ତୃତୀୟ ଦିନରେ ଅନଲାଇନ୍ ଅଟୋ ଚାଳକଙ୍କ ମହାପ୍ରତିବାଦ
ତୃତୀୟ ଦିନରେ ପହଁଚିଛି ଅନଲାଇନ ଅଟୋ ସଂଘର ଆନ୍ଦୋଳନ । ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ ହେବା ପରେ ଲୋୟର ପିଏମଜିରେ ବଡ଼ ଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଛି ସଂଘ । ଅନଲାଇନ ଗାଡ଼ି ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ରାଜଧାନୀରେ ପ୍ରଭାବିତ ହୋଇଛି ଜନଜୀବନ ।
