ଅନଲାଇନ୍ରେ ଖାଦ୍ୟ ମଗାଇବା ହେଲା ମହଙ୍ଗା, ହରାଇଲେ ୯୩ ହଜାର ଭୁବନେଶ୍ବର: ଅନଲାଇନ୍ରେ ଖାଇବା ମଗାଇବା ପଡ଼ିଲା ମହଙ୍ଗା। ଅନଲାଇନ୍ରେ ଖାଦ୍ୟ ମଗାଇ ଆକାଉଣ୍ଟରୁ ୯୩ ହଜାର ଟଙ୍କା ହରାଇଲେ
ଅନଲାଇନ୍ରେ ଖାଇବା ମଗାଇବା ପଡ଼ିଲା ମହଙ୍ଗା। ଅନଲାଇନ୍ରେ ଖାଦ୍ୟ ମଗାଇ ଆକାଉଣ୍ଟରୁ ୯୩ ହଜାର ଟଙ୍କା ହରାଇଲେବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡା। ସାଇବର ଠକେଇର ସେ ଶିକାର ହୋଇଥିବାବେଳେ ଏନେଇ ସେ ଭୁବନେଶ୍ବର ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି।
