ରାଜ୍ୟରେ ଅଣ ସଂଗଠିତ କର୍ମଚାରୀଙ୍କୁ ଚିହ୍ନଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଗଠନ ହେବ କମିଟି March 22, 2023 | 11:43 AM40
ଏଣିକି ଗୃହରକ୍ଷୀମାନେ ଦୈନିକ ପାଇବେ ୫୩୩ ଟଙ୍କା ବେତନ, ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ March 18, 2023 | 7:46 AM20
ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ସତ୍ୟପାଠ ଦାଖଲ କଲେନି ରାଜ୍ୟ ସରକାର, ୨୫ ହଜାର ଟଙ୍କା ଫାଇନ ଲଗାଇଲେ ହାଇକୋର୍ଟ March 4, 2023 | 11:15 AM10
ନୂଆ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ରାଜ୍ୟର ସବୁ ସ୍କୁଲ୍ରେ ମୌଳିକ ସୁବିଧା ଯୋଗାଇଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ March 1, 2023 | 11:50 AM10
ସ୍ନାତକ କନଷ୍ଟେବଳ ଓ ସିଆଇ ହାବିଲଦାରଙ୍କୁ ଦିଆଯିବ ନାହିଁ ତଦନ୍ତ କ୍ଷମତା; ପୁଲିସ ବିଭାଗର ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ February 25, 2023 | 9:14 AM00
ପ୍ରଦୀପ ପାଣିଗ୍ରାହୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା; ହାଇକୋର୍ଟଙ୍କ ରାୟକୁ ଖାରଜ କଲେ ସୁପ୍ରିମକୋର୍ଟ February 24, 2023 | 11:53 AM30
ପୁଲିସ ଗୁଳିରେ ଇଂଜିନିୟରଙ୍କ ମୃତ୍ୟୁ ଘଟଣା; ୭ ଦିନ ମଧ୍ୟରେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ February 24, 2023 | 10:50 AM30
ଓଡିଶା ପୁଲିସ୍ରେ ୭ ହଜାରରୁ ଅଧିକ ପଦ ଖାଲି, ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ February 23, 2023 | 10:42 AM00
ହାଇକୋର୍ଟଙ୍କ ଗୁରୁତ୍ୱପୁର୍ଣ ରାୟ; ଚାର୍ଟାଡ ଆକାଉଣ୍ଟ ଡିଗ୍ରୀ ବାଣିଜ୍ୟ ସ୍ନାତ୍ତୋକୋତ୍ତର ଡିଗ୍ରୀ ସହ ସମାନ February 18, 2023 | 9:47 AM00
ଅବସରପ୍ରାପ୍ତ ଆଇଏଏସ ଗୋପବନ୍ଧୁ ଶତପଥୀଙ୍କୁ ହାଇକୋର୍ଟଙ୍କ ଝଟକା, ତୁରନ୍ତ ଦାୟିତ୍ୱ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ February 17, 2023 | 11:53 AM00
ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସମସ୍ତ ସଦସ୍ୟ ପଦ ଖାଲି: ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ, ଜବାବ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ February 17, 2023 | 8:13 AM20
ଏଏସ୍ଓ ନିଯୁକ୍ତି ପରୀକ୍ଷା ମାମଲା: ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ February 11, 2023 | 11:01 AM10
ଓଡ଼ିଶା ପୁଲିସ ଏସ୍ଆଇ ନିଯୁକ୍ତି ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଦେଲେ ହାଇକୋର୍ଟ February 10, 2023 | 5:13 PM20
ସମ୍ବଲପୁର କୋର୍ଟ ପରିସରରେ ଭଙ୍ଗାରୁଜା ଘଟଣା; ୨୯ ଓକିଲଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ February 10, 2023 | 1:59 PM20
ଅର୍ଚ୍ଚନା ନାଗ ଜାମିନ୍ ମାମଲା: ହାଇକୋର୍ଟରେ କେସ୍ ଡାଏରୀ ଦାଖଲ କଲେ ରାଜ୍ୟ ସରକାର, ମାର୍ଚ୍ଚ ୧୪ରେ ପରବର୍ତ୍ତୀ ଶୁଣାଣି February 10, 2023 | 11:56 AM00
ରାଜ୍ୟରେ ଚିହ୍ନଟ ହେବେ ନକଲି ଡାକ୍ତର; କାର୍ଯ୍ୟରତ ସମସ୍ତ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ January 28, 2023 | 10:26 AM20