ଜ୍ବରରେ ଫୁଟୁଛନ୍ତି ମହାପ୍ରଭୁ, ଚାଲିଛି ଗୁପ୍ତସେବା
ସ୍ନାନଯାତ୍ରା ପରେ ମହାପ୍ରଭୁ ଜଗନ୍ନାଥ ଅସୁସ୍ଥ ହୋଇ ପଡ଼ିଛନ୍ତି । ଜ୍ବରରେ ଫୁଟୁଛନ୍ତି ଶ୍ରୀଜିଉ । ଅଣସର ପିଣ୍ଡିରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା। ଘନ ଅନ୍ଧକାର ମଧ୍ୟରେ ଗୁପ୍ତ ସେବା ଯୋଗଉଛନ୍ତି ଶ୍ରୀଅଙ୍ଗ ସେବକ ।
ସ୍ନାନଯାତ୍ରା ପରେ ମହାପ୍ରଭୁ ଜଗନ୍ନାଥ ଅସୁସ୍ଥ ହୋଇ ପଡ଼ିଛନ୍ତି । ଜ୍ବରରେ ଫୁଟୁଛନ୍ତି ଶ୍ରୀଜିଉ । ଅଣସର ପିଣ୍ଡିରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା। ଘନ ଅନ୍ଧକାର ମଧ୍ୟରେ ଗୁପ୍ତ ସେବା ଯୋଗଉଛନ୍ତି ଶ୍ରୀଅଙ୍ଗ ସେବକ ।
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜନୀତିରେ ପୁଣି ହଲଚଲ। ବିଜେଡିରୁ ଇସ୍ତଫା ଦେବା ପରେ ବହୁଦିନ ଧରି…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବୁଧବାର ରାଜ୍ୟ ମନ୍ତ୍ରୀପରିଷଦ ୪୨ତମ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ …
ସ୍ବାଭିମାନ ଅଞ୍ଚଳରେ ଆନ୍ଧ୍ର ପୋଲିସ ଜୁଲୁମ କରୁଥିବା ଅଭିଯୋଗ ହୋଇଛି। ଗାଁରେ ପଶି ଆଦିବାସୀଙ୍କୁ ଗିରଫ କରି ଆନ୍ଧ୍ର ନେଇଯାଉଛି ପୋଲିସ। ପ୍ରାୟ ୩ବର୍ଷ ଧରି ଏଭଳି ବର୍ବରତା
ପ୍ରଥମରୁ ଅଷ୍ଟମ ଶ୍ରେଣୀର ପୁସ୍ତକରେ ମାଳ ମାଳ ତ୍ରୁଟିକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି। ଯାହାକୁ ନେଇ ଆଜି ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ରିସର୍ଚ୍ଚ -ଭୀମସାରର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି।
ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କ ଯାତ୍ରା ସୁବିଧା ଏବଂ ଯାତ୍ରୀମାନଙ୍କ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ମହାରାଷ୍ଟ୍ରର ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ରଥଯାତ୍ରା
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ନେଇ ସମ୍ବଲପୁର ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ସମ୍ବଲପୁର ଜିଲ୍ଲାପାଳ ଏବଂ ଏସ୍.ପି.ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅଲାରନାଥଙ୍କ ସହ ରହିଛି ଗଭୀର ସମ୍ପର୍କ। ବିଶ୍ୱାସ ରହିଛି ୩୬୫ ଦିନ ଜଗନ୍ନାଥଙ୍କୁ ଦର୍ଶନ କଲେ ଯେତିକି ପୂଣ୍ୟ ମିଳେ, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସମଫଳ ପ୍ରାପ୍ତି ହୋଇଥାଏ ।
ଭୁବନେଶ୍ୱର, ୩୦/୦୬/୨୦୨୬: ବିଜେପି ସରକାରରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ…
ମଧ୍ୟପ୍ରଦେଶ ପାନ୍ନା ଜିଲ୍ଲାର ଆହିରଗାଓଁ ଅଞ୍ଚଳର ଜଣେ ଆଦିବାସୀ ଶ୍ରମିକ ରାକେଶ ଗୋଣ୍ଡ ଏବଂ ତାଙ୍କ ପରିବାର ଏକ ୧୧.୧୯ କ୍ୟାରେଟର ଉତ୍କୃଷ୍ଟମାନର ହୀରା ଆବିଷ୍କାର କରିଛନ୍ତି।
ଶ୍ରୀକ୍ଷେତ୍ରରେ ସ୍ନାନପୂର୍ଣ୍ଣିମା ପରେ ଚତୁର୍ଦ୍ଦାମୂର୍ତ୍ତି ଏବେ ଅଣସର ଘରେ। ମହାପ୍ରଭୁଙ୍କ ଗୁପ୍ତସେବା ଚାଲିଥିବାବେଳେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଅଲାରନାଥ। ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠରେ ଅନବସର ଦର୍ଶନ ଆରମ୍ଭ ହୋଇଯାଇଛି। ୧୦୮ କଳସରେ ମହାସ୍ନାନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅଣସର ପିଣ୍ଡିରେ ଗୁପ୍ତସେବାରେ ଥିବାବେଳେ ଭକ୍ତମାନେ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି ।
ମହାରାଷ୍ଟ୍ରର ସବୁ ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମରାଠୀ ବାଧ୍ୟତାମୂଳକ କରାଯାଇଛି। ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ଦାଦା ଭୁସେ ସୋମବାର ଘୋଷଣା କରିଛନ୍ତି ଯେ ରାଜ୍ୟର ସମସ୍ତ ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମରାଠୀ ଏକ ବାଧ୍ୟତାମୂଳକ ବିଷୟ ହେବ। ସେ କହିଛନ୍ତି ଯେ ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହେଉଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ବିରୁଦ୍ଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ଦିଲ୍ଲୀରେ ବଢ଼ି ଚାଲିଥିବା ଅତ୍ୟଧିକ ବାୟୁପ୍ରଦୂଷଣକୁ ରୋକିବା ଓ ପରିବେଶ ଅନୁକୁଳ ଯାନବାହନକୁ ପ୍ରୋତ୍ସାହନ ଦେବା ପାଇଁ ଦିଲ୍ଲୀ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ନୂଆ ଇଲେକ୍ଟ୍ରିକ ଭେଇକଲ ପଲିସି -2026କୁ ମଞ୍ଜୁର କରିଛନ୍ତି।
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର କରି ଛାତ୍ରଛାତ୍ରୀଙ୍କୁ…
ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଘରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଆଜି ଭୋର୍ ସମୟରେ ଭଷ୍ମା ଥାନା ସିଙ୍ଗେରମୁଣ୍ଡା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍ (ଜେଏଚ୍ ୦୪ ଏଫ- ୮୬୩୯) ରାସ୍ତା କଡ଼ ପଡ଼ିଆକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି।
ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ଉତ୍ତେଜନା ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ରବିବାର ବିଳମ୍ବିତ ରାତିରେ, ପାକିସ୍ତାନ ଆଫଗାନିସ୍ତାନ ସୀମାରେ ଏକ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ କରିଛି।