ନିର୍ବାଚନ ନେଇ ମତଦାନ ତାରିଖ ଘୋଷଣା ପରେ ହରିଶ ରାୱତଙ୍କ ପ୍ରତିକ୍ରିୟା: ରାହୁଲ ଗାନ୍ଧୀ ହିଁ ହେବେ କଂଗ୍ରେସ ସଭାପତି August 28, 202200
ନିର୍ବାଚନରେ ଟିକେଟ ବାଣ୍ଟିବା ଅଭିଯୋଗକୁ ନେଇ ମୁହଁ ଖୋଲିଲେ ହରିଶ ରାୱତ; କହିଲେ ଦଳ ମୋତେ ଖୁବଶୀଘ୍ର ବହିଷ୍କାର କରୁ March 15, 202200
ମୁଁ ଲାଲକୁଆ ଅଞ୍ଚଳବାସୀଙ୍କୁ ଠାରୁ କ୍ଷମା ମାଗୁଛି; କାହିଁକିନା ଦେଇଥିବା ପ୍ରତିଶୃତି ପୂରଣ କରିବାର ସୁଯୋଗକୁ ମୁଁ ହରାଇଛି: ହରିଶ ରାୱତ March 12, 202200
ପରାଜୟ ପରେ ହରିଶ ରାୱତଙ୍କ ପ୍ରତିକ୍ରିୟା: ନିର୍ବାଚନ ପରିଣାମରେ ମୁଁ ଆଶ୍ଚର୍ଯ୍ୟ, ଏତେ ଦରବୃଦ୍ଧି ସତ୍ତ୍ୱେ, ଯଦି ଏହା ଜନତାଙ୍କ ଜନାଦେଶ ହୁଏ, ତେବେ ବିଜେପି ଜିନ୍ଦାବାଦ କହୁଥିବା ଲୋକେ ମୋ ବୁଝିବା ବାହାରେ March 10, 202200
ଯଦି ମୁଁ ଉତ୍ତରାଖଣ୍ଡରେ ମୁସଲିମ ବିଶ୍ୱବିଦ୍ୟାଳୟ ଖୋଲିବା ବିଷୟରେ କହିଥିବି, ତାହାଲେ ରାଜନୀତି ନୁହଁ ବରଂ ମୋର ଜୀବନକୁ ତ୍ୟାଗ କରିଦେବି: ହରିଶ ରାୱତ February 9, 202210
ଟ୍ୱିଟରରେ ହରିଶ ରାୱତଙ୍କ ଫୋଟକୁ ମୁସଲମାନ ଭଳି ଦର୍ଶାଇଥିବାରୁ ବିଜେପିକୁ ନୋଟିସ ଜାରି କରିଛି ନିର୍ବାଚନ ଆୟୋଗ February 6, 202200
ଗୃହମନ୍ତ୍ରୀଙ୍କୁ କଡ଼ା ଜବାବ ଦେଲେ ହରିଶ ରାୱତ; କହିଲେ ଯଦି ମୁଁ ଦୁର୍ନୀତି ପାଇଁ ଦୋଷୀ ସାବ୍ୟସ୍ତ ହୁଏ, ତାହାଲେ ରାଜନୀତି ଛାଡ଼ିଦେବି January 30, 202200
ଉତ୍ତରାଖଣ୍ଡ ପଲିଟିକ୍ସ; ବଦଳିଲା ନିର୍ବାଚନୀ ମଣ୍ଡଳୀ; ରାମନଗର ବଦଳରେ ଲାଲକୂଆରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ହରିଶ ରାୱତ January 27, 202200
ଉତ୍ତରାଖଣ୍ଡ ପଲିଟିକ୍ସ; ଯଦି କଂଗ୍ରେସ କ୍ଷମତାକୁ ଆସେ ତାହାଲେ, ହେଟ ସ୍ପିଚ ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯିବ: ହରିଶ ରାୱତ January 19, 202200
ଉତ୍ତରାଖଣ୍ଡ ଇଲେକ୍ସନ; ହରିଶ ରାୱତଙ୍କ ବଡ଼ ବୟାନ; ଯଦି ହରକ ସିଂହ କଂଗ୍ରେସ ଛାଡ଼ିବାର ଭୁଲକୁ ସ୍ୱୀକାର କରନ୍ତି ତାହାଲେ ତାଙ୍କୁ ପାର୍ଟିରେ ସ୍ୱାଗତ କରାଯିବ January 17, 202200
ଉତ୍ତରାଖଣ୍ଡ ପୂର୍ବ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସଭା ମଞ୍ଚ ଉପରକୁ ଛୁରା ଧରି ଚଢିଗଲା ଯୁବକ, କାବୁ କଲେ କଂଗ୍ରେସ କର୍ମୀ January 7, 202200
” ଉତ୍ତରାଖଣ୍ଡରେ ଜଣେ ଦଳିତଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ଏଥିପାଇଁ ମୁଁ ଈଶ୍ୱର ଓ ମା’ ଗଙ୍ଗାଙ୍କ ନିକଟରେ ପ୍ରାର୍ଥନା କରୁଛି ” : ହରିଶ ରାୱତ September 21, 202130