୨୦ ଜଣ ସାଂସଦ ମିଶିବା ପରେ ଏନଡିଏର ଦ୍ୱିତୀୟ ସର୍ବବୃହତ ସହଯୋଗୀ ହୋଇପାରେ ଏନସିପିଆଇ
ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ୨୦ ଜଣ ସାଂସଦ ମିଶିବା ପରେ ଏନଡିଏର ଦ୍ୱିତୀୟ ସର୍ବବୃହତ ସହଯୋଗୀ ହୋଇ…
ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ୨୦ ଜଣ ସାଂସଦ ମିଶିବା ପରେ ଏନଡିଏର ଦ୍ୱିତୀୟ ସର୍ବବୃହତ ସହଯୋଗୀ ହୋଇ…
ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ପରିବର୍ତ୍ତନ ହୋଇପାରେ ନିର୍ବାଚନ କ୍ୟାଲେଣ୍ଡର। ପଞ୍ଜାବ ସହିତ ଉତ୍ତର…
ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ):ମୁଖ୍ୟମନ୍ତ୍ରୀ ବିଜୟଙ୍କ ଛାଡପତ୍ର ମାମଲାର ଶୁଣାଣି ଅଗଷ୍ଟ ୭ ତାରିଖ ପ…
ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ଇରାନ-ଆମେରିକା ଶାନ୍ତି ଚୁକ୍ତିକୁ ସ୍ୱାଗତ କଲେ ପ୍ରଧାନମ…
ସ୍ଲୋଭାକିଆରେ ମୋଦୀଙ୍କୁ ନିଆରା ସମ୍ବର୍ଦ୍ଧନା କରାଯାଇଛି। ସ୍ଲୋଭାକିଆ ରାଜଧାନୀ ବ୍ରାତିସ୍ଲାଭାରେ ପହଞ୍ଚିବା ପରେ, ‘ମୋଦୀ-ମୋଦୀ’ ଏବଂ ‘ଭାରତ ମାତା କି ଜୟ’ ଧ୍ୱନି ସହିତ ପ୍ରବାସୀ ଭାରତୀୟମାନେ ତାଙ୍କୁ ସ୍ୱାଗତ କରିଥିଲେ। ଏହି ଗସ୍ତ କେବଳ କୂଟନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଐତିହାସିକ ମଧ୍ୟ, କାରଣ ଏହା ୧୯୯୩ ମସିହାରେ ସ୍ଲୋଭାକିଆ ସ୍ୱାଧୀନତା ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ସରକାରୀ ଗସ୍ତ।
ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ସ୍ୱପନ କୁମାର ନନ୍ଦୀ ଗିରଫ। ଦୁର୍ନୀତି ମାମଲାରେ ତାଙ୍କୁ କେରଳମ୍୍ରୁ ଗିରଫ କରାଯାଇଛି। ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ପରେ ମମତା ବାନାର୍ଜୀଙ୍କ ଶାସନ ସମୟରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ ଗୋଟିଏ ପରେ ଗୋଟିଏ ହେବାରେ ଲାଗିଛି।
ଶାନ୍ତିଚୁକ୍ତି ନେଇ ଇରାନରେ କଠୋରପନ୍ଥୀଙ୍କ ଜୋର୍ଦାର ବିରୋଧ ପ୍ରଦର୍ଶନ। ଇରାନ ଓ ଆମେରିକା ମଧ୍ୟରେ ପ୍ରସ୍ତାବିତ ଶାନ୍ତି ଚୁକ୍ତିକୁ ବିରୋଧ କରିବା ପାଇଁ କଠୋରପନ୍ଥୀ ଇରାନୀ ଜନତା ଏକାଧିକ ସହରରେ ରାସ୍ତାକୁ ଓହ୍ଲାଇଛନ୍ତି। ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି ଓ ସଂସଦର ବାଚସ୍ପତି ମହମ୍ମଦ ବାଗେର ଗାଲିବାଫଙ୍କ ଉପରେ ସେମାନେ କ୍ରୋଧ ପ୍ରକାଶ କରିଛନ୍ତି।
ବାଲେଶ୍ବର ଜିଲ୍ଲା ନୀଳଗିରି କପ୍ତିପଦା ତେଲିପାଳ ନିକଟରେ ପୋଲତଳକୁ ବାଇକ ଖସି ପଡ଼ିବାରୁ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଔପଦା ଖୁମକୁଟ ଗାଁର ଦିଲୀପ ସୋରେନ ଓ ନରେନ୍ଦ୍ର ମୁର୍ମୁ । ଉଭୟ ଉଦଳାରୁ ବାଇକ୍ରେ ଫେରିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ।
ମହିଳା ଟ୍ବେଣ୍ଟି-୨୦ ବିଶ୍ବକପରେ ବିଜୟ ଧାରାରୁ ନିଜ ଯାତ୍ରା ଆରମ୍ଭ କରିଛି ଭାରତ। ରବିବାର ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରିଛି। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଦ୍ବାରା ପରିଚାଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ପାକିସ୍ତାନକୁ ୬୪ ରନ୍ରେ ପରାସ୍ତ କରିଛି । ବର୍ମିଂହାମରେ ଭାରତୀୟ ଟିମ୍ ବ୍ୟାଟିଂ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରିଛି ।
ଓ୍ବାଶିଂଟନ(ସତ୍ୟପାଠବ୍ୟୁରୋ)- ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଘୋଷଣା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହଠାତ୍ ହ୍ରାସ ପରିଲକ୍ଷିତ ହୋଇଛି। ଦୀର୍ଘ ସମୟ ପରେ, ଶେଷରେ ଆମେରିକା ଏବଂ ଇରାନ ଏକ ବ୍ୟାପକ ଶାନ୍ତି ଚୁକ୍ତି ଉପରେ ଏକ ସହମତି ଦେଖାଇଛନ୍ତି। ଏହି ଚୁକ୍ତି ଘୋଷଣା କରିବା ସମୟରେ, ଆମେରିକା ରାଷ୍ଟ୍ରପତି କହିଛନ୍ତି, ହରମୁଜ୍ ପ୍ରଣାଳୀରେ ଆମେରିକା
ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ଆଜି ଉଡ଼ିବ ନୋଏଡା ଏୟାରପୋର୍ଟରୁ ପ୍ରଥମ ବିମାନ। ସ୍ମରଣୀ…
ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ଖାନ୍ ସାର୍ଙ୍କ କୋଚିଂ ସେଣ୍ଟର ଭଙ୍ଗାରୁଜା ମାମଲାକୁ ନେଇ ସାରା ଦ…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ତୃଣ ମୂଳ କଂଗ୍ରେସ (ଟିଏମସି) ସାଂସଦ କାକୋଲୀ ଘୋଷ ଦସ୍ତିଦାର ରବିବା…
ଏଣିକି ଲୋକଙ୍କୁ ବାରମ୍ବାର ଦୌଡ଼ିବାକୁ ପଡ଼ିବନି ତହସିଲ ଅଫିସ। ଗାଁରେ କ୍ୟାମ୍ପ କୋର୍ଟ ପକାଇ ଲୋକଙ୍କ ସମସ୍ୟାର ସମାଧାନ କରିବେ ଅଧିକାରୀ। ଦୁଇ ବର୍ଷ ପୂର୍ତ୍ତି ଅବସରରେ ବିଭାଗୀୟ ରିପୋର୍ଟ କାର୍ଡରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ନୂଆ ଓଡ଼ିଶା ପୁନଃର୍ବାସ ଓ ଥଇଥାନ ନୀତିରେ ସ୍ଥାପନ ହେବ ରାଜ୍ୟ ବିପର୍ଯ୍ୟୟ ପ୍ରତିରୋଧ ପ୍ରତିଷ୍ଠାନ।
ଦେଶରେ ପେଟ୍ରୋଲ ଡିଜେଲ ଦର ବଢ଼ିବା ପରେ ଖାଦ୍ୟ ସାମଗ୍ରୀ ଦର ବଢ଼ିବାରେ ଲାଗିଛି। ଫଳରେ ମେ ମାସର ଖୁଚୁରା ମୁଦ୍ରାସ୍ଫୀତି ହାର ୩.୯୩ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୧୬ ମାସ ମଧ୍ୟରେ ଦରଦାମର ଏହା ହେଉଛି ସର୍ବୋଚ୍ଚ ସ୍ତର। ଗତ ଏପ୍ରିଲରେ ତାହା ୩.୪୮ ପ୍ରତିଶତ ଥିଲା। ମେ ମାସରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ହାର ୪.୫୪ ପ୍ରତିଶତ ହୋଇଛି। ଗ୍ରାମାଞ୍ଚଳରେ ଏହି ହାର ୪.୮୩ ପ୍ରତିଶତ ଓ ସହରାଞ୍ଚଳରେ ୩.୭୪ ପ୍ରତିଶତ ହୋଇଛି।
ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ସାମାନ୍ୟ ସ୍ଥିତିରେ ସୁଧାର ଆସିବା ପରେ ଷ୍ଟକ ମାର୍କଟେରେ ବଡ଼ ଫରକ ଦେଖିବାକୁ ମିଳିଛି। ଭାରତୀୟ ଷ୍ଟକ୍ ବଜାରରେ ଆଜି ଉତ୍ସାହଜନକ କାରବାର ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୧୬୯୫.୪୦ ପଏଣ୍ଟ୍ ବୃଦ୍ଧି ପାଇ ୭୫,୫୨୭.୯୫ ପଏଣ୍ଟ୍ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୪୬୧ ପଏଣ୍ଟ୍ ବୃଦ୍ଧି ପାଇ ୨୩,୬୨୨.୯୦ ପଏଣ୍ଟ୍ରେ ବନ୍ଦ ହୋଇଛି।
ରକ୍ଷକ ସାଜିଛି ଭକ୍ଷକ। ଏଠାରେ ପୋଲିସ ନିଜେ ଲାଞ୍ଚ ନେଉଥିବାବେଳେ ଲୋକେ କାହା ପାଖକୁ ଯିବେ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଏଭଳି ଜଣେ ମହିଳା ପୋଲିସ। ଅନୁଗୋଳ ଜରପଡା ଥାନାରେ କାର୍ଯ୍ୟରତ ମହିଳା ଏଏସଆଇ ସୀତା ନାୟକ ଏକ ମାମଲାର ଚୂଡାନ୍ତ ରିପୋର୍ଟ ଦେବାପାଇଁ ୮୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
ଲେଫ୍ଟନାଣ୍ଟ ଜେନେରାଲ ଧୀରଜ୍ ସେଠଙ୍କୁ ପରବର୍ତ୍ତୀ ସେନା ମୁଖ୍ୟ ଦାୟିତ୍ବ ମିଳିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଶର ନୂତନ ସ୍ଥଳ ସେନାଧ୍ୟକ୍ଷ ଅର୍ଥାତ ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ନିଯୁକ୍ତି ନେଇ ନିର୍ଦ୍ଦେଶ ଜାରି କରିଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି ଯେ, ରାଷ୍ଟ୍ରପତି ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ୍ଙ୍କୁ ଆଗାମୀ ସେନା ମୁଖ୍ୟ ନିଯୁକ୍ତି କରିବାର ମଞ୍ଜୁରୀ ଦେଇଛନ୍ତି। ଧୀରଜ୍ ସେଠ୍ ଆସନ୍ତା ୩୦ ଜୁନ୍, ୨୦୨୬ରେ କାର୍ଯ୍ୟଭାର ଗ୍ରହଣ କରିବେ। ସେ ବର୍ତ୍ତମାନ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀଙ୍କ ସ୍ଥାନ ନେବେ।