‘ନିଟ୍-ୟୁଜି ପୁନଃ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଦାବି ସମ୍ପୂର୍ଣ୍ଣ ମିଥ୍ୟା ଓ ଭ୍ରମାତ୍ମକ’
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ନିଟ୍-ୟୁଜି ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପୁଣି ଥରେ ଲିକ୍ ହୋଇଯାଇଥିବ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ନିଟ୍-ୟୁଜି ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପୁଣି ଥରେ ଲିକ୍ ହୋଇଯାଇଥିବ…
ବିମାନର ବାଥରୁମ୍ ସ୍ପିକର୍ରୁ ବାହାରିଲା କୋଟି କୋଟି ଟଙ୍କାର ସୁନା। ଯାଞ୍ଚ ବେଳେ ସ୍ପିକର ବକ୍ସ ଭିତରୁ ୨୪ଟି ବିଦେଶୀ ମାର୍କାର ସୁନା ବିସ୍କୁଟ ଜବତ ହୋଇଛି। ଅହମ୍ମଦାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ବିମାନବନ୍ଦରରେ କଷ୍ଟମ୍ସ ବିଭାଗକୁ ମିଳିଛି ଏହି ବଡ଼ ସଫଳତା। ବିମାନ ଇଞ୍ଜିନିୟରମାନଙ୍କ ସହାୟତାରେ ଯାଞ୍ଚ କରିବା ସମୟରେ, ସମ୍ମୁଖ ଭାଗରେ ଥିବା ଶୌଚାଳୟର ସ୍ପିକର ବକ୍ସ ଭିତରୁ କଳା ପ୍ଲାଷ୍ଟିକ୍ ଟେପ୍ରେ ଗୁଡ଼ାଯାଇଥିବା
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ରାଗର୍ଭବତୀ ମହିଳାଙ୍କ ଉପରେ ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମନ୍ତବ…
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାଇପାସ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱାକୁ ପଛ ପଟୁ ବିଏମଡବ୍ଲୁ କାର ଧକ୍କା ଦେବାରୁ ୨ ଜଣକର ମୃତ୍ୟୁ ହୋଇଛି।
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପରବର୍ତ୍ତୀ ସେନା ମୁଖ୍ୟ ଭାବରେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କ…
ରାଉରକେଲାରେ ହାତୀଙ୍କ ଉତ୍ପାତ ବଢ଼ି ଚାଲିଛି। ଵନ ବିଭାଗ ହାତୀ ଘୋଡାଇବାରେ ଅସମର୍ଥ ହୋଇପଡ଼ିଥିବାବେଳେ ଗତ ସପ୍ତାହ ମଧ୍ୟରେ ହାତୀ ଆକ୍ରମଣରେ ୪ ଜଣଙ୍କ ଜୀବନ ଗଲାଣି। ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ , ଛତିଶଗଡରୁ ହାତୀପଲ ବୀରମିତ୍ରପୁର ଦେଇ ଓଡ଼ିଶା ସୀମାରେ ପ୍ରବେଶ କରୁଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଫ୍ରାନ୍ସ ଓ ସ୍ଲୋଭାକିଆ ଗସ୍ତରେ ବାହାରିଛନ୍ତି। ଏହି ଗସ୍ତ ସମୟରେ ସେ କୁଟନୈତିକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିବେ। ଏଥିରେ ଦ୍ବିପାକ୍ଷିକ ଆଲୋଚନା, ବହୁପାକ୍ଷିକ ବୈଠକ ଓ ଆର୍ଥିକ ଏବଂ ସାଂସ୍କୃତିକ ସହଯୋଗ ଉପରେ ଜୋର ଦିଆଯିବ।
ଆସାମରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ୫ ଜଣ ଯବାନ ସହିଦ ହୋଇଛନ୍ତି । ତେବେ କୋ-ପାଇଲଟ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ସହିଦ ୫ ଯୋଦ୍ଧା ହେଲେ ସ୍କ୍ୱାଡନ ଲିଡର ପ୍ରଶାନ୍ତ ସିଂହ, ପ୍ଲାଇଟ୍ ଲେପ୍ଟନାଣ୍ଟ ଶୁଭମ କୁମାର, ସାର୍ଜଣ୍ଟ ଜିତେନ୍ଦ୍ର ଶର୍ମା, ଅଗ୍ନିବୀର ଭାୟୁ ଖେମାରାମ କୁମାୱତ ଏବଂ ଅଗ୍ନିବୀର ଭାୟୁ ଦାନିଶ ଆଲମ।
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୃହମନ୍ତ୍ରୀ ଅମିତ୍ ଶାହା ଆଫ୍ସ୍ପାକୁ ନେଇ ବଡ ଘୋଷଣା କରିଛନ୍ତି। ତ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନକଲି ଦସ୍ତଖତ ଓ ବେଆଇନ ସମ୍ପତ୍ତି ମାମଲାରେ ଅଭିଷେକ ବାନାର୍ଜୀଙ୍କ ଘ…
ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ବଡ଼ ସଫଳତା ମିଳିଛି। ‘ରୁଦ୍ରମ୍-II’ ମିସାଇଲ୍ର ସଫଳ ପରୀକ୍ଷଣ ହୋଇଥିବାବେଳେ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ-ଡିଆରଡିଓକୁ ଏହି ସଫଳତା ମିଳିଛି।
ଭାରତୀୟ ବାୟୁସେନାର ଏଏନ-୩୨ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆସାମର ଜୋରହାଟ ଏୟାରବେସରେ ଲ୍ୟାଣ୍ଡିବେଳେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଜୋରହାଟ୍ ଏୟାରବେସ୍ ଭିତରେ ଅବତରଣ କରିବା ପରେ ବିମାନଟିରେ ନିଆଁ ଲାଗିଯାଇଥିଲା ।
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ସୁପ୍ରିମକୋର୍ଟରୁ ମୀନାକ୍ଷୀଙ୍କୁ ମିଳିଲା ବଡ଼ ଝଟକା। ଆବେଦନ ଖାରଜ କର…
ଏଥର ରଜରେ ଭିଜାଇବ ବର୍ଷା। ଆଉ ପାରଦ ତଳ ମୁହାଁ ହୋଇଥିବାବେଳେ ସାମାନ୍ୟ ଆଶ୍ବସ୍ତି ମିଳିଛି। ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ରଜ ପୂର୍ବରୁ ଓଡ଼ିଶାରେ ମୌସୁମୀ ପ୍ରବେଶ କରିଥିବାବେଳେ ରାଜ୍ୟରେ ତାପମାତ୍ରା ଏବଂ ଗରମ ସାମାନ୍ୟ ହ୍ରାସ ପାଇଛି। ରାଜ୍ୟର ଉତ୍ତର ଭାଗକୁ ମୌସୁମୀ ଅଗ୍ରସର ହୋଇଛି।
ଓମାନ ଉପକୂଳରେ ଭାରତୀୟ ଜାହାଜ ଉପରେ ଆମେରିକାର ଆକ୍ରମଣକୁ ଭାରତ ତୀବ୍ର ନିନ୍ଦା କରିଛି। ଏନେଇ ଆମେରିକୀୟ ରାଷ୍ଟ୍ରଦୂତଙ୍କୁ ଦ୍ୱିତୀୟ ଥର ପାଇଁ ସମନ କରିଛି ଭାରତ। ଭାରତୀୟ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଆମେରିକା ନୌସେନାର କ୍ରମାଗତ କ୍ଷେପଣାସ୍ତ୍ର ଆକ୍ରମଣକୁ ନେଇ ଭାରତ ସରକାର ଅତ୍ୟନ୍ତ କଡ଼ା
ନିର୍ବାଚନ ସରିବା ଦିନରୁ ପଶ୍ଚିମବଙ୍ଗରେ ରାଜନୈତିକ ହଟଚମକ ଲାଗି ରହିଛି। ପ୍ରତିଦିନ କିଛି ନା କିଛି ନୂଆ ନୂଆ ରାଜନୈତିକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଶୁକ୍ରବାର ଏକ ବଡ଼ ଖବର ସାମନାକୁ ଆସିଛି । ପଶ୍ଚିମବଙ୍ଗର ଅଲିପୁରଦ୍ବାରରେ ଥିବା ଏକ ସରକାରୀ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୪ ହଜାରରୁ ଅଧିକ ଇଭିଏମ ପୋଡ଼ି ପାଉଁଶ ହୋଇଥିବା ସୂଚନା ମିଳିଛି ।
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମମତାଙ୍କ ବଢୁଛି ଅଡ଼ୁଆ। ଉତ୍ତେଜନାମୂଳକ ବୟାନ ପାଇଁ ମମତାଙ୍କ ବିରୋଧ…
ଭାରତୀୟ ଜନତା ପାର୍ଟି ନେତୃତ୍ବରେ ବିଜେପି ସରକାର ଓଡ଼ିଶାରେ ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏ ନେଇ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ କହିଛନ୍ତି , ଆମ ସରକାରରେ ୧୨୧ଟି ନୂଆ ଯୋଜନା ଲାଗୁ ହୋଇଛି। ଏବେ ଆପଣ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରି ପାରୁଛନ୍ତି।