ବଲାଙ୍ଗୀର ବ୍ୟବସାୟୀ ଅପହରଣ ମାମଲା, ଭୁବନେଶ୍ବରରୁ ମହିଳା ଏସଆଇ ଓ ସାମ୍ବାଦିକ ଗିରଫ
ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କୁ ଅପହରଣ ମାମଲାରେ ବଢ଼ିଲା ଗିରଫଦାରୀ। ଭୁବନେଶ୍ଵରରୁ ବଲାଙ୍ଗିର ପୋଲିସ ଆଉ ୨ ଜଣଙ୍କୁ ଗିରଫ କରିଛି। ମହିଳା ପୋଲିସ ଏସ୍ଆଇ ସ୍ନେହା ମଞ୍ଜରୀ ସାହୁଙ୍କ ସହ ସାମ୍ବାଦିକ ସଞ୍ଜୟ ଜେନାଙ୍କୁ ଗିରଫ କରିଛି ବଲାଙ୍ଗିର ପୋଲିସ। ବଲାଙ୍ଗିର ବ୍ୟବସାୟୀ ଅପହରଣ ମାମଲାରେ ବଡ଼ ଟ୍ବିଷ୍ଟ ଦେଖିବାକୁ ମିଳିଛି। ମହିଳା ଏସଆଇଙ୍କୁ ଗିରଫ କଲା ପୋଲିସ।
