏପର୍ଯ୍ୟନ୍ତ ୪୦ ଟନ୍ରୁ ଅଧିକ ରିଲିଫ୍ ସାମଗ୍ରୀ ଯୋଗାଇ ଦେଇଛି।